ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ପାଣିପାଗ ବିଶେଷଜ୍ଞ ଶରତ ସାହୁ ଦେଇଥିବା ସୂଚନା ଅନୁସାରେ, ୪-୫ ତାରିଖ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ଏବଂ ୬ ତାରିଖ ବେଳକୁ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି ।
ପ୍ରଥମେ ବିଧାୟକ ଏତଲା ଦେଇଥିଲେ, ପରେ ବିଡିଓ FIR ଦେଇଥିଲେ । ଅଥଚ ବିଧାୟକଙ୍କୁ ଗିରଫ କରାଗଲା, କିନ୍ତୁ ତିଳେଇବଣି ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି କାହିଁକି? ଏଭଳି ପ୍ରଶ୍ନ ଉଠାଇବା ସହ ସୁବାସଙ୍କ ଗିରଫଦାରିକୁ ବିଜେଡିର ସୁପରିକଳ୍ପିତ ଯୋଜନା ବୋଲି ଅଭିଯୋଗ କରିଛି ରାଜ୍ୟ ବିଜେପି ।
ଐତିହ୍ୟ କରିଡର୍ କାମ ସବୁ ନିୟମ ମୁତାବକ ହେଉଛି କି ? ବୋଲି ପ୍ରଶ୍ନରେ କେହି ଜଣେ ହେଲେ କିନ୍ତୁ ମୁହଁ ଖୋଲିନଥିଲେ ।
ବିଡିଓଙ୍କୁ ମାଡ଼ ମାରିଥିବା ନେଇ ବିଧାୟକଙ୍କ ନାଁରେ ମାମଲା ରୁଜୁ ହୋଇଥିଲା।
କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ପଦରୁ ସେ ଇସ୍ତଫା ଦେଇଥିବା ନେଇ ସ୍ପଷ୍ଟ କରିଛନ୍ତି ।
ସଦର ଥାନା ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ମଦୁଆ ଗାଡ଼ିଚାଳକଙ୍କୁ ସାବାଡ଼ କରିବା ପାଇଁ ଗତକାଲି ଠାରୁ ପୋଲିସ ଓ ପରିବହନ ବିଭାଗର ମିଳିତ ଡ୍ରାଇଭ ଆରମ୍ଭ କରିଛି ।
ଅଭୟଚାନ୍ଦପୁର ଥାନା ଘଟଣା ସହ ପୁରାୀ ବାସେଳି ସାହି ଥାନା ଘଟଣାକୁ ଯୋଡ଼ିଛି କଂଗ୍ରେସ।
ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ ଜଣେ କିନ୍ନରଙ୍କ ମୃତ୍ୟୁ ଘଟିଛି ।
ବିଧାୟକଙ୍କ ଗିରଫଦାରୀକୁ ବିଜେପି ଦୃଢ଼ ନିନ୍ଦା କରିଛି। ଅଭିଯୋଗ ଉପରେ ବିଧାୟକଙ୍କୁ ଗିରଫ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି କହିଛି।
ସିମ୍ ବିକ୍ରି କରିବା ଲାଗି ଅଭିଯୁକ୍ତମାନେ ସୋସିଆଲ୍ ମିଡିଆରେ ଏକ ଗ୍ରୁପ୍ କରିଥିଲେ। ଗୋଟିଏ ସିମ୍ ବିକ୍ରି କରୁଥିଲେ ଏମାନଙ୍କୁ ୪ ଶହ ଟଙ୍କା ମିଳୁଥିଲା।
ରାଜ୍ୟର ୮୯ଟି କ୍ଷେତ୍ରରେ ଶ୍ରମିକଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି ହୋଇଛି। ମହଙ୍ଗା ଭତ୍ତା ୧୧ ଟଙ୍କା ଲେଖାଏ ବୃଦ୍ଧି ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି।
ଭୁବନେଶ୍ୱର ଅଶୋକ ନଗରରୁ ଜଣେ ସିକ୍ୟୁରିଟି ଗାର୍ଡଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି ।
ବିଡିଓଙ୍କୁ ମାଡ଼ ମାରି ଗିରଫ ହେଲେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ
ରାଜ୍ୟରେ ମେ ମାସରେ ସକାଳ ୬ ରୁ ୯ ଯାଏଁ ସ୍କୁଲ ଚାଲିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି ।
ପକ୍ଷୀ ସଉକକୁ ବେଉସା କରିଲେଣି ଯୁବ ଇଂଜିନିୟର। ମୁମ୍ବାଇରୁ ଚାକିରୀ ଛାଡି ଗାଁରେ ତିଆରି କରିଛନ୍ତି ପକ୍ଷୀ ବିହାର। ୪୨ ପ୍ରଜାତିର ନାମିଦାମୀ ପକ୍ଷୀ ରଖି କରୁଛନ୍ତି ମ୍ୟୁଟେସନ ଓ ବ୍ରିଡିଙ୍ଗ। ନିଜେ ସ୍ୱାବଲମ୍ବୀ ହେବା ସହ ବେକାରୀ ଯୁବକଙ୍କୁ ଦେଉଛନ୍ତି ରୋଜଗାର...
ଧନ୍ୟ ସେ ଠିକାଦାର। ଯିଏ ତିଆରି କରିଛି ଅଷ୍ଟବକ୍ରି ଡ୍ରେନ୍। ଆଖି ଖୋଲିବା ଦିନଠାରୁ ଆପଣ କେବେ ହେଲେ ଏମିତିକା ଡ୍ରେନ୍ ଦେଖିନଥିବେ, ଯାହା ଆନନ୍ଦପୁର ପୌର ପରିଷଦ ଅଂଚଳରେ ତିଆରି ହୋଇଛି। ଯେମିତି ସେମିତି ଡ୍ରେନ୍ କାମ କରି ଟଙ୍କା ଚଳୁ କରି ଦେଇଛନ୍ତି ଠିକାଦାର...
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଚାଲିଥିବା ସମସ୍ତ କାର୍ଯ୍ୟକୁ ତନତନ କରି ଅନୁଧ୍ୟାନ କରୁଛି ASI ଟିମ୍
ପର୍ଯ୍ୟଟକ ଓ କୁମ୍ଭୀରମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମେ’ ପହିଲାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ୩ ମାସ ଭିତରକନିକା ବନ୍ଦ ରଖାଯାଇଛି।
ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ବିଚ୍ ରାସ୍ତାରେ ଫିଲ୍ମ ଷ୍ଟାଇଲରେ ହତ୍ୟା। ଜୀବନ ବଞ୍ଚାଇବାକୁ ଯୁବକ ଦ୍ୱୟ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଦୁବୃର୍ତ୍ତମାନେ ସେମାନଙ୍କୁ ଛାଡ଼ି ନଥିଲେ। ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ।
ବିଶେଷଜ୍ଞଙ୍କ ମତରେ ଯେତେ ବିଜୁଳି ଦରକାର, ଟାଟା ସେତିକି କିଣୁ ନାହିଁ । ଆଉ ହଜାରେ ମେଗାଓ୍ୱାଟ କିଣିଲେ, ପାଓ୍ୱାର କଟ୍ ହୁଅନ୍ତା ନାହିଁ
ମେ’ ୪ରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୬ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ତଥା ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।
ଶ୍ମଶାନ ହେବା ପରେ ଲୋକଙ୍କର ଦାବି ତ ପୂରଣ ହେଲା, କିନ୍ତୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ତିଆରି ହୋଇଥିବା ନୂଆ ମଶାଣିରେ ଗୋଟିଏ ବି ମୃତଦେହ ପୋଡା ହୋଇପାରିଲାନି