• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Heat Wave Warning

Summer alert
Heat Wave Alert: ମୌସୁମୀ ଉଭାନ! ଆଜି ବି କଲବଲ କରିବ ଗୁଳୁଗୁଳି

ଆଗାମୀ ସପ୍ତାହେ ଯାଏଁ ବର୍ଷା ହେବାର ସମ୍ଭାବନା ନ ଥିବାରୁ ମଙ୍ଗଳବାର ଓ ବୁଧବାର ଉପକୂଳ ଓଡିଶାର ଅଧିକାଂଶ ସ୍ଥାନରେ ଗରମ ଓ ଗୁଳୁଗୁଳି ହେବ। ୧୧ଟି ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

Heatwave and heat stroke risk know how save from it
Heat Stroke Risk: ଆପଣ ଅଂଶୁଘାତରୁ ସୁରକ୍ଷିତ ତ… ଜାଣିବା ପାଇଁ ନିଜକୁ ନିଜେ ପରୀକ୍ଷା କରନ୍ତୁ

ଗରମ ବଢୁଥିବାରୁ ଅଂଶୁଘାତର ଭୟ ମଧ୍ୟ ବଢୁଛି। ଏବେ ପ୍ରଶ୍ନ ଉଠେ ଯେ ଆପଣ ହିଟ୍‌ଷ୍ଟ୍ରୋକ୍‌ରୁ ସୁରକ୍ଷିତ କି ନାହିଁ କିପରି ଜାଣିବେ? ଏଥିପାଇଁ, ନିଜକୁ କିଛି ପ୍ରଶ୍ନ ପଚାରନ୍ତୁ ଏବଂ ଆପଣ ନିଜେ ଏହାର ମୂଲ୍ୟାଙ୍କନ କରନ୍ତୁ।

Heatwave in Western Odisha
Heatwave in Western Odisha: ଆଜି ଅସମ୍ଭାଳ ହେବ ଖରା; ଜାରି ହେଲା ରେଡ୍ ଆଲର୍ଟ...

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ହେବ ଅସହ୍ୟ ତାତି। ୪୦ ଡିଗ୍ରୀ ଉପରେ ରହିବ ଅଧାରୁ ଅଧିକ ଜିଲ୍ଲାର ତାପମାତ୍ରା ।

Heat And Wave
Heat Wave: କମିବ କାଳବୈଶାଖୀ ପ୍ରଭାବ, ପୁଣି ଫେରିବ ତାତି !

୩ ଦିନ ପରେ ରାଜ୍ୟରେ ପୁଣି ଉପରମୁହାଁ ହେବ ପାରଦ । କାଳବୈଶାଖୀର ପ୍ରଭାବ କମିବା ପରେ ପୁଣି ବଢ଼ିବ ତାତି ।

୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା
Heat Wave Alert: ପୁଣି ଉପରମୁହାଁ ପାରଦ, ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

କିଛି ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ବିଶେଷକରି ଆଜି କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇପାରେ ।

ରାସ୍ତଘାଟ ଖାଁ ଖାଁ
Heat Wave: ବୌଦ୍ଧ ଜିଲ୍ଲାରେ ୪୦ ଡିଗ୍ରିରୁ ଅଧିକ ତାପମାତ୍ରା : ସକାଳ ୯ଟା ପରେ ରାସ୍ତାଘାଟ ଖାଁ ଖାଁ

ସେପଟେ ମହାନଦୀରେ ପାଣି ନ ଥିବା ରୁ ମହାନଦୀର ବାଲି ଓ ପଥରରୁ ଗରମ ପବନ ସହର ମୁହାଁ ହେଉଛି । ବିଗତ ବର୍ଷମାନଙ୍କ ଅପେକ୍ଷା ଚଳିତ ବର୍ଷ ଗ୍ରୀଷ୍ମପ୍ରବାହ ଲୋକଙ୍କୁ ଅଧିକା କନ୍ଦାଉଛି । ଖରାକୁ ଦୁଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସବୁ ଜାଗାରେ ପାନୀୟ ଜଳ ଯୋଗାଣ ପାଇଁ ଜଳଛତ୍ର ଖୋଲା ଯାଉଥିବା ବେଳେ ପ୍ରଶାସନ ପକ୍ଷରୁ ଜନଗହଳି ପୂର୍ଣ୍ଣ ବାଘଗୁଡା ଛକରେ ଖରାକୁ ଦୃଷ୍ଟିରେ ରଖି ଟ୍ରାଫିକ ସେଡ୍ କରାଯାଇଛି।

Heat Wave Warning
Heat Wave Alert: ରାଜ୍ୟରେ ଫେରିଲା ତାତି, ୩ ଦିନ ପାଇଁ ହିଟୱେଭ୍ ୱାର୍ଣ୍ଣିଂ

କାଳବୈଶାଖୀ ପରେ ରାଜ୍ୟରେ ପୁଣି ଫେରିଛି ତାତି । ଆଜିଠୁ ୩ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ ହିଟୱେଭ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ୪୦ ଡିଗ୍ରୀ କିମ୍ବା ତା'ଠୁ ଅଧିକ ରହିବ ତାପମାତ୍ରା ।

Odisha Weather
Heat And Wave Alert: ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ତାତି, ସିଝୁଛି ପଶ୍ଚିମ ଓଡ଼ିଶା

୧୪ ତାରିଖରେ ୪୧. ୮ ଡିଗ୍ରୀ ସହ ଝାରସୁଗୁଡ଼ା ଓ ୧୫ ତାରିଖରେ ୪୨.୫ ଡିଗ୍ରୀ ସହ ବୌଦ୍ଧ ସାରା ଦେଶରେ ଉତ୍ତପ୍ତ ସ୍ଥାନ ପାଲଟିଥିଲା । ଆଜି ମଧ୍ୟ ୪୩.୬ ଡିଗ୍ରୀ ତାପମାତ୍ରା ସହ ଜଳିଛି ବୌଦ୍ଧ । କେବଳ ଏହି ୨ ସହର ନୁହେଁ, ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ୪୦ ଉପରେ ରହୁଛି ତାପମାତ୍ରା ।

Weather Update
Weather Update: ୧୭ ଯାଏ ତାତିରୁ ନାହିଁ ନିସ୍ତାର, ଆଜି ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଉପାନ୍ତରୁ ଉପକୂଳ, ପୁଣି ପଶ୍ଚିମରୁ ଦକ୍ଷିଣ ସବୁଠି କଲବଲ କଲାଣି ତାତି । ଆଜିଠୁ ରାଜ୍ୟରେ ଆହୁରି ବଢ଼ିବ ତାପମାତ୍ରା । ଆସନ୍ତା ୧୭ ତାରିଖ ଯାଏ ତାତିରୁ ନିସ୍ତାର ମିଳିବନି ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Weather
ଖରା ପାଇଁ ଯାଉଛି ଜୀବନ, ଥମୁନି ମୃତ୍ୟୁ; ପିକ୍ ଆୱାର୍ ରେ ନବାହାରିବାକୁ ପରାମର୍ଶ

ଚଳିତ ଗ୍ରୀଷ୍ମରେ ଏବେ ସୁଦ୍ଧା ରାଜ୍ୟରେ ଆସିଲାଣି ୯୬ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ । ମେ ୩୦ ସୁଦ୍ଧା ୪୨ଟି ଅଭିଯୋଗ ଆସିଥିବା ବେଳେ, ଗତ ୪୮ ଘଣ୍ଟାରେ ଅଂଶୁଘାତରେ ୫୪ ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଛି ।

Sun Stroke
ଜଳୁଛି ଜୀବନ, ମୃତ୍ୟୁର ଖେଳ ଖେଳୁଛି ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ; ଗଲାଣି ୨୦ ଜୀବନ

ରାଜ୍ୟରେ ଏବେ ମୃତ୍ୟୁର ଖେଳ ଖେଳୁଛି ଗ୍ରୀଷ୍ମ ପ୍ରବାହ । ଘରୁ ଗୋଡ଼ କାଢ଼ିଲେ ସତେଯେମିତି ଭିଡ଼ି ନେଉଛି ମରଣର କୋରଡ଼କୁ ।

Weather Update
ଅଧା ରାତିରେ କାଚିଲା କାଳବୈଶାଖୀ, ବର୍ଷା ତାଣ୍ତବରେ ବୁଡ଼ିଲା ଟ୍ୱିନ୍ ସିଟି

ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ଯୋଗୁ ତାତିରୁ ମିଳିଛି ଆଶ୍ୱସ୍ତି । ହେଲେ ଗତକାଲି ବିଳମ୍ବିତ ରାତିରେ ଏହି କାଳବୈଶାଖୀ ବର୍ଷା ଟ୍ୱିନ୍ ସିଟିକୁ ଅସ୍ତବ୍ୟସ୍ତ କରିପକାଇଛି । ହଠାତ କିଛି ସମୟ ପାଇଁ ଘଡଘଡ଼ି ବିଜୁ ସହ ପ୍ରବଳ ବର୍ଷା ହୋଇଥିଲା ।

