• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Warning After Huge Increase In Covid Cases
କରୋନା ମାଡୁଛି: ସବୁ ରାଜ୍ୟକୁ ଚେତାଇ ଦେଲା କେନ୍ଦ୍ର, 4T ଉପରେ ଗୁରୁତ୍ୱ

ସମସ୍ତ ପଦକ୍ଷେପ ନେବାକୁ ସବୁ ରାଜ୍ୟକୁ ଲେଖିଲେ ଚିଠି

Lice Medicine Reaction
ଉକୁଣି ମରା ଔଷଧ ଲଗାଇ ୫ ଅସୁସ୍ଥ

ଔଷଧ ଭାବି ଲଗେଇଥିଲେ, ହେଲେ ଜାଣିନଥିଲେ ଏଭଳି ଦଶା ଭୋଗିବେ

breaking news
ସଂକ୍ଷେପରେ ଆଜିର ତାଜା ଖବର - Friday, 10 June 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Friday, 10 June 2022
Google Play Store
ଗୁଗୁଲ୍ ପ୍ଲେ ଷ୍ଟୋରରେ ରହିଛି ୪୫ ଫ୍ରଡ୍ ଲୋନ ଆପ୍

ଗୁଗୁଲ୍କୁ ଚିଠି ଲେଖି ଅବଗତ କଲା କ୍ରାଇମବ୍ରାଞ୍ଚ EOW । ପ୍ଲେ ଷ୍ଟୋରରୁ ହଟାଇବାକୁ ଗୁଗୁଲକୁ ଚିଠି ।

dengue
ରାଜଧାନୀରେ ଡେଙ୍ଗୁ ଆତଙ୍କ ! ମୌସୁମୀ ନଆସୁଣୁ ଡେଙ୍ଗୁରେ ପ୍ରଥମ ମୃତ୍ୟୁ

ଡେଙ୍ଗୁ ଅଞ୍ଚଳ ବୁଲି ସ୍ଥିତି ପରଖିଲେ ବିଏମ୍‌ସି ମେୟର । ସରକାରୀ ତଥ୍ୟ କହୁଛି ଗତକାଲି ସୁଦ୍ଧା ରାଜ୍ୟରେ ୭୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।

Crime
କି ପ୍ରଚଣ୍ଡ କ୍ରୋଧ ! କ୍ଷଣିକ ମଧ୍ୟରେ ପୁରା ପରିବାର ଛାରଖାର, ପ୍ରଥମେ ପତ୍ନୀ ପରେ କୁନି ଝଅର ତଣ୍ଟି କାଟିଲା ବାପା

ଘରେ ବେଡ୍ ଉପରେ ପଡ଼ି ରହିଛି କୁନି ଝିଅ ଖାତା ବହି । ହେଲେ ସେ କେବେ ଘରକୁ ଫେରିବ ଠିକ୍ ଠିକଣା ନାହିଁ । କ୍ଷଣିକ ରାଗରେ ଛାରଖାର ହୋଇ ଯାଇଛି ପୁରା ପରିବାର ।

  • Thursday, 09 June 2022
  • Crime
Naveen- pope
‘ଦିନେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିନଥିବା ନବୀନ, ସଂଖ୍ୟାଲଘୁ ଭୋଟ ହାତେଇବାକୁ ପୋପ୍‌ଙ୍କୁ ଭେଟିବାକୁ ଯାଉଛନ୍ତି’

ୟୁଏଇ ଓଡ଼ିଆ ସମାଜ ତରଫରୁ ଆୟୋଜିତ ପ୍ରବାସୀ ଓଡ଼ିଆ ସମ୍ମିଳନରେ ମୁଖ୍ୟମନ୍ତ୍ରୀ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ହେଲେ ଏନେଇ ତାରିଖ ଚୂଡାନ୍ତ ହୋଇନଥିବା ବେଳେ ଏଇ ମାସରେ ହିଁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇପାରେ ।

Corona
ଦେଶରେ ସକ୍ରିୟ ହେଉଛି ମହାମାରୀ ! ଦିନକରେ ୭ ହଜାରରୁ ଅଧିକ ସଂକ୍ରମିତ, ୮ ମୃତ

ବିଶେଷଜ୍ଞଙ୍କ ମତରେ ଗୋଟିଏ ଦୁଇଟି ସ୍ଥାନରେ ଏଭଳି ସଂଖ୍ୟା ବଢିବ । ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟ, ଟୀକାକରଣ ଏବଂ କୋଭିଡ୍ ନିୟମ ମାନିଲେ ହିଁ ସମ୍ଭାବ୍ୟ ଚତୁର୍ଥ ଲହରକୁ ଏଡାଇ ଦିଆଯାଇପାରିବ ।

Barabati stadium turns battlefield, crowd clash at ticket counter
ବାରବାଟୀରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ଟିକେଟ୍ ପାଇଁ ଖଣ୍ଡଯୁଦ୍ଧ

