ଜୁଏଲ ନିଜ କାରରେ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ବେଳେ କାମାକ୍ଷାନଗର ରେକୁଳା ଛକ ଦୁର୍ଘଟଣାର ଶିକାର ହୋଇଥିଲେ ।
ବାହା ପରେ କେମିତି ଆଦିବାସୀ ହେଲେ ବର୍ଷା ? ଯେ ଜାତିର ନୁହେଁ, ସେ ପାର୍ଟିର କେମିତି ହେବେ ପ୍ରଶ୍ନ କଲେ ଜୁଏଲ ।
ଆମ ଜାତିର ବୋଲି ଆମେ ଜାଣିନୁ, ଆମେ ତ ଜାତି ଭୋଜି ଖାଇନୁ । ଯିଏ ଜାତିର ନୁହେଁ, ସେ ପାର୍ଟିର ନୁହେଁ; ଯିଏ ପାର୍ଟିର ନୁହେଁ, ସେ ମାଟିର ନୁହେଁ ।
କିଏ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି । ଏନଡିଏ ଏବଂ ଅନ୍ୟ ବିରୋଧୀ ଦଳ କାହାକୁ କରିବେ ପ୍ରାର୍ଥୀ ? ଜାତୀୟ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ଜୋର ଧରିଛି । ଏଥର ଏନଡିଏ ଜଣେ ଆଦିବାସୀ, ସଂଖ୍ୟାଲଘୁ ଅବା ମହିଳାଙ୍କୁ ରାଷ୍ଟ୍ରପତି କରିପାରେ ବୋଲି ଚର୍ଚ୍ଚା ହେଉଛି ।
ଜୁଏଲ ଓରାମ ରାଷ୍ଟ୍ରପତି ପ୍ରାର୍ଥୀ ହେବା ଚର୍ଚ୍ଚା । ପ୍ରତିକ୍ରିୟା ରଖିଲେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ । ଗଣମାଧ୍ୟମର ଚର୍ଚ୍ଚା ସମ୍ପର୍କରେ କିଛି କହିବିନି କହିଲେ ।
ପ୍ରକଳ୍ପ କାମ ସ୍ଥଗିତ ରହିବା ଦରକାର କହିଲେ ଜୁଏଲ ଓରାମ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣି ବିଜେପି ଅଫିସରେ ଜଣେ ଯୁବତୀ ଭଙ୍ଗାରୁଜା କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ ରହିଥିବା ବେଳେ ଏହି ମାମଲାକୁ ଯେନତେନ ହାଲୁକା କରିବାକୁ ଚେଷ୍ଟା କରାଯାଇଛି । ତେଣୁ ତାଙ୍କ ପରିବାର ପରେ ସରକାରଙ୍କ ପକ୍ଷରୁ ଚାପ ପ୍ରୟୋଗ କରି ପରିବାର ଲୋକଙ୍କ ମତ ବଦଳାଇବାକୁ ଚେଷ୍ଟା କରାଯାଉଛି ବୋଲି ଜୁଏଲ ଅଭିଯୋଗ କରିଛନ୍ତି ।