ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୧୦ ତାରିଖ ଶୁକ୍ରବାର
ତିଥି – ୧୦ମୀ ପ୍ରାତଃ ୦୭/୩୫/୪୭ ଗତେ ୧୧ଶୀ
ଘାତ ଚନ୍ଦ୍ର- କନ୍ୟା ଦିବା ୦୪/୦୬ ଗତେ ତୁଳା
ଘାତ ବାର - ତୁଳା, କୁମ୍ଭ ରାଶିର
ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ,ଦିବା ୦୪/୦୩/୫୨ ଗତେ ନାସ୍ତି ।
ଶୁଭ ସମୟ-
ପ୍ରାତଃ ୦୬/୦୩/୩୭ ରୁ ୦୬/୫୬/୧୯,
ଦିବା ୧୨/୧୨/୨୯ ରୁ ୦୨/୫୦/୩୫,
ସନ୍ଧ୍ୟା ୦୬/୨୧/୨୨ ରୁ ୦୮/୩୧/୧୭,
ରାତ୍ରି ୧୨/୫୧/୦୮ ରୁ ୦୩/୦୧/୦୪
ରାତ୍ରି ୦୩/୪୪/୨୨ ରୁ ୦୫/୧୦/୫୯
ଅଶୁଭ ସମୟ
ରାହୁକାଳ- ଦିବା ୧୦/୦୭/୨୦ ରୁ ୧୧/୪୬/୦୯
କାଳବେଳା- ଦିବା ୧୦/୦୭/୨୦ ରୁ ୧୧/୪୬/୦୯
ବାରବେଳା – ଦିବା ୦୮/୨୮/୩୨ ରୁ ୧୦/୦୭/୨୦
କାଳରାତ୍ରି- ରାତ୍ରି ୦୯/୦୩/୪୬ ରୁ ୧୦/୨୪/୫୮
ଆଜିର ରାଶିଫଳ-
ମେଷ
ଅଶ୍ୱନୀ – ଚାକିରିରେ ସୁଯୋଗ ଲାଭ ହୋଇପାରେ
ଦ୍ୱିଜା – ଶୁଭ ଦୃଷ୍ଟି ଆକର୍ଷଣ କରିବେ
କୃତିକା – ସାମାଜିକ ନ୍ୟାୟ ପାଇବେ
ପ୍ରତିକାର - ନୃସିଂହଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ ।
ବୃଷ
କୃତିକା- ତୀର୍ଥସ୍ଥାନ ଭ୍ରମଣ କରିପାରନ୍ତି।
ରୋହିଣୀ- ମହିଳାମାନେ ପାରିବାରିକ ସୁଖ ଲାଭ କରିବେ
ମୃଗଶିରା- ଶିକ୍ଷାର୍ଥୀମାନେ ବିଦ୍ୟାରେ ସଫଳତା ହାସଲ କରିବେ
ପ୍ରତିକାର- ଶ୍ରୀପର୍ଶୁରାମଙ୍କର ଫଟୋକୁ ପୂଜା କରନ୍ତୁ
ମିଥୁନ
ମୃଗଶିରା- ଯାହା ଆୟ ହେବ ତାହା ଅଭାବ ପଡିବ।
ଆଦ୍ରା- ସାଂସାରିକ ଜୀବନରେ ଦ୍ୱନ୍ଦ ରହିବ।
ପୁନର୍ବସୁ- ରାଜନୀତିରେ ବିରେଧୀ ଦଳ ବଢିବ।
ପ୍ରତିକାର- ତ୍ରିପୁରା ସିନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ ।
କର୍କଟ
ପୁନର୍ବସୁ - ନୈତିକିତା ବଳରେ କାର୍ଯ୍ୟରେ ଜୟ ଲାଭ କରିବେ
ପୁଷ୍ୟା- ଆୟ ମାଦର ଆରମ୍ଭରୁ ଅଧିକରୁ ଅଧିକ ହେବ
ଅଶ୍ଳେଷା - ବ୍ୟବସାୟରେ ଅଗ୍ରଗତି କରିବେ
ପ୍ରତିକାର- ମା' ଭୂବନେଶୂରୀଙ୍କ ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ ।
ସିଂହ
ମଘା – ଚାକିରିରେ କର୍ତୁପକ୍ଷଙ୍କ ଅନୁଗ୍ରହ ଲାଭ କରିବେ
ପୂ. ଫାଲଗୁନୀ - ମହିଳା ମାନେ ସ୍ୱାମୀ ସୁଖ ରେ ସୁଖୀ ହେବେ
ଉ.ଫାଲଗୁନୀ – ଦୁଃଖରୁ ମୁକ୍ତିର ସମୟ ଆସିପାରେ