ବାରବାଟି ଟି-ଟ୍ୱେଣ୍ଟି ଲଢ଼େଇ ପୂର୍ବରୁ ଟିକେଟ୍ ପାଇଁ ଖଣ୍ଡଯୁଦ୍ଧ...ପିଟାପିଟିରେ କୁରୁକ୍ଷେତ୍ର ପାଲଟିଲା କାଉଣ୍ଟର ସାମ୍ନା, ନାକେଦମ୍ ପୋଲିସ...

dhenkanal
ମଦ୍ୟପାନ କରି ଚଲାଉଥିଲେ ବସ୍‌; ଡ୍ରାଇଭରକୁ କାବୁ କଲା ପୋଲିସ

ମଦ୍ୟପାନ କରି ବସ ଚଲାଇବା ପଡିଲା ମହଙ୍ଗା । ଖବର ପାଇ ଅଧାବାଟରେ ଢେଙ୍କାନାଳ ଟାଉନ ଥାନା ପୋଲିସ ବସକୁ ଜବତ କରିବା ସହ ମଦ୍ୟପ ଡ୍ରାଇଭରକୁ ଅଟକ ରଖି ପଚରା ଉଚରା କରୁଛି ।

Special story
ସେଓ ଚାଷ କରି ସଫଳ ବରଗଡ ଚାଷୀ : ବାର୍ଷିକ ଏକର ପ୍ରତି ୧୨ରୁ ୧୫ ଲକ୍ଷ ରୋଜଗାର ଲକ୍ଷ୍ୟ

ସରକାରୀ ସ୍ତରରେ ଚାଷୀଙ୍କୁ କୌଣସି ସରକାରୀ ସହାୟତା ଦିଆଯାଉ ନଥିବାବେଳେ ନିଜସ୍ୱ ଖର୍ଚ୍ଚରେ ସେ ଏହି ଚାଷ ଆରମ୍ଭ କରିଛନ୍ତି ।

Migrant labourers from Odisha stuck in Qatar & Jordan
ମା’ ଆଖିରେ ଲୁହ- ‘ମୋ ପୁଅକୁ ଫେରାଇ ଆଣ’

ଆରବ ଦେଶରେ ଅକଥନୀୟ ଯନ୍ତ୍ରଣା ଭୋଗ କରୁଛନ୍ତି ଗଞ୍ଜାମର ଦାଦନ ଶ୍ରମିକ। ପୁଅକୁ ଫେରାଇ ଆଣିବାକୁ ପ୍ରଶାସନ ନିକଟରେ ପରିବାର ଲୋକେ ଗୁହାରି କରିଛନ୍ତି।

Balasore turning into safe haven for criminals
ଆତଙ୍କ ଖେଳାଇଛନ୍ତି ଅପରାଧି, ନିରବଦ୍ରଷ୍ଟା ସାଜିଛି ପୋଲିସ୍‌: ଭୟଭୀତ ଅବସ୍ଥାରେ ଲୋକେ

କିଛି ଦିନ ମଧ୍ୟରେ ବାଲେଶ୍ୱରରେ ଦୁଇ ଦୁଇଟି ହତ୍ୟା ସହ ଛିନ୍‌ତାଇ, ଲୁଟ୍ ଓ ବାଇକ୍ ଚୋରି ଭଳି ଘଟଣା ଘଟିବାରେ ଲାଗିଛି। ଏଥିରେ ଜନସାଧାରଣ ଅତିଷ୍ଠ ହୋଇପଡିଥିବା ବେଳେ ପୋଲିସ ବିଭାଗ କିନ୍ତୁ ପୁରାପୁରି ନିରବଦ୍ରଷ୍ଟା ସାଜିଛି। 

miscreants
ଜମି କିଣିବା ପାଇଁ ଟଙ୍କା ରଖିଥିଲେ, ବ୍ୟାଙ୍କରୁ ଉଠାଇ ଡିକିରେ ରଖିବା ବେଳେ ଝାମ୍ପିନେଲେ

ଡିକିରେ ଟଙ୍କା ବ୍ୟାଗ୍ ରଖୁଥିବା ବେଳେ ଝାମ୍ପି ନେଲେ ୨ ଲୁଟେରା

Man kills wife over a family feud in Bhubaneswar Ghatikia area
ରାଜଧାନୀରେ ଚାଞ୍ଚଲ୍ୟ; ସ୍ତ୍ରୀକୁ ହାଣି ହତ୍ୟା ପରେ ୬ ବର୍ଷର ଝିଅର ତଣ୍ଟିକାଟିଲା ବାପା

ଭୁବନେଶ୍ୱର ଘାଟିକିଆରେ ସ୍ତ୍ରୀ ଓ ନିଜ ପିଲାଙ୍କୁ ହତ୍ୟା କଲା ସ୍ୱାମୀ...

