• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Yellow Water Mellon
ନାଲି ନୁହେଁ, ହଳଦିଆ ତରଭୁଜ ! ମିଠା ଆଉ ସ୍ୱାଦ କଥା କହିଲେ ନସରେ..

ରାୟଗଡାର ଡି.ଶ୍ରୀନିବାସ ଜୈବିକ ପଦ୍ଧତିରେ ଫଳାଉଛନ୍ତି ଭଳିକି ଭଳି ପନିପରିବା ଓ ଫଳ। ଏହାସହ ୫୦ରୁ ଉର୍ଦ୍ଧ ଲୋକଙ୍କୁ ଦେଇଛନ୍ତି ରୋଜଗାର ।

Mahula Fula
ଆଦିବାସୀଙ୍କୁ ମିଳୁନି ତାଙ୍କ ପ୍ରାପ୍ୟ ! ବଜାର ଦରଠୁ ଖୁବ୍‌ କମ୍‌ ଦାମ୍‌ରେ ବିକୁଛନ୍ତି ମହୁଲ ଫୁଲ..

ସକାଳ ହେଲେ ଜଙ୍ଗଲରେ ପହଞ୍ଚିଯାଆନ୍ତି ଆଦିବାସୀ ଲୋକେ । ପିଲାଠୁ ବୁଢା ସମସ୍ତେ ଲାଗିପଡ଼ନ୍ତି ମହୁଲ ଗୋଟାଇବାରେ ।

  • Thursday, 28 April 2022
Balasore
ଏମିତି ପୁଅ କାହାକୁ ନଦିଅନ୍ତୁ ଭଗବାନ ! ଭଙ୍ଗାଦଦରା ପାଇଖାନା ଘରେ ବାପାକୁ ଫୋପାଡ଼ି ଦେଲା..

ଭଙ୍ଗାଦଦରା ପାଇଖାନା ଭିତରେ ବୁଢା ବାପାଟାକୁ ଫୋପାଡ଼ି ଦେଇଛନ୍ତି ପୁଅ ବୋହୂ ।

Kendrapada Collector
ଲାଞ୍ଚ ଦେବା ପରେ ବି କାମ ହେଲାନି ! ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଶୋଇ ପ୍ରତିବାଦ କଲେ

ଲାଞ୍ଚ ଦେବା ପରେ ମଧ୍ୟ କାମ ନହେବାରୁ ଉପଜିଲ୍ଲାପାଳଙ୍କ ଗାଡି ଆଗରେ ଶୋଇ ପ୍ରତିବାଦ କରିଛନ୍ତି ଆବେଦନକାରୀ ।

surya
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଘନଉଛି ବିବାଦ, ବାଚସ୍ପତି କହିଲେ ରାଜନୀତି ସରୁ ତାପରେ..

ଖୁବଶୀଘ୍ର ବିଧାନସଭା କମିଟି ପୁରୀ ଗସ୍ତ କରିବ । ତାପୂର୍ବରୁ ଯିଏ ଯିଏ ପୁରୀ ବୁଲି ଆସିବା କଥା ଆସନ୍ତୁ ବୋଲି କହିଥିଲେ ବାଚସ୍ପତି ।

Vigilance Raid
ଭିଜିଲାନ୍ସ ଜାଲରେ ନିଲମ୍ବିତ ASI ! ରେଡ୍‌ ବେଳେ ଧରାପଡ଼ିଲା ଅପର୍ଯ୍ୟାପ୍ତ ସମ୍ପତ୍ତି

ମାଲକାନଗିରିର ଭଡ଼ା ଘର, ସୁନାବେଡ଼ାର ସରକାରୀ ଗୃହ, କୋରାପୁଟର ଦୁଇଟି ଘର ଏବଂ ଶ୍ୱଶୁର ଘର ସମେତ ୫ଟି ସ୍ଥାନରେ ଚଢାଉ କରିଛି ।

Covid19 infections may rise in Odisha after 3-4 weeks
ରୁହନ୍ତୁ ସତର୍କ, ପୁଣି ଓଡ଼ିଶାକୁ ଫେରିବ କରୋନା ! ୩/୪ ସପ୍ତାହ ପରେ ବଢ଼ିପାରେ ସଂକ୍ରମଣ

ଆସନ୍ତା ୩ରୁ ୪ ସପ୍ତାହ ପରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଛି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି।

Aparajita Sarangi - Jayanta Sarangi
ତେଜିଲା ରାଜନୀତି ! ଅପରାଜିତାଙ୍କ ସହ ସ୍ୱର ମେଳାଇଲେ ବିଧାୟକ ଜୟନ୍ତ ଷଢ଼ଙ୍ଗୀ

ଏଏସ୍‌ଆଇକୁ ଟାର୍ଗେଟ କରିବା ସହ ପ୍ରତ୍ନତତ୍ତ ବିଭାଗ ତଥା ASIକୁ ବଦମାସ୍ ବୋଲି କହିଛନ୍ତି ଜୟନ୍ତ ।

