ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ବିକାଶ କ୍ଷେତ୍ରରେ ମହିଳାମାନେ କିଭଳି ମୁଖ୍ୟସ୍ରୋତକୁ ଆସିପାରିବେ, ସେ ଦିଗରେ ଫୋରମର ଭୂମିକା ପ୍ରଶଂସନୀୟ।
ପଶ୍ଚିମ ଓଡ଼ିଶାର ୭ ବିଧାୟକ ଓଜନଦାର ଡିପାର୍ଟମେଣ୍ଟର ମନ୍ତ୍ରୀ । ବିଜେପି ଓ କଂଗ୍ରେସର ନିଶାନା-ବିକାଶ ନାହିଁ, ଖାଲି ଭୋଟ୍ ପାଇଁ ଲକ୍ଷ୍ୟ
ଦୁଃଖଦେଇଙ୍କୁ ଉପହାସ କରୁଛି ସରକାରୀ ଯୋଜନା । ଓଟିଭିରେ ଖବର ପ୍ରଶାରଣ ପରେ ଚେତିଲା ପ୍ରଶାସନ, ଥଇଥାନ ଉଦ୍ୟମ ।
୨୪ ଘଣ୍ଟାରେ ମତ ପରିବର୍ତ୍ତନକୁ ନେଇ ନିଶାମୁକ୍ତି ଅଭିଯାନ ସଦସ୍ୟଙ୍କ ପ୍ରଶ୍ନ । ବିଭାଗୀୟ ଚାପ ନା ମାନସିକ ରୋଗ ? ଉଠିଲା ବଡ଼ ପ୍ରଶ୍ନ ।
ଶିକାରୀଙ୍କ ଗୁଳିରେ ଦନ୍ତା ଗୁରତର ହୋଇ ଜଙ୍ଗଲରେ ରହିଛି।
କେ-ପପ୍ ଅର୍ଥାତ୍ କୋରିଆନ୍ ପପ୍ ସଙ୍ଗୀତକୁ ନେଇ ଏବେ ସାରା ବିଶ୍ୱରେ ଯୁବ ପିଢ଼ିଙ୍କ ମଧ୍ୟରେ ଖୁବ୍ କ୍ରେଜ୍ ରହିଛି । ତେବେ ଏହାରି ଭିତରେ ଓଡ଼ିଶାବାସୀଙ୍କ ପାଇଁ ଗର୍ବର ବିଷୟ ଯେ, ଓଡ଼ିଆ ଝିଅ ଶ୍ରେୟା ଲେଙ୍କା ଏହାର ଏକ ଅଶଂ । କେ-ପପ୍ର ନୂଆ ଗ୍ରୁପ୍ ବ୍ଲାକ୍ ସ୍ୱାନ୍ରେ ସେ ନିଜ ସ୍ଥାନ ସୁରକ୍ଷିତ କରିଛନ୍ତି ।
୧୯୫୭ ମସିହାରେ ଅନୁଷ୍ଠିତ ଦ୍ୱିତୀୟ ସାଧାରଣ ନିର୍ବାଚନରେ ବସନ୍ତ ମଞ୍ଜରୀ ଦେବୀ ରଣପୁରରୁ ନିର୍ବାଚିତ ହୋଇ ଓଡ଼ିଶା ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀଭାବେ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱ ନେଇଥିଲେ। କ୍ୟାବିନେଟ୍ ମନ୍ତ୍ରୀ ହେବାରେ ସେ ମଧ୍ୟ ପ୍ରଥମ ଓଡିଆ ମହିଳା ଥିଲେ। ଦ୍ୱିତୀୟ ଥର ମନ୍ତ୍ରୀ ହେବା ପରେ ସେ ଦେଖିଲେ ଯକ୍ଷ୍ମା ରୋଗୀଙ୍କ ଚିକିତ୍ସା ପାଇଁ ଓଡ଼ିଶାରେ ସ୍ୱତନ୍ତ୍ର ଚିକିତ୍ସାଳୟ ନାହିଁ। ଫଳରେ ବହୁ ରୋଗୀଙ୍କର ଅକାଳ ଦାରୁଣ ବିୟୋଗ...