Weather
କମିପାରେ ତାପମାତ୍ରା, ଆଗାମୀ ଦୁଇଦିନରେ କାଳବୈଶାଖୀ

ତାତିରୁ ମିଳିବ ଆଶ୍ୱସ୍ତି । ଆଗାମୀ ଦୁଇଦିନ ପରେ ରାଜ୍ୟରେ ୩ରୁ ୫ ଡିଗ୍ରୀ ତାପମାତ୍ରା କମିବା ସଂଭାବନା ରହିଛି । ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ଯୋଗୁଁ ତାପମାତ୍ରା ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

Weather
୭ ବର୍ଷ ପରେ ଗ୍ରୀଷ୍ମ ପ୍ରବାହରେ ରେକର୍ଡ, ସର୍ବାଧିକ ୧୬ ଦିନ ଅନୁଭୂତ

ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ । ଜଳୁଛି ଓଡ଼ିଶା । ଖରା ଆରମ୍ଭରୁ ହିଁ ଅସ୍ତବ୍ୟସ୍ତ କରୁଛି ଗରମ ଏବଂ ଗୁଳୁଗୁଳି । ସେପଟେ ପାଣିପାଗ ବିଭାଗ କହୁଛି, ୨୦୧୬ ମସିହା ପରେ ଚଳିତବର୍ଷ ଏପ୍ରିଲ ମାସରେ ଲଗାତାର ସର୍ବାଧିକ ୧୬ ଦିନ ଗ୍ରୀଷ୍ମପ୍ରବାହ ଅନୁଭୂତ ହୋଇଛି ।

Weather
ଜାରି ରହିବ ମୁଣ୍ଡଫଟା ଖରାର ରାଜୁତି, ହେ ପ୍ରଭୁ! ରକ୍ଷା କର...

ଭୀଷଣ ହେଉଛି ଗ୍ରୀଷ୍ମକୋପ । ଆକାଶରୁ ହେଉଛି ଅଗ୍ନିବର୍ଷା । ଆସନ୍ତାକାଲି ଯାଏଁ ସିଭିୟର ହିଟ୍ ୱେଭ୍ ପାଇଁ ରାଜ୍ୟ କିଛି ସ୍ଥାନରେ ରେଡ୍ ଆଲର୍ଟ ଜାରି ହୋଇଛି । ଆଜି ପାଇଁ ୧୧ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି ।

Heat Wave
ପ୍ରଥମ ଥର ରାଜଧାନୀରେ ଟପିଲା ୪୪ ଡିଗ୍ରୀ, ନିଆଁରେ ଜଳୁଛନ୍ତି ଟ୍ୱିନସିଟିବାସୀ

ଭୟଙ୍କର ଗ୍ରୀଷ୍ମ ପ୍ରବାହ ପାଇଁ କଟକ-ଭୁବନେଶ୍ୱରକୁ ରେଡ୍ ଆଲର୍ଟ ଜାରି । ଖରାର ପ୍ରକୋପ ବଢ଼ିବା ନେଇ ଟ୍ୱିନ ସିଟିକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆଜି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମ୍ଭାବନା ନେଇ ରେଡ୍‌ ଆଲର୍ଟ ଜାରି ହୋଇଛି ।

School
ଖରାକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ୨୫ରୁ ବନ୍ଦ ରହିବ ସ୍କୁଲ

ବଢ଼ୁଥିବା ଖରାକୁ ଦୃଷ୍ଟିରେ ରଖି ଆସନ୍ତା ୨୫ ରୁ ସ୍କୁଲ ଛୁଟି କରିଦେଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ପାଇଁ ସମସ୍ତ ସ୍କୁଲକୁ ସକାଳୁଆ କରିଥିବା ବେଳେ ଆସନ୍ତା ୨୫ ରୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

