କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ଓଡ଼ିଶା ସରକାର ତତ୍ପର । ଟେଷ୍ଟିଂ ବୃଦ୍ଧି କରିବାକୁ ସବୁ ଜିଲ୍ଲାର ସିଡିଏମ୍ଓଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ।