ଭାରତୀୟ କ୍ରିକେଟ ଇତିହାସରେ କଳା ଅଧ୍ୟାୟ ଭାବେ ବିବେଚିତ ହୋଇଆସୁଛି ବର୍ଷ ୨୦୦୫ର ସୌରଭ ଗାଙ୍ଗୁଲି ଓ ଗ୍ରେଗ୍ ଚାପେଲଙ୍କ ସମୟ । ଗାଙ୍ଗୁଲି ସେତେବେଳେ ଭାରତୀୟ କ୍ରିକେଟର କ୍ୟାପଟେନ୍ ଥିଲେ ହେଲେ ତାଙ୍କ ସହ ଯାହା ଘଟିଥିଲା ସେଥିରେ ସମସ୍ତ ଭାରତୀୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
କୋଲକାତା ଲେଡି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପୀଡିତାଙ୍କୁ ନ୍ୟାୟ ଦାବି । ଆନ୍ଦୋଳନରେ ସାମିଲ ହେବେ ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି ।
ଭାରତୀୟ କ୍ରିକେଟର ଅନ୍ୟତମ ସଫଳ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କର ଆଜି ହେଉଛି ଜନ୍ମଦିନ । କପିଲ ଶର୍ମାଙ୍କ ପରେ ଭାରତୀୟ କ୍ରିକେଟକୁ ଜୀବଦାନ ଦେଇଥିବା ଅଧିନାୟକ ସେ ।
ହଠାତ୍ ସୌରଭଙ୍କ ସୁରକ୍ଷା ବଢାଯାଇଥିବାରୁ ତାହାକୁ ନେଇ ଚର୍ଚ୍ଚା ଚାଲିଛି । ମଙ୍ଗଳବାର ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର ଗାଙ୍ଗୁଲିଙ୍କ ସୁରକ୍ଷା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ତାଙ୍କୁ ଯେଉଁ ପ୍ରକାର ସୁରକ୍ଷା ମିଳୁଥିଲା ତାହାର ଅବଧି ଶେଷ ହୋଇଥିଲା
ଚର୍ଚ୍ଚାରେ ସୌରଭ ଗାଙ୍ଗୁଲି ଓ ବିରାଟ କୋହଲି ବିବାଦ । ପରସ୍ପରକୁ ଆଡ଼ ଆଖିରେ ଚାହୁଁନାହାନ୍ତି ଦୁଇ ପୂର୍ବତନ କ୍ୟାପଟେନ୍ । ସୋସିଆଲ ମିଡିଆରେ ବି ସ୍ପଷ୍ଟ ହୋଇଗଲା- ଚରମ ସ୍ଥିତିରେ ତିକ୍ତତା ।
ସୌରଭ ଗାଙ୍ଗୁଲିଙ୍କ ଜୀବନୀକୁ ବଡ଼ ପରଦାରେ ଦେଖାଯିବ। ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କିଏ ହେବେ ସୌରଭ ଆସନ୍ତୁ ଜାଣିବା…
ଚଳିତ ମାସରେ ଉଭୟ ଗାଙ୍ଗୁଲି ଓ ଜୟ ଶାହାଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା।
ରସଗୋଲା କୋଲକାତାର ନୁହେଁ ବୋଲି ଦାଦା ରୋକ୍ଠୋକ୍ କହିଦେଇଛନ୍ତି।
୧୨ରେ ବାରବାଟୀରେ ଭାରତ-ଦ.ଆଫ୍ରିକା ୨ୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ ।
'ମୁଁ ଇସ୍ତଫା ଦେଇନି', ବୋଲି କହିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ଏବେ ନୂଆ କିଛି ପ୍ଲାନ କରୁଛି, ଭାବୁଛି ଅନେକ ଲୋକଙ୍କୁ ସାହାଯ୍ୟ କରିବି ।
ପରବର୍ତ୍ତୀ ଯୋଜନା ନେଇ ନିଜ ଟୁଇଟ୍ରେ ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି।
ସୌରଭ ଗାଙ୍ଗୁଲିଙ୍କ ଘରେ ଆତିଥ୍ୟ ସମୟରେ ତାଙ୍କ ସହ ଡାଇନିଂ ସେୟାର କରିଛନ୍ତି ଅମିତ ଶାହା । ଗାଙ୍ଗୁଲିଙ୍କ ଘରେ ନିରାମିଷ ଭୋଜନ ପ୍ରସ୍ତୁତ ହୋଇଥିଲା ।
ବିରାଟଙ୍କ ଟେଷ୍ଟ କ୍ରିକେଟରୁ କ୍ୟାପ୍ଟେନସଇପ୍ ଛାଡିବା ପରେ ନିରାଶ ହୋଇପଡିଛନ୍ତି ଉଭୟ ଫ୍ୟାନ୍ସ ଓ ଭାରତୀୟ ଖେଳାଳି। ସୋସିଆଲ ମିଡିଆରେ ବିରାଟଙ୍କ କ୍ୟାପ୍ଟେନସିପ୍ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବିସିସିଆଇ ମୁଖ୍ୟ ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ପ୍ରତିକ୍ରିୟା ରଖିଛନ୍ତି।
ଗାଙ୍ଗୁଲିଙ୍କ ଓମିକ୍ରନ ରିପୋର୍ଟ ନେଗଟିଭ ଆସିଛି । ତାଙ୍କୁ ବର୍ତ୍ତମା ଡାକ୍ତରଙ୍କ ତତ୍ତ୍ୱାବଧାନରେ କ୍ୱାରେଣ୍ଟିନ୍ରେ ରଖାଯାଇଛି ।
କରୋନାରେ ସଂକ୍ରମିତ ହେଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଏବେ ତାଙ୍କୁ କୋଲକାତାର ବୁଡଲେଣ୍ଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
କରୋନା କାରଣରୁ, ଆଇପିଏଲ୍ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ଆୟୋଜନ କରାଯାଇଥିଲା । କିନ୍ତୁ ଆଇପିଏଲ୍ ୨୦୨୨ ଭାରତରେ ହିଁ ଆୟୋଜନ କରାଯିବ । ଏନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି ।
୯୦ ଦଶକରୁ ବର୍ତ୍ତମାନ ଓ ଭାରତୀୟ କ୍ରିକେଟ୍ ବୋର୍ଡର ସଭାପତି ହେବା ପର୍ଯ୍ୟନ୍ତ ସୌରଭ ଗାଙ୍ଗୁଲି ସବୁବେଳେ ଚର୍ଚ୍ଚାରେ। ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂ ଓ ଚମତ୍କାର କ୍ୟାପ୍ଟେନସିପ୍ ଅନ୍ଦାଜ ପାଇଁ ସେ ବେଶ ଲୋକପ୍ରିୟ ହୋଇଥିଲେ। ଅନ୍ୟ ବାୟୋପିକ ଫିଲ୍ମ ଭଳି ଏହା ମଧ୍ୟ ରୋମାଞ୍ଚକର ହେବ ବୋଲି ସିନେମା ସମୀକ୍ଷକ ଅନୁମାନ କରୁଛନ୍ତି।
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ଏବଂ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଜି ୪୮ ବର୍ଷରେ ପାଦ ଥାପିଛନ୍ତି। ‘ପ୍ରିନ୍ସ ଅଫ୍ କୋଲକାତା’ ଓ ‘ରୟାଲ୍ ବେଙ୍ଗଲ୍ ଟାଇଗର୍’ ନାମରେ ପରିଚିତ ଗାଙ୍ଗୁଲି ନିଜର ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରରେ ଅନେକ ମାଇଲଖୁଣ୍ଟ ଅର୍ଜନ କରିଛନ୍ତି। ଗାଙ୍ଗୁଲିଙ୍କ କ୍ୟାପଟେନ୍ସି ଓ ବ୍ୟାଟିଂ ଷ୍ଟାଇଲକୁ ଆଜି ବି ମନେ ପକାଯାଏ। ଭାରତୀୟ କ୍ରିକେଟକୁ ନୂଆ ପରିଚୟ ଦେବାରେ ଗାଙ୍ଗୁଲିଙ୍କର ପ୍ରମୁଖ ଯୋଗଦାନ ରହିଛି। ଗାଙ୍ଗୁଲି ଭାରତ ପକ୍ଷରୁ ୧୧୩ […]
ନୂଆଦିଲ୍ଲୀ: କରୋନା ଭାଇରସ୍ କାରଣରୁ ୨୯ ମ୍ୟାଚ୍ ପରେ ସ୍ଥଗିତ ରଖାଯାଇଥିବା ଆଇପିଏଲ୍ ୨୦୨୧ର ଅବଶିଷ୍ଟ ମ୍ୟାଚ ଏବେ ୟୁଏଇରେ ଖେଳାଯିବ । ସେପ୍ଟେମ୍ବର-ଅକ୍ଟୋବରରେ ଅବଶିଷ୍ଟ ୩୧ଟି ଯାକ ମ୍ୟାଚ୍ ବିସିସିଆଇ ୟୁଏଇରେ ଆୟୋଜନ କରିବାକୁ ଯାଉଛି । ତେବେ ନିର୍ଦ୍ଧିଷ୍ଟ…