• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭୁବନେଶ୍ୱର ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବିଜେବି କଲେଜ ଛାତ୍ରୀ ନିବାସରୁ ଏହି ଝୁଲନ୍ତା ମୃତଦେହ ମିଳିଛି । ମୃତକ ଜଣକ ଯୁକ୍ତ ୩ ପ୍ରଥମ ବର୍ଷର କଳା ଛାତ୍ରୀ ହୋଇଥିବା ସୂଚନା ମିଳିଛି ।

ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ସେ ଆତ୍ମହତ୍ୟା କରିଥିବାର ଆଲୋଚନା କରାଯାଉଛି । ତେବେ ଘଟଣାସ୍ଥଳରେ ବରଗଡ଼ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।