ଷ୍ଟାର୍ ପ୍ଲେୟାରଙ୍କୁ ପାଖରୁ ଦେଖିବାକୁ ରାଜଧାନୀରେ ଫ୍ୟାନଙ୍କ ଜବରଦସ୍ତ ଭିଡ଼ । ଭୁବନେଶ୍ୱର ବିମାନବନ୍ଦର ବାହାରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇଥିଲେ ଶହ ଶହ କ୍ରିକେଟପ୍ରେମୀ ।
ରବିବାର ବାରବାଟୀରେ ମହାଲଢ଼େଇ। କାଲି ପଡ଼ଇାରେ ଝାଳ ବୁହାଇବେ ଦୁଇ ଦଳର ଖେଳାଳି। ହୋଟେଲରୁ ବାରବାଟୀ ଯାଏଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ…
ପାରମ୍ପରିକ ଯୋଡ଼ି ଶଙ୍ଖ, ଢୋଲ ମହୁରୀ ଓ ଘୋଡ଼ାନାଚ ତାଳେ ତାଳେ ଦିଆଯାଇଥିଲା ଖେଳାଳିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ।
ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ସିରିଜର ଦ୍ୱିତୀୟ ମ୍ୟାଚ୍ ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ବାରବାଟୀ ପଡ଼ିଆ । ଖେଳାଳିଙ୍କୁ ଭବ୍ୟ ସ୍ୱାଗତ ଏବଂ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେବାକୁ ଆକର୍ଷଣୀୟ ରୂପରେ ସଜେଇ ହୋଇଛି ଗ୍ରାଉଣ୍ଡ ।
ଖେଳାଳି କଣ ଖାଇବେ? କଣ ସେମାନଙ୍କର ପସନ୍ଦ ? କେମିତି ଏଠି କୌଣସି ଅସୁବିଧା ଯେପରି ନହେବ ଏସବୁକୁ ଧ୍ୟାନ ଦେବା ପାଇଁ କଣ ସବୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ଦେଖନ୍ତୁ