Advertisment

ଭୁବନେଶ୍ୱର କୋର୍ଟ ପରିସରରୁ ଚମ୍ପଟ ମାରିଲା ଦୁର୍ଦ୍ଦାନ୍ତ ନିଶା ମାଫିଆ

ଭୁବନେଶ୍ୱର କୋର୍ଟ ପରିସରରୁ ଦୁର୍ଦ୍ଦାନ୍ତ ନିଶା ମାଫିଆ ଚମ୍ପଟ ମାରିଥିବା ସୂଚନା...

author-image
Otv Khabar Bureau
ଅଦ୍ୟତନ ହୋଇଛି
Drug mafia Bijay Mania escapes from Bhubaneswar court while being taken to jail after hearing

Drug mafia Bijay Mania escapes from Bhubaneswar court while being taken to jail after hearing

ଦଣ୍ଡ ଶୁଣିଲା, ଚମ୍ପଟ ମାରିଲା । ଭୁବନେଶ୍ୱର କୋର୍ଟ ପରିସରରୁ ଦୁର୍ଦ୍ଦାନ୍ତ ନିଶା ମାଫିଆ ଚମ୍ପଟ ମାରିଛି । କୋର୍ଟରୁ ଜେଲ୍ ନେବା ବେଳେ ନିଶା ମାଫିଆ ବିଜୟ ମାଣିଆ ଖସିଯାଇଥିବା ସୂଚନା ମିଳିଛି ।

Advertisment

ସୂଚନା ଅନୁସାରେ, ଆଜି ଭୁବନେଶ୍ୱର ଏଡିଜେ-୩ କୋର୍ଟରେ ବିଜୟକୁ ଦଣ୍ଡାଦେଶ ହୋଇଥିଲା । ନିଶା କାରବାର ନେଇ ଦୋଷୀ ସାବ୍ୟସ୍ତ ପରେ ଏବେ ବିଜୟ ଜେଲ୍‌ରୁ ଚମ୍ପଟ୍‌ ମାରିଛନ୍ତି । ବିଚାରପତି ବିଜୟକୁ ୧୦ ବର୍ଷ ଜେଲ୍, ଲକ୍ଷେ ଜରିମାନା କରିଥିଲେ । ଦଣ୍ଡାଦେଶ ପରେ ବିଜୟକୁ କୋର୍ଟରୁ ଜେଲ୍‌କୁ ନିଆଯାଉଥିଲା । ସେହି ସମୟରେ ଉପସ୍ଥିତ ଯବାନଙ୍କୁ ଚକମା ଦେଇ ଖସି ପଳାଇଥିଲା ବିଜୟ ।

Bhubaneswar Drug Mafia
Advertisment
Advertisment