ରାଜ୍ୟରେ ମଧ୍ୟ ଦିନକୁ ଦିନ ସଂକ୍ରମଣ ବଢୁଥିବା ପରିଲକ୍ଷିତ ହୋଇଛି । ଗତକାଲି ୩୧ ଆକ୍ରାନ୍ତ ହୋଇଥିବା ବେଳେ ଆଜି ୨୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ମହାରାଷ୍ଟ୍ର ଓ କେରଳ ଭଳି ରାଜ୍ୟରେ ମହାମାରୀର ଦ୍ରୁତ ସଂକ୍ରମଣକୁ ଦେଖି ତତ୍ପର ହୋଇଛନ୍ତି ଓଡ଼ିଶା ସରକାର ।
ନିଶା କାରବାର ରୋକିବାକୁ ପୋଲିସ୍ର ଭୂମିକାକୁ ନେଇ ପ୍ରଶ୍ନ । ନିଶାରୁ କେମିତି ମିଳିବ ନିସ୍ତାର ବାଟ ବତାଇଲେ ବିଶେଷଜ୍ଞ ।
ପାରମ୍ପରିକ ଯୋଡ଼ି ଶଙ୍ଖ, ଢୋଲ ମହୁରୀ ଓ ଘୋଡ଼ାନାଚ ତାଳେ ତାଳେ ଦିଆଯାଇଥିଲା ଖେଳାଳିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ।
ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ସିରିଜର ଦ୍ୱିତୀୟ ମ୍ୟାଚ୍ ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ବାରବାଟୀ ପଡ଼ିଆ । ଖେଳାଳିଙ୍କୁ ଭବ୍ୟ ସ୍ୱାଗତ ଏବଂ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେବାକୁ ଆକର୍ଷଣୀୟ ରୂପରେ ସଜେଇ ହୋଇଛି ଗ୍ରାଉଣ୍ଡ ।
ଜାତୀୟ ଗଣମାଧ୍ୟମର ଚର୍ଚ୍ଚାରେ ଜୁଏଲ୍ ଓରାମ୍ ଓ ଦ୍ରୌପଦୀ ମୁର୍ମୁ । ନିର୍ବାଚନ ଗଣିତ କହୁଛି ନିର୍ଣ୍ଣାୟକ ସାଜିବ ବିଜେଡି ଓ YSR କଂଗ୍ରେସ ଭୋଟ୍ ।
ଗଞ୍ଜାମ ଜିଲାରେ ଘଟୁଥିବା ଏସବୁ ହତ୍ୟାକାଣ୍ଡ ଏବେ ପୋଲିସର ନିଦ ହଜାଇ ଦେଇଛି । ଜିଲ୍ଲାବାସୀ ବି ଚିନ୍ତାରେ ।
୧୨ରେ ବାରବାଟୀରେ ଭାରତ-ଦ.ଆଫ୍ରିକା ୨ୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ ।
ନବୀନ ପଟ୍ଟନାୟକ ଓଡ଼ିଶାର ସ୍ୱାର୍ଥ ଦେଖି ନିଷ୍ପତ୍ତି ନେବେ କହିଲେ ଶଶିଭୂଷଣ ବେହେରା ।
କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ଓଡ଼ିଶା ସରକାର ତତ୍ପର । ଟେଷ୍ଟିଂ ବୃଦ୍ଧି କରିବାକୁ ସବୁ ଜିଲ୍ଲାର ସିଡିଏମ୍ଓଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ।
ବିଲ ଭିତରେ ଦନ୍ତାକୁ ବିରକ୍ତ କରାଉଥିଲେ କିଛି ଯୁବକ। ହଠାତ୍ ରାଗିଯାଇ ମାଡ଼ି ଆସିଲା ଦନ୍ତା । ଆଉ ତା’ପରେ..
ସେମାନଙ୍କ ପାଖରେ ଏତେ ପରିମାଣର ହୀରା ଆସିଲା କେଉଁଠୁ ? ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଜୁଏଲ ଓରାମ ରାଷ୍ଟ୍ରପତି ପ୍ରାର୍ଥୀ ହେବା ଚର୍ଚ୍ଚା । ପ୍ରତିକ୍ରିୟା ରଖିଲେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ । ଗଣମାଧ୍ୟମର ଚର୍ଚ୍ଚା ସମ୍ପର୍କରେ କିଛି କହିବିନି କହିଲେ ।
ଫାୟାରିଂ କଲେ, ଏହାପରେ ନିଜ ଉପରକୁ ନିଜେ ଗୁଳି ଚଳାଇ ଜୀବନ ହାରିଲେ। ବାଂଲାଦେଶ ହାଇକମିଶନ ବାହାରେ ଜଣେ ପୋଲିସ୍ କର୍ମୀ ଶୁଟ୍ଆଉଟ୍ କରିଥିଲେ। ଏହି ସମୟରେ ତାଙ୍କ ବନ୍ଧୁକ ଗୁଳିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା।
ଫଟା ଅଖ ଜଣାପଡ଼ିବା ପରେ ଏବେ ନୂଆ ଅଖ ନିର୍ମାଣ ଚାଲିଛି ।
କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ଟିପ ଚିହ୍ନ ନେଇ ଆକାଉଣ୍ଟରୁ ଲୁଟି ନେଲେ ୩୮ ହଜାର ଟଙ୍କା ।
ଦିନକ ପରେ ଅର୍ଥାତ୍ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମ୍ରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ T20 ମ୍ୟାଚ୍ ଖେଳାଯିବ। ଏଥିପାଇଁ ଆଜି ଭୁବନେଶ୍ୱରରେ ଦୁଇ ଦେଶର ଖେଳାଳି ପହଞ୍ଚିଛନ୍ତି।
ବାରବାଟୀ ଟିକେଟ୍ ବ୍ଲାକ୍ କରିବାକୁ ଦୁବୃର୍ତ୍ତ ଆପଣାଇଛନ୍ତି ଡିଜିଟାଲ ଫର୍ମୁଲା । OLXରେ ବିଜ୍ଞାପନ ଦେଇ ବିକୁଛନ୍ତି ଚଢ଼ା ଦରରେ ଟିକେଟ୍ ।
ମହଙ୍ଗା ପଡିଲା ରେକର୍ଡ ଡ୍ୟାନ୍ସ । ଘଟଣାରେ ୭ ଜଣ ଗିରଫ ହୋଇଛନ୍ତି ।
ସଜେଇ ହେଲାଣି ବାରବାଟୀ..ଆଉ ଦିନକ ପରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ମ୍ୟାଚ୍ ।
ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। କାନ୍ଥରେ କଳା ଅଙ୍ଗାରରେ ‘ଆମେ ବିଷ ପିଇଛୁ’ ବୋଲି ଲେଖାଯାଇଛି।
ଶ୍ରୀମନ୍ଦିରରେ ଆଜି ରାଜେନ୍ଦ୍ରଭିଷେକ ନୀତି ପାଳନ କରାଯିବ ।
ଓଡ଼ିଶା ହାଇକୋର୍ଟର ଦୁଇ ଜଣ ନବ ନିଯୁକ୍ତ ବିଚାରପତି ଶପଥ ନେଇଛନ୍ତି ।
ଅନୁଭବଙ୍କ ନାଁରେ ବର୍ଷା ପୁଣି ଏକ ମାମଲା ରୁଜୁ କରିଛନ୍ତି। କଟକ ଏସ୍ଡିଜେଏମ୍ କୋର୍ଟରେ ବର୍ଷା କମ୍ପ୍ଲେନ୍ କେସ୍ ରୁଜୁ କରିଛନ୍ତି।
ପ୍ରେମ ଶାଶ୍ୱତ, ପବିତ୍ର, ଚିରନ୍ତନ। ହେଲେ ପ୍ରେମରେ ବିଫଳ ହେଲେ କିଛି ବ୍ୟକ୍ତି ଚରମ ପଦକ୍ଷେପ ନେବାକୁ ପଛାନ୍ତି ନାହିଁ। ପ୍ରେମରେ ବିଫଳ ହେବା ପରେ ଜଣେ ଯୁବକ ବ୍ଲେଡ୍ରେ ନିଜର ହାତ ଓ ଗଳା କାଟି ଦେଇଥିବା ସୂଚନା ମିଳିଛି।
ସୌର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୧୦ ତାରିଖ ଶୁକ୍ରବାର।