• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Help Birds
କଥା କହିପାରୁନଥିବା ଜୀବଜନ୍ତୁଙ୍କ ମନର କଥା ବୁଝୁଛି ଅନନ୍ୟା

ଅସହ୍ୟ ଖରାରେ ଛଟପଟ ଜୀବ ମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରି ଚର୍ଚ୍ଚାରେ ନୟାଗଡ଼ର ଚର୍ଚ୍ଚିତ ଯୁବ ଗୋଷ୍ଠୀ 'ଅନନ୍ୟା ଫାଉଣ୍ଡେସନ' l ଯୁବ ଗୋଷ୍ଠୀଙ୍କ ଏହି ନିଆରା ପ୍ରୟାସ ପାଇଁ ସବୁଆଡୁ ଛୁଟିଛି ପ୍ରଶଂସାର ସୁଅ l

special story
ଗୌରବ ଆଣିଲେ ଦୁଇ ଭାଇ : ରଣପା ନୃତ୍ୟ କରି ରେକର୍ଡ କଲେ ବିଭୂଦତ୍ତ ଓ ବିଭାସ...

କୁନି ପିଲା ହୋଇଥିଲେ ବି ଲୋକକଳାକୁ ବଂଚାଇ ରଖିବାକୁ କରିଛନ୍ତି ପ୍ରୟାସ। ଗଂଜାମର ଅନନ୍ୟ ଲୋକକଳା ରଣପା ନୃତ୍ୟ ପରିବେଷଣ କରି ରାଜ୍ୟ ପାଇଁ ଆଣିଛନ୍ତି ଗୌରବ। ଦୁଇ ଖଣ୍ଡ ବାଉଁଶ ବାଡ଼ି ଉପରେ ନାଚି କରିଛନ୍ତି ରେକର୍ଡ। ଜାଣନ୍ତୁ, ବିଭୂଦତ୍ତ ସାହୁ ଓ ବିଭାସ ସାହୁଙ୍କ ସଫଳତାର କାହାଣୀ...

special report
ପଶୁପକ୍ଷୀଙ୍କ ପ୍ରେମରେ ଅନ୍ଧ : ନୀରିହଙ୍କ ମନକଥା ବୁଝି ଖାଇବାକୁ ଓ ପିଇବାକୁ ଦିଅନ୍ତି ହିମାଂଶୁ

ଏମିତି ଜଣେ ଯୁବକ, ଯିଏ ପଶୁପକ୍ଷୀଙ୍କ ପ୍ରେମରେ ଅନ୍ଧ। ଯାହାଙ୍କ ଅନାବିଳ ଭଲ ପାଇବା ଆଗରେ ସବୁ କିଛିକୁ ପଛରେ ପକାଇ ଦେଇଛି। ଚାକିରି ଜୀବନରୁ ଅବସର ସମୟ କାଢି ଟଙ୍କା ଖର୍ଚ୍ଚ କରି ପଶୁପକ୍ଷୀଙ୍କ ସେବା କରି ଚାଲିଛନ୍ତି। ଭେଟନ୍ତୁ, ଢେଙ୍କାନାଳର ପଶୁପକ୍ଷୀ ପ୍ରେମୀ ହିମାଂଶୁ ବାରିକଙ୍କୁ...

Special Story
ପ୍ରବଳ ପରିଶ୍ରମ ପଡ଼ୁଛି, ହେଲେ ସଠିକ୍ ପ୍ରାପ୍ୟ ପାଉନାହାଁନ୍ତି ଶାଳପତ୍ର ତୋଳାଳି

ପତ୍ର ତୋଳିଲେ ପେଟ ପୂରୁଛି। ନ ହେଲେ ଉପାସ। ଏବେ ପ୍ଲାଷ୍ଟିକ ଓ ସୋଲ ତିଆରି ସାମଗ୍ରୀ ମିଳୁଥିବାରୁ ଚିନ୍ତାରେ ଶାଳପତ୍ର ତୋଳାଳି। ସଠିକ୍ ପ୍ରାପ୍ୟ ମିଳୁନଥିବାରୁ ଏବେ ବଂଚିବା ପାଇଁ ସଂଘର୍ଷ କରୁଛନ୍ତି ଆଦିବାସୀ...

cycle
ସୌମ୍ୟଙ୍କ ସୋଲାର୍ ସାଇକେଲ୍ : ଘଣ୍ଟା ପ୍ରତି ୩୫ କିଲୋମିଟର ବେଗରେ ଦୌଡୁଛି

ପୁରୁଣା ସାଇକେଲକୁ ଦିଆଯାଇଛି ନୂଆ ରୂପ। ଆଉ ଏଥିରେ ଖଞ୍ଜା ଯାଇଛି ସୌର ଶକ୍ତି ଦ୍ୱାରା ଚାର୍ଜ ହେଉଥିବା ବ୍ୟାଟେରୀ। ବିନା ଇନ୍ଧନରେ ସାଇକେଲ ଗଡ଼ିବା ସହ ବାଇକର ବିକଳ୍ପ ହୋଇପାରିଛି। ଏହି ସୋଲାର ସାଇକେଲ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ରାପଡ଼ାର ସୌମ୍ୟ ରଞ୍ଜନ ପଲାଇ...

ନାରାୟଣଙ୍କ ମାଆ ଓ ସାନ ଭାଇ
ଛୁଟି ନମିଳିବାରୁ ଘୁଞ୍ଚିଲା ଯବାନଙ୍କ ବାହାଘର

ପରିବାର ଲୋକଙ୍କ ମନରେ ତିଳେ ବି ଦୁଃଖ ନାହିଁ

Lady Accountant arrested
ପ୍ରେମରେ ଅନ୍ଧ ଗର୍ଲଫ୍ରେଣ୍ଡ୍‌, ବୟଫ୍ରେଣ୍ଡ୍‌କୁ ୯୭ ଲକ୍ଷ ଟଙ୍କା ଦେଇ ବନ୍ଧା ହେଲେ

ମହଙ୍ଗା ପଡ଼ିଲା ପ୍ରେମ। ଭଲ ପାଇବାରେ ଏତେ ଅନ୍ଧ ହୋଇଯାଇଥିଲେ ଯେ ଅନ୍ୟମାନଙ୍କ ଟଙ୍କାକୁ ହଡ଼ପ କରିବାକୁ ମଧ୍ୟ ପଛାଇଲେ ନାହିଁ। ଆଉ ହଡ଼ପ ଟଙ୍କାକୁ ବୟଫ୍ରେଣ୍ଡ୍‌ ଆକାଉଣ୍ଟକୁ ପଠାଉଥିଲେ ପ୍ରେମିକା। 

Low Pressure Area Likely To Form On May 5
ଆସୁଛି ଲଘୁଚାପ ! କାଲି ରାତିରୁ ବର୍ଷା ସମ୍ଭାବନା

ତାତିରୁ ମିଳିବ ନିସ୍ତାର, ଦାନା ବାନ୍ଧୁଛି ଲଘୁଚାପ। ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

ଆମ ପରିଚୟ ସ୍ୱନକ୍ଷତ୍ର ଉତ୍ସବ
ଆମ ପରିଚୟ ସ୍ୱନକ୍ଷତ୍ର ଉତ୍ସବ: ଶ୍ରୀଜଗନ୍ନାଥ ହିଁ ଓଡ଼ିଶାର ପରିଚୟ

ଉତ୍କଳର ପରିଚୟ ଓ ଶ୍ରୀଜଗନ୍ନାଥଙ୍କ ମହିମା ଉପରେ ଆଲୋଚନା କରାଯାଇଥିଲା।

Puri Srimandir
ଆଜିଠୁ ସାଧାରଣ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର

ଆଜିଠୁ ସାଧାରଣ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର। ଆଜିଠାରୁ ସିଂହଦ୍ୱାର ସହ ପଶ୍ଚିମ ଦ୍ୱାର ଦେଇ ମଧ୍ୟ ଶ୍ରୀମନ୍ଦିରରେ ପ୍ରବେଶର ସୁଯୋଗ ପାଇଛନ୍ତି ଭକ୍ତ।

Phulbani MLA Appeared Matric Exam
୭୦ ବର୍ଷରେ ମାଟ୍ରିକ ପରୀକ୍ଷା ଦେଲେ ଫୁଲବାଣୀ ବିଧାୟକ

୭୦ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର। ଛାତ୍ରଛାତ୍ରୀଙ୍କ ଗହଣରେ ବସି ବିଧାୟକ ପରୀକ୍ଷା ଦେଇଥିବା ଦେଖିବାକୁ ମିଳିଛି। 

BHUBANESWAR CITY
ରାଜଧାନୀ ଭୁବନେଶ୍ୱରରେ ମିଳିବ ମାଗଣା WiFi

ରାଜଧାନୀର ଯୁବକ ଯୁବତୀ, ଛାତ୍ରଛାତ୍ରୀ ଓ ବିଶେଷ କରି ଗରିବ ଲୋକମାନେ ଉପକୃତ ହେବେ।

Youth body recovered from power channel in Burla
ହାତଗୋଡ଼ ବାନ୍ଧି ପାଣିକୁ ଫିଙ୍ଗି ଦେଲେ, ମୃତଦେହ ମିଳିବା ପରେ ଜଣାପଡ଼ିଲା...

ହାତଗୋଡ଼ ବନ୍ଧା ଅବସ୍ଥାରେ ପାଣିରୁ ମୃତଦେହ ମିଳିବା ପରେ ସନ୍ଦେହ ଘେରରେ ଯୁବକଙ୍କ ମୃତ୍ୟୁ। ଯୁବକଙ୍କୁ କେହି ହତ୍ୟା କରି ଏମିତି ଅବସ୍ଥାରେ ପାଣିରେ ଫିଙ୍ଗି ଦେଇଛନ୍ତି ନା ଘଟଣା ପଛରେ ଆଉ କିଛି କାରଣ ରହିଛି ତାହା ଜଣାପଡ଼ିନି।

Heat wave warning
ପାଣିପାଗ ବିଭାଗର ୱାର୍ଣ୍ଣିଂ- ଆଜି ଘରୁ ବାହାରିବା ପୂର୍ବରୁ ଏହି ଜିଲ୍ଲାବାସୀ ସତର୍କ ରୁହନ୍ତୁ

 ଆଗାମୀ ୨ ଦିନ ଯାଏ ତାତିରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ଜଣାପଡ଼ିଛି। ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ସ୍ୱାଭାବିକ ତାପମାତ୍ରା ଠାରୁ ୩ରୁ ୫ ଡିଗ୍ରୀ ଯାଏ ଅଧିକ ତାତି ରହିପାରେ। 

Odisha BSE Matric examination begins
ଆଜିଠୁ ମାଟ୍ରିକ ପରୀକ୍ଷା: କପି ରୋକିବାକୁ ୬୫ଟି ଫ୍ଲାଇଂ ସ୍କ୍ୱାଡ୍‌, ପରୀକ୍ଷା କେନ୍ଦ୍ରରେ ମୋବାଇଲ୍‌ ବାରଣ

ରାଜ୍ୟରେ ଆଜିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଛି। ୩ ହଜାର ୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ୍‌ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି।

breaking news
ସଂକ୍ଷେପରେ ଆଜିର ତାଜା ଖବର - Friday, 29 April 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Friday, 29 April 2022
Maharashtrian Couple
କି ପାପ କରିଥିଲା ନିଷ୍ପାପ ଶିଶୁ; ବାପା ମାଆ ଚାଲି ଗଲେ, ସାଙ୍ଗରେ ପିଲାଟାକୁ ବି ନେଇଗଲେ

ଭୁବନେଶ୍ୱର ଚିନ୍ତାମଣିଶ୍ୱରରେ ରହୁଥିବା ଏକ ଭଡ଼ାଘରୁ ବାପା, ମା ଓ ଝିଅର ମୃତଦେହ ମିଳିଛି । ବୁଧବାର ରାତି ପ୍ରାୟ ୧୦ଟାବେଳେ ଜଣାପଡ଼ିଥିଲା କି ଏମାନେ ବନ୍ଦ କୋଠରୀରେ ଆତ୍ମହତ୍ୟା କରିଛନ୍ତି ।

CHSE Exams
କୋଭିଡ୍‌ ନିୟମ ମାନି ଅଫଲାଇନ୍‌ ପରୀକ୍ଷା ଦେଲେ ଛାଚ୍ରଛାତ୍ରୀ

ମହାମାରୀ କରୋନାର ଦାଉ କମିବା ପରେ ୨ ବର୍ଷ ପରେ ଅଫଲାଇନ୍ ପରୀକ୍ଷା ଦେଇଛନ୍ତି ଛାଚ୍ରଛାତ୍ରୀ । ପ୍ରଥମ ବୋର୍ଡ ଏଗଜାମ୍ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି ।

Congress Disturbance
କେମିତି ହେବ କଂଗ୍ରେସର ସାଂଗଠନିକ ପୁର୍ନଗଠନ? ଲବି ପାଇଁ ଦିଲ୍ଲୀରେ କଂଗ୍ରେସ ନେତାଙ୍କ ଭିଡ଼

ରାଜ୍ୟ କଂଗ୍ରେସରେ ଘଡିକେ ଘୋଡା ଛୁଟୁଥିବାର ଦେଖିବାକୁ ମିଳିଛି । ଦିଲ୍ଲୀରେ ପହଞ୍ଚିଛି ରାଜ୍ୟ କଳି । ହାଇକମାଣ୍ଡଙ୍କ ପାଖରେ ପହଞ୍ଚି ବିଭିନ୍ନ ଗୋଷ୍ଠୀ ଲବି ଆରମ୍ଭ କରିଛନ୍ତି ।

Srimandir Corridor Project
ଶ୍ରୀମନ୍ଦିର କରିଡର ପ୍ରକଳ୍ପକୁ ନେଇ ତେଜୁଛି ରାଜନୀତି; ଦ୍ୱନ୍ଦ୍ୱ ବଢ଼ାଉଛନ୍ତି ସରକାର

ପ୍ରକଳ୍ପକୁ ନେଇ ସରକାରଙ୍କ ନିରବତା ଏବେ ରାଜ୍ୟବାସୀଙ୍କ ସନ୍ଦେହ ବଢାଇବାରେ ଲାଗିଛି । ବିକାଶ ନାଁରେ ଶ୍ରୀମନ୍ଦିରକୁ କ୍ଷତି ନପହଞ୍ଚୁ ତାହା ସମସ୍ତଙ୍କର ଚିନ୍ତା ରହିଛି । ପ୍ରକଳ୍ପ ସଂପର୍କରେ ତଥ୍ୟ ସାର୍ବଜନିନ କରାଯିବ ବୋଲି ପୂର୍ବରୁ ପୁରୀ ଜିଲ୍ଲାପାଳ କହିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏଯାଏଁ କୌଣସି ସ୍ପଷ୍ଟ ଉତ୍ତର ଦିଆଯାଇନାହିଁ ।

Acharya Harihar Cancer Hospital
ଏମିତି ବିଶ୍ୱସ୍ତରୀୟ ବ୍ୟବସ୍ଥା ! ପୂର୍ବ ଭାରତର ସବୁଠୁ ବଡ଼ କ୍ୟାନ୍‌ସର ହସ୍ପିଟାଲ ଆଗରେ ପ୍ରଚଣ୍ଡ ଖରାରେ ରୋଗୀ

ମୁଣ୍ଡଫଟା ଖରାରେ ଯେତେବେଳେ ସହର ଜଳୁଛି, ମଣିଷ ତ ମଣିଷ ଚଢେଇ ଚିରୁଗୁଣୀ ବି ନିଜ ବସାରୁ ବାହାରିବାକୁ ଡରୁଛନ୍ତି ।

  • Thursday, 28 April 2022
weather  today
ଏବର୍ଷର ରେକର୍ଡ ଭାଙ୍ଗିଲା ତାତି, ୪୫ ଡିଗ୍ରୀ ଛୁଇଁଲା ପାରଦ

ଆଭ୍ୟନ୍ତର ଓଡ଼ିଶାରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ସମ୍ଭାବନା ରହିଛି ।

Collector Ashish Thakare
ଜିଲ୍ଲାପାଳଙ୍କୁ ପୁଣି ସମନ, ଏଥର ହାଜର ନହେଲେ କାର୍ଯ୍ୟାନୁଷ୍ଠାନ !

ପୂର୍ବରୁ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ହାଜର ହୋଇନଥିଲେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ । କେନ୍ଦୁଝର ଜିଲ୍ଲାପାଳଙ୍କ ନାଁରେ ଜନଜାତି କମିଶନଙ୍କ ପକ୍ଷରୁ ୱାରେଣ୍ଟ ଜାରି କରାଯାଇଥିଲା ।