Reopening Of Schools
ପୁଣି କେବେ ଖୋଲିବ ସ୍କୁଲ୍‌ ? ଜାଣନ୍ତୁ, କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ

ରାଜ୍ୟରେ ତାତି ବଢ଼ୁଥିବାରୁ ଆସନ୍ତା ୩୦ ତାରିଖ ଯାଏ ସ୍କୁଲ୍‌ ଛୁଟି ଘୋଷଣା କରାଯାଇଛି। ୨୬ ତାରିଖରୁ ୩୦ ତାରିଖ ୫ ଦିନ ପାଇଁ ସ୍କୁଲ ଛୁଟି ସରକାର ଘୋଷଣା କରିଛନ୍ତି।

Heatwave In Odisha | IMD Puts 9 Districts On Alert, Govt Issues Special Advisory
ଜଳୁଛି ଓଡ଼ିଶା, ହିଟ୍ ୱେଭ୍‌ ନେଇ ୯ ଜିଲ୍ଲାକୁ ୱାର୍ଣ୍ଣିଂ

ଜଳୁଛି ପୁରା ଓଡ଼ିଶା । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟରେ ହିଟ୍ ୱେଭ୍ ନେଇ ସତର୍କ ସୂଚନା ଜାରି କରାଯାଇଛି ।

3 Members Of A Family Found Dead In Bhubaneswar
ହୃଦୟବିଦାରକ ଘଟଣା: ଝୁଲି ପଡ଼ିଲେ ବାପା, ମା’; କୋଳରେ ୧୫ ମାସର ଛୁଆ

ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।

Arrest 4 In Kidnapping Case
ସାବଧାନ ! ପିଲାଙ୍କୁ ବାହାରକୁ ଛାଡୁଛନ୍ତି କି ? ଆଇସକ୍ରିମ୍ ଦେବାକୁ କହି ଉଠାଇନେଉଛନ୍ତି ପିଲା ଚୋର

ରାଜଧାନୀରେ ମାତିଛନ୍ତି ପିଲା ଚୋର । ଆଇସକ୍ରିମ୍ ଦେବାକୁ କହି ଘର ପାଖରୁ ନେଇଯାଉଛନ୍ତି ଦୁର୍ବୃତ୍ତ । ସିସିଟିଭିରେ କେଏଦ୍‌ ହୋଇଛି ପିଲା ଚୋରିର ପୁରା ଦୃଶ୍ୟ ।

Engineering Student Deadbody Found From Hostel Room
କପି ଧରାପଡ଼ିବାରୁ ଜୀବନ ହାରିଲେ ଇଞ୍ଜିନିୟରିଂ ଛାତ୍ର ! ହଷ୍ଟେଲରୁ ମିଳିଲା ମୃତଦେହ

କପି କରି ଧରାପଡ଼ି ଯିବାରୁ ଜଣେ ଛାତ୍ର ଜୀବନ ହାରିଥିବା ସୂଚନା ମିଳିଛି। କଲେଜ କର୍ତ୍ତୃପକ୍ଷ ତାଙ୍କୁ ଦୁର୍ବ୍ୟବହାର କରି କ୍ଲାସ୍‌ ରୁମ୍‌ରୁ ବାହାର କରି ଦେଇଥିଲେ ବୋଲି ବୈଷ୍ଣବଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି।

15 passengers injured after the bus in which they were travelling overturns near Jhariapali
ଭାରସାମ୍ୟ ହରାଇ ଓଲଟିଲା ବସ୍; ୧୫ ଆହତ

ପୁଣି ବସ୍‌ ଓଲଟି ଯାତ୍ରୀ ଆହତ । ସୁନ୍ଦରଗଡ ଜିଲ୍ଲା ଝରିଆପାଲି ନିକଟରେ ବସ୍ ଓଲଟି ୧୫ ଜଣ ଆହତ ହୋଇଛନ୍ତି । ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡ଼ିଥିବା ସୂଚନା ମିଳିଛି ।

 Accused Nabbed By Police Escape
କାଲି ଧରାପଡ଼ିଥିଲେ, ଆଜି ଖସି ପଳାଇଲେ...

କାଲି ଧରାପଡ଼ିଥିଲେ, ଆଜି ଖସି ପଳାଇଲେ। ଡକାୟତି ମାମଲାରେ ଅଟକ ଥିବା ୨ ଜଣ ଅଭିଯୁକ୍ତ ଥାନାରୁ ଚମ୍ପଟ ମାରିଥିବା ଜଣାପଡ଼ିଛି।

Locals Detain Two Constable In Koraput
ଗଞ୍ଜେଇ ଚାଲାଣ ପଣ୍ଡ କରିବାକୁ ଯାଇଥିଲେ କନଷ୍ଟେବଲ, ହେଲେ ଫସିଗଲେ ନିଜେ...