ଗଂଜାମ ଜିଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ବାସନ୍ଦ ପ୍ରଥା । ସାମାନ୍ୟ ଭୁଲ କଲେ ଗାଁରୁ ତଡ଼ିପାର । ନଚେତ ନିଜ ଜାତିରୁ ବାସନ୍ଦ । ଗାଁ ମୁଖିଆ ଘୋଷଣା କରିଦେଲେ, ତାହା ବେଦର ଗାର ପାଲଟି ଯାଏ ।
ହଜି ହଜି ଯାଉଛି ରଜ ଗୀତ। ଆଧୁନିକତାର ମାଡରେ ନୂଆ ପିଢି ଆଉ ଏହି ଲୋକଗୀତକୁ ମନେ ରଖୁ ନାହାନ୍ତି। ତେବେ ଓଡିଶାର ଜନ ଜୀବନ ସହ ଅତି ପରିଚିତ ଥିବା ଏହି ଲୋକଗୀତ ଯେ କେତେ କଥା କୁହେ ତାହା ଜାଣି ନଥିବା ଲୋକ ବୁଝିବ ବା କେମିତି। ଆସନ୍ତୁ ଏହାର ସଂପୂର୍ଣ୍ଣ ଗୀତଟିକୁ ଜାଣିବା ଆଉ ଏଇ ରଜରେ ସମସ୍ତେ ଗାଇବା।
ଏକର ଏକର କଲରା ଫସଲ କ୍ଷତିଗ୍ରସ୍ତ ହୋଇଛି
ବର୍ଷା ହେଉନି। କେମିତି ହେବ ଚାଷବାସ। ଶେଷରେ ବେଙ୍ଗ ବେଙ୍ଗୁଲି ନାଚ କଲେ ଗାଁ ଲୋକେ ।
ଡାକ୍ତର ଅଭାବ ଯୋଗୁ ଲୋକଙ୍କୁ ମିଳୁନି ସଠିକ ରୋଗୀ ସେବା
ଆସନ୍ତା ୧୨ ତାରିଖ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ଆଶଙ୍କା କମ୍ ।
ନବୀନଙ୍କ କାମରାଜ ପ୍ଲାନ୍। ବହୁଦିନ ଧରି ମନ୍ତ୍ରୀପଦ ଉପଭୋଗ କରୁଥିବା ମନ୍ତ୍ରୀଙ୍କୁ ମିଳିପାରେ ସଂଗଠନ ଦାୟିତ୍ୱ। ଦଳରେ ଥିବା ବରିଷ୍ଠ ନେତାଙ୍କୁ ପୁଣି ଫେରାଇ ଆଣିଲେ ମନ୍ତ୍ରିମଣ୍ଡଳକୁ। ଫୋକସ୍ରେ ପଶ୍ଚିମ ଓଡିଶା ଓ ମହିଳା କାର୍ଡ। ସଂଗଠନରେ ଦବଦବା ରଖୁଥିବା ନେତାଙ୍କୁ ଚେକ୍ ଦେବା ପାଇଁ ବିରୋଧୀଙ୍କୁ ମନ୍ତ୍ରୀ କରାଯାଇଥିବା ଚର୍ଚ୍ଚା।
କୁମ୍ଭୀର ଯାତାୟତ କରୁଥିବା ଖରସ୍ରୋତା ନଦୀର ଯମୁନା ନାଳ ମଧ୍ୟକୁ ସର୍ବସାଧାରଣ ପ୍ରବେଶ ନିଷେଧ
ଚାକିରି ଛାଡ଼ି ନିଜ ଜମିରେ କରିଛନ୍ତି ଚାଷ। ଖାଲି ନିଜେ ସ୍ୱାବଲମ୍ବୀ ହୋଇ ନାହାନ୍ତି, ବରଂ ୧୫ ଜଣଙ୍କୁ ରୋଜଗାର ଦେଇ ପାରିଛନ୍ତି। ଆଉ ବର୍ଷକୁ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା।
କରୋନା ସବୁ ବିଗାଡି ଦେଲା। ଚାକିରି ଗଲା, ରୋଜଗାର ହରାଇଲେ। ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ କଷ୍ଟ ହୋଇ ପଡ଼ିଲା। ସିଭିଲ ଇଞ୍ଜିନିୟରରେ ଡିଗ୍ରୀ ହାସଲ କରିବା ପରେ ଏହି ମହିଳା ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ହେଲେ ମହାମହାରୀ କରୋନା ସବୁକିଛି ବିଗାଡ଼ି ଦେଲା।
୨୦୨୦ରେ କରୋନା ହେବା ଠାରୁ ମାନସିକ ଅବସାଦରେ ଥିଲେ ବୋଲି କହିଲେ ଅବକାରୀ ଇନ୍ସପେକ୍ଟର
ଚିଠି ପରେ ଛୁଟି ମାଗିଲେ ଅବକାରୀ ଇନ୍ସପେକ୍ଟର
କଟକ ବାରବାଟୀ ଷ୍ଟାଡିୟମରେ T20 ମ୍ୟାଚ୍ ସମ୍ପର୍କିତ ମାମଲା ଖାରଜ ହୋଇଛି। ମ୍ୟାଚ୍ ବାତିଲ ଆବେଦନ ସମ୍ପର୍କିତ ମାମଲାକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଭର୍ଚୁଆଲରେ ଉପସ୍ଥିତ ରହି ହାଇକୋର୍ଟଙ୍କୁ ଏଜି ତଥ୍ୟ ଦେଇଛନ୍ତି।
୧୪ ବର୍ଷରୁ କମ୍ ଶିଶୁଙ୍କୁ ଶ୍ରମ କ୍ଷେତ୍ରରେ ନିୟୋଜିତ କରିବା ଅକ୍ଷମଣୀୟ ଓ ଧର୍ତ୍ତବ୍ୟ ଅପରାଧ ଅଟେ ।
ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳ ଅପେକ୍ଷା ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରଭାବ ଥିବାର ରେକର୍ଡ କରାଯାଇଛି ।
ମାଳତୀ ନାନିଙ୍କ ଥ୍ରୀ ଇନ୍ ୱାନ ବରା। ବିଦ୍ୟାଧରପୁରରୁ ବିଡ଼ାନାସୀ ଯାଏଁ ବରା ଖାଇବାକୁ ଲୋକଙ୍କ ଲାଗୁଛି ଲମ୍ବା ଲାଇନ୍। ବୁଟ, ଆଳୁ, ବିରି ପକାଇ ଆଣ କରିଦେଉଛି ଦୋକାନୀ ଭାଇ। ସନ୍ଧ୍ୟାରେ ଚାହିଦା ଏତେ ଯେ, ଗୋଟିଏ ବରା ଖାଇବା ପାଇଁ ଲୋକଙ୍କ ଲାଗୁଛି ଲମ୍ବା ଲାଇନ୍ ।
କମିଲା ସୁନା ଦର । କେବଳ ସୁନା ନୁହେଁ ରୁପା ବି ଶସ୍ତା ହେଲା, ଜାଣନ୍ତୁ କେତେ ରହିଛି ଦାମ୍...