Weather
୪୫ ଡିଗ୍ରୀ ଛୁଇଁଲା ରାଜ୍ୟ ତାପମାତ୍ରା, ତାତିରେ ଆଉଟୁପାଉଟୁ ପୂରା ଓଡ଼ିଶା

ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ଲହରି । ଗତକାଲି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ବୌଦ୍ଧ ଓ ବାରିପଦା । ୩୦ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ହିଟୱେଭ ନେଇ ଆଜି ପାଇଁ ମୟୂରଭଞ୍ଜ, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

Heat wave
ଖରାତାତିର ତାଉରେ ଅସ୍ତବ୍ୟସ୍ତ ଜନଜୀବନ, ନିଆଁ ମାଡ଼ରେ ଅସୁସ୍ଥ ହେଲେଣି ୮

ରାଜ୍ୟରେ ତାତି ବଢିବା ସହ ବଢୁଛି ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତରେ ଅସୁସ୍ଥ ହେଲେଣି ୮ ଜଣ । ଅସୁସ୍ଥଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅସୁସ୍ଥଙ୍କ ମଧ୍ୟରେ ଅଛନ୍ତି ଅନୁଗୁଳରୁ ୫ ଜଣ ।

Heat wave
ରେକର୍ଡ କଲା ରାଜଧାନୀ ତାତି; ଏସିଆର ୬ଷ୍ଠ ଉତ୍ତପ୍ତ ସହର ପାଲଟିଲା ଭୁବନେଶ୍ୱର

ଭୁବନେଶ୍ୱରରେ ଡହ ଡହ ଖରା। କାନମୁଣ୍ଡ ଝାଇଁ ମାରିଯାଉଛି। ଅସହ୍ୟ ତାତି, ଅସମ୍ଭାଳ ଗରମ। ରାଜଧାନୀ ଭୁବନେଶ୍ୱରରେ ସକାଳୁ ସକାଳୁ ମିଳିସାରିଥିଲା ପ୍ରଚଣ୍ଡ ତାତିର ଆଭାସ।

Weather
୪୦ ଡିଗ୍ରୀ ଛୁଇଁଲା ପାରଦ, ମୁଣ୍ତଫଟା ଖରାରେ ଜଳୁଛି ଓଡ଼ିଶା

କଲବଲ କରିଲାଣି ତାତି । ଚଳିତ ବର୍ଷର ପାରଦ ୪୦ ଡିଗ୍ରୀ ଛୁଇଁଛି । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ତାତି ବଢିବ ବୋଲି ପାଣିପାଗ ବିଭାଗର ସୂଚନା । ଏଥିସହ ପ୍ରବଳ ଗୁଳୁଗୁଳି ଅନୁଭୁତ ହେବ ।

Heat Wave
କଲବଲ କରିବ ତାତି; ଟୁଇନସିଟି ସମେତ ବିଭିନ୍ନ ଜିଲ୍ଲାକୁ ସତର୍କତା ଜାରି

ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର,ପାରଳାଖେମୁଣ୍ଡି, ଟିଟିଲାଗଡ, ଭବାନୀପାଟଣା, ମାଲକାନଗିରିରେ ତାପମାତ୍ରା ଅଧିକ ରହିପାରେ ।

Intense heat wave bakes Western Odisha
ଆହୁରି ୫ ଦିନ ଯାଏଁ ତାତିରୁ ନାହିଁ ନିସ୍ତାର

ଉପକୂଳ ସିନା ଥଣ୍ଡା। ହେଲେ ପଶ୍ଚିମ ଓଡ଼ିଶା ଜଳୁଛି। ପ୍ରଚଣ୍ଡ ଖରା, ନିଆଁବର୍ଷା... ତାସାଙ୍ଗକୁ କଲବଲ କରୁଛି ଗୁଳୁଗୁଳି।

Heat Wave
ଓଃ କି ଖରା..ଭୁବନେଶ୍ୱର-ସମ୍ବଲପୁରରେ ରେକର୍ଡ ଭାଙ୍ଗିଲା ତାତି

ତାତିରେ ରେକର୍ଡ ଭାଙ୍ଗିଲା ସମ୍ବଲପୁର । ଆଜି ସମ୍ବଲପୁରରେ ୪୬.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

severe heat wave conditions in next 4 days
ଆହୁରି ବଢ଼ିବ ତାତି : ଆସନ୍ତା ୩ରୁ ୪ଦିନ ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ୱାର୍ଣ୍ଣିଂ

ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୮ ଡିଗ୍ରୀ ରେକର୍ଡ ... ୩୫ ଡିଗ୍ରୀ ଉପରେ ୮ ସହରର ତାତି ...