ରାତି ଅଧରେ ଗାଁରେ ପଶି ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗରେ ୨ ଜଣ ଅବକାରୀ ବିଭାଗର କନଷ୍ଟେବଲଙ୍କୁ ଗାଁ ଲୋକେ ଅଟକ ରଖିଥିବା ସୂଚନା ମିଳିଛି। 

  • Thursday, 28 April 2022
  • Ganja
Real 'Nagin Dance'- Snake Charmer Dances With Cobra During Wedding Procession In Odisha
ନାଗ ସହ ‘ନାଗିନ୍ ଡ୍ୟାନ୍ସ’ ଗୀତରେ ନାଚିଲେ ବରଯାତ୍ରୀ

ନାଗ ସହ ନାଗିନ୍‌ ଡ୍ୟାନ୍ସ...କେବେ ଦେଖିଛନ୍ତି କି ? ଭିଡିଓରେ ଦେଖନ୍ତୁ ଏହି ଅବିଶ୍ୱାସନୀୟ ଦୃଶ୍ୟ...

Heatwave In Odisha | SCB Medical College And Hospital Sets Up Heatstroke Ward
ଏଣିକି ଅଂଶୁଘାତ ରୋଗୀଙ୍କୁ ମିଳିଲା ଆଶ୍ୱସ୍ତି; SCBରେ ଖୋଲିଲା ସ୍ୱତନ୍ତ୍ର ‘ଅଂଶୁଘାତ ଓ୍ୱାର୍ଡ’

ଅସହ୍ୟ ତାତିରେ ପ୍ରଭାବିତ ଲୋକଙ୍କ ପାଇଁ କଟକ ଏସସିବି ପରିସରରେ ଖୋଲିଲା ସ୍ୱତନ୍ତ୍ର ଅଂଶୁଘାତ ଓ୍ୱାର୍ଡ ।

Deaf And Dumb Lootera Gang On Prowl In Bhubaneswar
ରାଜଧାନୀରେ ମାତିଛନ୍ତି ନକଲି ମୂକ, ବଧିର ଗ୍ୟାଙ୍ଗ; ଟାର୍ଗେଟ୍‌ରେ ହଷ୍ଟେଲ ଓ ମେସ୍‌

ବିଭିନ୍ନ ହଷ୍ଟେଲ, ମେସ୍‌କୁ ଟାର୍ଗେଟ କରି ତାମିଲନାଡୁର ଏହି ଗ୍ୟାଙ୍ଗ ଭୁବନେଶ୍ୱରରେ ଚୋରି କରିବା ସହ ଆତଙ୍କ ଖେଳାଇଛନ୍ତି। ଆଉ ଧରାପଡ଼ିଗଲେ ନକଲି ଭିନ୍ନକ୍ଷମ ପ୍ରମାଣପତ୍ର ଦେଖାଇ ନାଟକ ଆରମ୍ଭ କରି ଦେଉଛନ୍ତି। 

Odisha CHSE Plus 2 Exams 2022 begin today
ଆଜିଠୁ +2 ପରୀକ୍ଷା

ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା । ସକାଳ ୯ଟାରୁ ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ ଏହି ପରୀକ୍ଷା ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Thursday, 28 April 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Thursday, 28 April 2022
Congress Controversy
କଂଗ୍ରେସରେ ତେଜିଲା ସୁର-ନିରଞ୍ଜନ କଳି

୨୦୧୯ ନିର୍ବାଚନର ଟିକେଟବଣ୍ଟା ଓ ଫଳାଫଳ ଉପରେ ଯେଉଁମାନେ ବିବୃତ୍ତି ଦେଇଥିଲେ ତାହା ଦଳର ଗାରିମା ବଢ଼ାଇଛି କି ?

Despite prohibition, Aparajita went to see the Lord Jagannath
ପ୍ରଶାସନର ବାରଣ ସତ୍ତ୍ୱେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ଅପରାଜିତା

ପଦଯାତ୍ରାକୁ ପ୍ରଶାସନର ବାରଣ ସତ୍ତ୍ୱେ ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ତେବେ ତାଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଛି ରାଜନୈତିକ ଝଡ଼।

Congress MLA Tara Bahinipati
ଦଳୀୟ ପଦରୁ ତାରା ବାହିନୀପତିଙ୍କ ଇସ୍ତଫା !

କଂଗ୍ରେସ ଦଳ ମୁଖ୍ୟ ସଚେତକ ପଦରୁ ତାରା ବାହିନୀପତି ଇସ୍ତଫା ଦେଇଥିବା କୁହାଯାଉଛି।

Husband killed Wife
ପକ୍ଷାଘାତରେ ପୀଡିତ ସ୍ତ୍ରୀକୁ ପୋଖରୀରେ ବୁଡେଇ ମାରିଦେଲା ପିଶାଚ ସ୍ୱାମୀ

ଲକ୍ଷ୍ମୀଙ୍କ ସ୍ୱାମୀ ଦିଲ୍ଲୀପ ବେହେରା ଫେରାର ଥିବା ସୂଚନା ମିଳିଛି।