ପ୍ରତିକାର – ମାତଙ୍ଗୀଙ୍କର ପୂଜାର୍ଚ୍ଚନା କରନ୍ତୁ
କନ୍ୟା
ଉ. ଫାଲଗୁନୀ- ଆପଣ ବିଦେଶ ଯାତ୍ରା କରିପରନ୍ତି
ହସ୍ତା –ନେଇଥିବା ନିର୍ଣ୍ଣୟ ମିତ୍ର ମାନଙ୍କୁ ପସନ୍ଦ ଆସିପାରେ
ଚିତ୍ରା – ଉତ୍ସବାଦିରେ ସମିଳିତ ହୋଇ ପାରନ୍ତି
ପ୍ରତିକାର - ପ୍ରଭୁ ନାରାୟଣଙ୍କ ଫଟକୁ ପୂଜା କରନ୍ତୁ
ତୁଳା
ଚିତ୍ରା- କେତେକାଂଶ ରେ ପତିକୂଳ ପରିସ୍ଥିତି ଦେଇ ଗତି କରିବେ
ସ୍ୱାତୀ- ନିସ୍ପଳତା ଓ ନିରାଶ ଭାବ ଦେଖାଦେବ
ବିଶାଖା- ନିଜକୁ ସଂଯତ ନ ରଖିଲେ ଅପମାନିତ ହୋଇପାରନ୍ତି
ପ୍ରତିକାର- ଦେବୀ ମନ୍ଦିରରେ ଦାନ କରନ୍ତୁ
ବିଛା
ବିଶାଖା - ଧନ ବିନିଯୋଗ କରି ଲାଭବାନ ହେବେ
ଅନୁରାଧା - ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା ପରିଚିତ ହୋଇ ପାରନ୍ତି
ଜ୍ୟେଷ୍ଠା – ଆଇନ ଅଦାଲତରେ ଜୟଯୁକ୍ତ ହେବେ
ପ୍ରତିକାର – କୁକୁରକୁ କିଛି ଖାଇବାକୁ ଦିଅନ୍ତୁ
ଧନୁ
ମୂଳା – କଳା ବିଦ୍ୟା ପ୍ରତି ଆଗ୍ରହ ସୃଷ୍ଟି ହୋଇପାରେ
ପୂ , ଷାଢା –ଭୂମି ଲାଭର ସୂଚନା ମିଳିବ
ଉ , ଷାଢା – ଆତ୍ମବିଶ୍ୱାସ ବଢିପାରେ
ପ୍ରତିକାର –ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ
ମକର
ଉ , ଷାଢା - ଅନ୍ୟକୁ ସହଯୋଗର ମନବୃତି ପୋଷଣ କରିବେ
ଶ୍ରବଣା – ଭାତୃ କଳହ ଦୂରେଇ ଯିବ
ଧନିଷ୍ଠା – ରାଜ ନୈତିକତା ଉତ୍ପରତା ବଢିବା ନିଶ୍ଚିନ୍ତତା ଅନୁଭବ କରିବେ
ପ୍ରତିକାର – ସୂର୍ଯ୍ୟଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ ।
କୁମ୍ଭ
ଧନିଷ୍ଠା - ପାରିବାରିକ ଜୀବନରେ କପଟତା ଦେଖାଦେବ
ଶତଭିଷା- ବନ୍ଧୁ ବିୟୋଗ ଓ ବିଚ୍ଛେଦ ଯୋଗ ରହିଛି
ପୂ. ଭାଦ୍ରପଦ- ଅଧିକ ପରିଶ୍ରମ କାରଣରୁ ସ୍ୱାସ୍ଥ୍ୟ ହାନିର କାରଣ ଅଛି
ପ୍ରତିକାର– କଳା ରାଶି ପିମ୍ପୁଡିକୁ ଖାଇବାକୁ ଦିଅନ୍ତୁ
ମୀନ
ପୂ. ଭାଦ୍ରପଦ - ପ୍ରତ୍ୟେକ କ୍ଷେତ୍ରରେ ପ୍ରାଚୁର୍ଯ୍ୟ ବୋଧ କରିବ
ଉ. ଭଦ୍ରପଦ - ଗୋପନୀୟ କାର୍ଯ୍ୟ ନିର୍ବାହ କରି ଉଦ୍ୱିଘ୍ନ ହେବେ
ରେବତୀ – ସୁଖ ଓ ସ୍ୱାଚ୍ଛନ୍ଦ୍ୟ ତଥା ଭୋଗବିଳାସ ଭାଗୀ ହେବେ
ପ୍ରତିକାର –କୈଣସି ସାଧୁଙ୍କୁ ଦାନ କରନ୍ତୁ
(ଜ୍ୟୋତିର୍ବିଦ୍ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)