• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bus Strike In Odisha

Bus Strike In Odisha
ପୂଜା ବେଳେ ବସ୍ ଧର୍ମଘଟ ପାଇଁ ସବୁଠି ହୀନସ୍ତା ହେଉଛନ୍ତି ଯାତ୍ରୀ

ମାଲକାନଗିରିରୁ ମୟୁରଭଞ୍ଜ, କୋରାପୁଟରୁ କଟକ। ଘରୋଇ ବସ୍ ଆନ୍ଦୋଳନ ଯୋଗୁଁ ରାଜ୍ୟର ଏ ମୁଣ୍ଡରୁ ସେମୁଣ୍ଡ ଯାଏଁ, ଯାତ୍ରୀ ହନ୍ତସନ୍ତ। ପାର୍ବଣ ଛୁଟିରେ ନା କେହି ଗନ୍ତବ୍ୟ ସ୍ଥଳକୁ ଯାଇପାରୁଛନ୍ତି, ନା ଜରୁରୀବେଳେ ପରିବହନ ସେବା ପାଇପାରୁଛନ୍ତି..

Bus Strike In Odisha
ଧର୍ମଘଟ ବନ୍ଦ କରି ମାଲିକ ସଂଘ ସହଯୋଗ କରିବେ କହିଲେ ମନ୍ତ୍ରୀ

ଘଣ୍ଟାଏ ପାଇଁ ଝୁଲିଲା ଘରୋଇ ବସ୍ ଧର୍ମଘଟରୁ ଓହରିବା ନିଷ୍ପତ୍ତି। ଆଜି ପରିବହନ ମନ୍ତ୍ରୀଙ୍କ ସହ ଦୀର୍ଘ ୧ ଘଣ୍ଟା ଧରି ଆଲୋଚନା କରିଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ..

Bus Strike
'ଆଜି ମାନିଲୁ, ୨୬କୁ ଅପେକ୍ଷା କଲୁ'; ୩୧ ଯାଏଁ ଗଡ଼ିବ ବସ୍‌

ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ।

Bus Strike In Odisha
ସରକାରଙ୍କ ଜିଦ୍‌ ଆଗରେ ବଳିପଡ଼ିଲେ ଯାତ୍ରୀ; ଦଶହରା ଛୁଟିରେ ଘର ମନା !

ଅପେକ୍ଷାର ଅନ୍ତ କେବେ ହେବ, କାହାକୁ ଜଣାନାହିଁ । ଦିନ ଯାଇ ସଞ୍ଜ ହୋଇଯାଉଛି ପଛକେ ଏ ସମସ୍ୟାର ସମାଧାନ କେବେ କାହା ପାଖରେ ଉତ୍ତର ହିଁ ନାହିଁ ।

Bus Strike In Odisha
Big Breaking: ଆସନ୍ତାକାଲିଠାରୁ ବସ୍‌ ଧର୍ମଘଟ, ଅନିର୍ଦ୍ଦିଷ୍ଟ କାଳ ଯାଏଁ ବସ୍‌ ବନ୍ଦ

ଆସନ୍ତାକାଲି ସକାଳ ୬ଟାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବସ୍‌ ବନ୍ଦ ରହିବ ।

bus strike
ହେବନି ବସ୍‌ ଧର୍ମଘଟ, ସ୍ଥଗିତ ରଖିଲା ସଂଘ

ଜୁଲାଇ ପହିଲାରୁ ହେବାକୁ ଥିଲା ବସ୍ ଧର୍ମଘଟ । କିନ୍ତୁ ତାହା ଏବେ ସ୍ଥଗିତ ରହିଛି । ଏନେଇ ଆଜି ନିଷ୍ପତ୍ତି ନିଆଯାଇଛି । ଗତକାଲି ଘରୋଇ ବସ୍ ମାଲିକ ସଂଘ ଓ ପରିବହନ ମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହୋଇଥିଲା ।

Bus Strike In Odisha Private Bus Owners Association To Take Call Today
ଦାବି ପୂରଣ ନହେଲେ ଜୁଲାଇ ୧ରୁ ଗଡ଼ିବନି ବସ୍‌ !

ଜୁଲାଇ ପହିଲାରୁ ହେବାକୁ ଥିବା ବସ୍ ଧର୍ମଘଟ ହେବ ନା ନାହିଁ, ସେନେଇ ଆଜି ନିଷ୍ପତ୍ତି ନିଆଯିବ। ବସ୍ ଧର୍ମଘଟ ହେବ ନା ନାହିଁ ଆଜିର କାର୍ଯ୍ୟକାରୀ କମିଟି ବୈଠକରେ ଆଲୋଚନା ହେବ।