• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Pm Kisan Scheme

PM KISAN Scheme
ପିଏମ୍ କିଷାନ ସ୍କିମ୍ ଲାଗୁ ହେବାର ୫ ବର୍ଷ ପରେ ବି ହିତାଧିକାରୀ ତଥ୍ୟକୁ ନେଇ ଦ୍ୱନ୍ଦ୍ୱ ତୁଟୁନି

ପିଏମ୍ କିଷାନ ସ୍କିମ୍ ଲାଗୁ ହେବାର ୫ ବର୍ଷ ପରେ ବି ହିତାଧିକାରୀ ତଥ୍ୟକୁ ନେଇ ଦ୍ବନ୍ଦ୍ବ ତୁଟୁନି । ୟା ଭିତରେ ରାଜ୍ୟର ଚାଷୀଙ୍କୁ ୧୪ ଥର ସହାୟତା ଦିଆଯାଇଥିବା ବେଳେ ହିତାଧିକାରୀଙ୍କ ସଂଖ୍ୟାରେ କେତେବେଳେ ବି ତାଳମେଳ ରହୁନି ।

PM KISAN Scheme
ରାଜ୍ୟରେ ପିଏମ୍ -କିଷାନ୍ ହିତାଧିକାରୀଙ୍କ ପ୍ରକୃତ ସଂଖ୍ୟା କେତେ ?

ଯୋଜନାରେ ଚାଷୀଙ୍କୁ ଆଜି ୨ ହଜାର ଟଙ୍କା ଲେଖାଁଏ ସହାୟତା ମିଳିଥିବା ବେଳେ ଏହାକୁ ନେଇ ତେଜିଛି ରାଜନୀତି ।

 Pm Kisan FPO
ଚାଷୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ; କରନ୍ତୁ ଆବେଦନ, ପାଇବେ ୧୫ ଲକ୍ଷ !

ଯୋଜନା ଅନୁସାରେ ସରକାର ନୂତନ କୃଷି ବ୍ୟବସାୟ ଆରମ୍ଭ କରିବାକୁ ଚାଷୀମାନଙ୍କୁ ୧୫ ଲକ୍ଷ ଟଙ୍କା ଅର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ବର୍ତ୍ତମାନ ଇ-ନାମ ପ୍ଲାଟ୍‌ଫର୍ମରେ ୨୩୮୯ FPO ରହିଛି । ଏହି ଆର୍ଥିକ ରାଶିକୁ ସରକାର ୩ ବର୍ଷ ମଧ୍ୟରେ ପ୍ରଦାନ କରିବେ ।

PM Modi releases 11th instalment of financial benefits under PM-KISAN scheme
ଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନ ଟଙ୍କା

ସିମ୍‌ଲାରେ ଅନୁଷ୍ଠିତ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ପିଏମ୍ କିଷାନ କିସ୍ତି ପ୍ରଦାନ କରିଛନ୍ତି। ଏହି ଅବସରରେ ଦେଶର ପ୍ରାୟ ୧୦ କୋଟି ଚାଷୀଙ୍କ ଖାତାକୁ ୨୧ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି।

pm-modi
ଆଜି ଚାଷୀଭାଇଙ୍କ ଆକାଉଣ୍ଟକୁ ଯିବ ୨ ହଜାର ଟଙ୍କା ,ଜାଣନ୍ତୁ ଦେବ କିଏ?

ପ୍ରଧାନମନ୍ତ୍ର କିଷାନ୍ ସମ୍ମାନ ନିଧି ଯୋଜନା ଅନୁଯାୟୀ ପଞ୍ଜୀକୃତ କୃଷକ ପରିବାରକୁ ବାର୍ଷିକ ୬ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ । ଯେଉଁଥିରେ କି ସମୁଦାୟ ପରିମାଣର ଅର୍ଥ କୃଷକମାନଙ୍କୁ ପ୍ରତି ଚାରି ମାସରେ ୨୦୦୦ ଟଙ୍କାକୁ ତିନୋଟି କିସ୍ତିରେ ଦିଆଯାଉଛି | ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନୁଯାୟୀ, ଏହି ଟଙ୍କାକୁ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଏ।