ଲୁଟେରାଙ୍କ ଅଜବ କାଣ୍ଡ । ଭୁକିବା ବନ୍ଦ ପାଇଁ କୁକୁରଙ୍କୁ ନିଶା ଔଷଧ ଦେଇ ସବୁ ଲୁଟିନେଲେ ।
ତାମିଲନାଡ଼ୁରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଲମ୍ବିଥିଲା ତ୍ରିଚି ଗ୍ୟାଙ୍ଗର ଚେର । କିନ୍ତୁ ତ୍ରିଚି ଗ୍ୟାଙ୍ଗର ଖେଳ ଖତମ୍ କରିଦେଇଛି କମିସନରେଟ ପୋଲିସ । ଏବେ ପୋଲିସ ହାତରେ ଧରା ପଡିଛି ଏହି ଗ୍ୟାଙ୍ଗ୍ ।
୫ ଜିଲ୍ଲା ପୋଲିସ ପାଇଁ ମୋଷ୍ଟ୍ ୱାଣ୍ଟେଡ ଥିବା କୁଖ୍ୟାତ ଡକାୟତ ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ ।
ଦୀର୍ଘ ୭ ବର୍ଷ ଧରି ଭୁବନେଶ୍ୱର ଷ୍ଟେସନ ଅଂଚଳରେ ଲୁଟ୍ ତରାଜ ଚଳାଇଥିଲା ଲଣ୍ଡା ଗ୍ୟାଙ୍ଗ । ଗଞ୍ଜାମର କୁଖ୍ୟାତ ଲୁଟେରା ଲଣ୍ଡା ଓରଫ୍ ଅଶୋକ ବେହେରା ଓ ନୟାଗଡ଼ର ସାନ ଲଣ୍ଡା ଓରଫ ପୂର୍ଣ୍ଣଚନ୍ଦ୍ର ସେଠୀ, ଓଡ଼ଗାଁର ସୁଶାନ୍ତ ରାଉତ ପ୍ରମୁଖ ସାମିଲ ଥିଲେ ଏହି ଗ୍ୟାଙ୍ଗରେ ।
ଲୁଟେରା ଗ୍ୟାଙ୍ଗକୁ ଧରିବାକୁ ଯାଇଥିବା ପୋଲିସ୍ ଉପରକୁ ଅତର୍କିତ ଗୁଳି ଚଳାଇଲେ ଲୁଟେରା । ଏହି ଫାୟାରିଂରେ କେହି ପୋଲିସ୍ କର୍ମୀ ଆହତ ହୋଇ ନ ଥିବା ବେଳେ ୩ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ୍ ।
ବିଭିନ୍ନ ହଷ୍ଟେଲ, ମେସ୍କୁ ଟାର୍ଗେଟ କରି ତାମିଲନାଡୁର ଏହି ଗ୍ୟାଙ୍ଗ ଭୁବନେଶ୍ୱରରେ ଚୋରି କରିବା ସହ ଆତଙ୍କ ଖେଳାଇଛନ୍ତି। ଆଉ ଧରାପଡ଼ିଗଲେ ନକଲି ଭିନ୍ନକ୍ଷମ ପ୍ରମାଣପତ୍ର ଦେଖାଇ ନାଟକ ଆରମ୍ଭ କରି ଦେଉଛନ୍ତି।
ଟିପର୍ ଟ୍ରକ୍ ଗୁଡ଼ିକୁ ଚୋରି କରି ଏହାର ଯନ୍ତ୍ରାଂଶକୁ ଖଣ୍ଡ ଖଣ୍ଡ କରି କାଟି ଦେଉଥିଲେ। ଏପରିକି ଇଞ୍ଜିନରେ ଲାଗିଥିବା ପାର୍ଟ୍ସ ଗୁଡିକୁ ଅଲଗା କରି ଦିଆଯାଉଥିଲା। ଆଉ ଏସବୁକୁ ନେଇ ବାହାର ରାଜ୍ୟରେ ବିକ୍ରି କରି ଦିଆ ଯାଉଥିଲା।
ଭୁବନେଶ୍ୱର: ନିଶା ସେବନ ସାଙ୍ଗକୁ ବାର୍ଗାର୍ଲଙ୍କ ସହ ଅୟସ୍ ଲାଗି କରୁଥିଲେ ଲୁଟ୍। କମିଶନରେଟ୍ ପୋଲିସ ହାବୁଡରେ ପଡିଛି ରାଜଧାନୀରେ ଲୁଟ୍ରାଜ୍ ଚଳାଇଥିବା ଏମିତି ଏକ ୫ ଜଣିଆ ଗ୍ୟାଙ୍ଗ। ଏମିତିକି ସ୍ପିଡ୍ ବାଇକିଂରେ ଓସ୍ତାଦ ଜଣେ ନାବାଳକ କୁଆଡ଼େ ଏହି ଗ୍ୟାଙ୍ଗର ରିଂ ଲିଡର ବୋଲି ଜଣାପଡିଛି। ଘନ ଘନ ଜେରା ପରେ ଖୋଲିଛି ଏମାନଙ୍କ କଳା କାରନାମାର ଗୁମର। ପୂରା ଫିଲ୍ମୀ ଅନ୍ଦାଜ୍ରେ ଜୀବନ କାଟୁଥିଲେ ଏହି ଲୁଟେରାମାନେ। ନିଶା ସେବନ ଓ ବାର୍ଗାର୍ଲଙ୍କ […]