ନୂଆ କରି କଲେଜରେ ପାଠ ପଢ଼ୁଥିବା +2 ପିଲାଙ୍କୁ ମିଳିବନି ‘ନୂଆ-ଓ’ ଛାତ୍ରବୃତ୍ତି ! +3 ଓ ପିଜି ଛାତ୍ରଛାତ୍ରୀଙ୍କୁ ‘ନୂଆ-ଓ’ ଛାତ୍ରବୃତ୍ତି ଆକାରରେ ବାର୍ଷିକ ଛାତ୍ରମାନଙ୍କୁ ୯ ହଜାର ଓ ଛାତ୍ରୀମାନଙ୍କୁ ୧୦ ହଜାର ଟଙ୍କା ଦେବେ ରାଜ୍ୟ ସରକାର ।
ସ୍ମାର୍ଟ୍ କ୍ଲାସ ରୁମ୍ ପ୍ରତିଷ୍ଠା ଲାଗି ବିଶ୍ୱବିଦ୍ୟାଳୟ ପାଖରେ ପାଣ୍ଠି ଅଛି । ଉଚ୍ଚ ଶିକ୍ଷା ବିଭାଗ ଏଥିଲାଗି ଅନୁଦାନ ଦେଇ ପାରିବ ନାହିଁ ।