Stampede Line Situation Outside Barabati Stadium In Cuttack
ଟିକେଟ୍‌ ପାଇଁ ବାରବାଟୀରେ ଧସ୍ତାଧସ୍ତି, ଠେଲାପେଲା: ମହିଳାଙ୍କ ଉପରକୁ ଲାଠିଚାର୍ଜ କଲା ପୋଲିସ୍‌

କଟକ ବାରବାଟୀ ଷ୍ଟାଡିୟମରେ T20 ମ୍ୟାଚ୍‌ ପାଇଁ ଆଜିଠୁ କାଉଣ୍ଟରରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି। କାଲି ରାତିରୁ କ୍ରିକେଟପ୍ରେମୀଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିବା ବେଳେ ଆଜି ଲାଇନ୍‌ରେ ଥିବା ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।

Monsoon unlikely to reach Odisha in next 5 days
ରଜରେ ବି ଛୁଇଁବନି ମୌସୁମୀ !

ରଜ ସୁଦ୍ଧା ଓଡ଼ିଶାକୁ ମୌସୁମୀ ଛୁଇଁବା ସମ୍ଭାବନା କ୍ଷୀଣ...

birsha munda
ଆଜି ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ: ଯାହାଙ୍କ ପାଇଁ ପ୍ରମାଦ ଗଣୁଥିଲେ ଇଂରେଜ ଶାସକ ..

ବିର୍ସା ମୁଣ୍ଡା, ଯାହାଙ୍କୁ ଅନେକ ଭଗବାନ ବିର୍ସା ମୁଣ୍ଡା ବୋଲି କୁହନ୍ତି । ଭାରତୀୟ ସ୍ୱାଧୀନତା ସଂଗ୍ରାମର ଜଣେ ଅଗ୍ରଗଣ୍ୟ ତଥା ମହାନ୍ ସ୍ୱତନ୍ତ୍ରତା ସେନାନୀ ।

Former Senior Police Officer Died In Dengue
ଡେଙ୍ଗୁ ନେଲା ପୋଲିସ୍‌ ଅଧିକାରୀଙ୍କ ଜୀବନ

ଡେଙ୍ଗୁରେ ଆକ୍ରାନ୍ତ ହୋଇ ଜଣେ ପୂର୍ବତନ ବରିଷ୍ଠ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଛି। ପୋଲିସ୍‌ ଅଧିକାରୀ ଜଣକ ହେଲେ ପୂର୍ବତନ ଅତିରିକ୍ତ ଡିସିପି ସୁଦର୍ଶନ ସେଠୀ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ।

heat wave
ଜଳୁଛି ପଶ୍ଚିମ ଓଡ଼ିଶା : ୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଆଜି ଟିଟିଲାଗଡ଼ର ସର୍ବୋଚ୍ଚ ତାପମାତ୍ରା ୪୫.୨ ଡିଗ୍ରୀ

Clash erupts outside ticket counter of Barabati stadium in Cuttack
ଟିକେଟ୍‌ ପାଇଁ ବାରବାଟୀ ଷ୍ଟାଡିୟମ ସାମ୍ନାରେ ଠେଲାପେଲା, ହାତାହାତି; ନାକେଦମ୍‌ ହେଲା ପୋଲିସ୍‌...

ବାରବାଟୀ ଷ୍ଟାଡିୟମରେ ଟିକେଟ୍‌ ପାଇଁ ଠେଲାପେଲା, ପାଟିତୁଣ୍ଡ ସହ ଲୋକଙ୍କ ମଧ୍ୟରେ ହାତାହାତି ମଧ୍ୟ ହୋଇଛନ୍ତି। ଲାଇନ୍‌ରେ ଛିଡ଼ା ହେବାକୁ ନେଇ କିଛି ଯୁବତୀ ହାତାହାତି ହୋଇଥିବା ଦେଖିବାକୁ ମିଳିଛି।

Today Horoscope
Daily Horoscope 9th June: ଆଜି ଏହି ରାଶିର ବ୍ୟକ୍ତି ଯାତ୍ରା ସମୟରେ ସତର୍କ ରୁହନ୍ତୁ

ସୌର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୯ ତାରିଖ, ଗୁରୁବାର। ଘାତ ଚନ୍ଦ୍ର-  ବୃଷ ରାଶିର ଅହୋରାତ୍ର। ଘାତ ବାର – ତୁଳା ଓ  କୁମ୍ଭ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ ନାସ୍ତି ।

Barabati Battle Counter Ticket Sales To Begin From Today
ଦୁଲୁକୁଛି ବାରବାଟୀ: ଆଜିଠୁ କାଉଣ୍ଟରରେ ମିଳିବ ଟିକେଟ୍‌, ରାତିରୁ ଲମ୍ବା ଲାଇନ୍‌

କଟକ ବାରବାଟୀ ଷ୍ଟାଡିୟମରେ T20 ମ୍ୟାଚ୍‌ ପାଇଁ ଆଜିଠୁ କାଉଣ୍ଟରରେ ଟିକେଟ୍‌ ମିଳିବ। ସକାଳ ୯ଟାରୁ କାଉଣ୍ଟରରେ ଟିକେଟ୍‌ ମିଳିବ ବୋଲି ସୂଚନା ମିଳିଛି। ୯ ଓ ୧୦ ତାରିଖ ଦୁଇ ଦିନ ଧରି କାଉଣ୍ଟରରେ ଦର୍ଶକଙ୍କ ଲାଗି ଟିକେଟ୍ ବିକ୍ରି ହେବ।