ଭିଡ଼କୁ ନଯିବାକୁ, ସବୁ ବେଳେ ମାସ୍କ ପିନ୍ଧିବାକୁ ଲୋକଙ୍କୁ କୁହାଯାଇଛି।
କାରାଗାରରେ ସ୍ୱାମୀ ଆଉ କାଠଗଡ଼ାରେ ସ୍ତ୍ରୀ। ବାଜିରେ ଲାଗିଛି ଶଙ୍ଖା, ସିନ୍ଦୂର। ସ୍ୱାମୀଙ୍କୁ ଜେଲ୍ରୁ ମୁକୁଳାଇବା ପାଇଁ କେସ୍ ଲଢ଼ୁଛନ୍ତି ସ୍ତ୍ରୀ। ଏଭଳି ଏକ ନିଆରା ପ୍ରେମ କାହାଣୀ ଦେଖିବାକୁ ମିଳିଛି ବଲାଙ୍ଗିରରେ।
ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ। ଇଂରାଜୀରେ ୨୮ ତାରିଖ ମଙ୍ଗଳବାର।
ଓଡ଼ିଆ ଅଭିନେତା ରାଇମୋହନ ପରିଡ଼ାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଏବେ ସାମ୍ନାକୁ ଆସିଛି। ଗଳାରେ ରଶି ଲଗାଇବା କାରଣରୁ ଶ୍ୱାସରୁଦ୍ଧ ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଶ୍ରୀଜଗନ୍ନାଥ ଏକାଧାରାରେ ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟର ପ୍ରତୀକ। ନୂଆ ନୂଆ ବେଶରେ ସେ ଭକ୍ତଙ୍କୁ ଦେଇଥାନ୍ତି ଦର୍ଶନ। ତାଙ୍କର ପ୍ରତିଟି ବେଶରେ ରହିଛି ଏକ ନିଆରା ଆକର୍ଷଣ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ମୃତ୍ୟପୁରେ ରାଇମୋହନଙ୍କ ଚକ୍ଷୁଦାନ କରାଇଥିବା ସ୍ବାସ୍ଥ୍ୟକର୍ମୀ କହିଛନ୍ତି, ରାଇ ଭାଇ ଖୁବ୍ ମେଳାପି ଥିଲେ।
ମୃତକଙ୍କ ବାପା କହିଲେ ବାନ୍ଧବୀ ସହ ମିଶି ପୁଅକୁ ମାରିଛନ୍ତି ବୀରେନ୍ଦ୍ର । ମାମଲା ଚପାଇବାକୁ ପୋଲିସ କରୁଛି ଉଦ୍ୟମ ।
କୋଭିଡ୍ ଲକ୍ଷଣ ଥିଲେ ଘରେ ବସି ଟିଭି ଦେଖିବାକୁ ପରାମର୍ଶ । ଘୋଷଯାତ୍ରାରେ ଭକ୍ତଙ୍କୁ ସୁରକ୍ଷା ସହ ସେବା ଯୋଗାଇବ ପୋଲିସ୍ ।
ସାଧାରଣ ନିର୍ବାଚନ ପାଇଁ ହାତରେ ମାତ୍ର ଆଉ ଦୁଇ ବର୍ଷ । ତେଣୁ ରାଷ୍ଟ୍ରପତି ନିର୍ବାଚନ ଲଢ଼େଇ ଜୋରଦାର୍ ହେବ ବୋଲି କୁହାଯାଉଛି ।
ନାବେଶ ପରଦିନ ପୁରୀରୁ ୬ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ବିଭିନ୍ନ ସ୍ଥାନକୁ ଯିବ । ସୁନାବେଶ ପରଦିନ ଗୁଣପୁର, ରାୟଗଡ଼ା, ଭଦ୍ରକ, ବିଶାଖାପାଟଣା, କେନ୍ଦୁଝରକୁ ଯିବ ଟ୍ରେନ ।
ଗ୍ରାଉଣ୍ଡକୁ ଯାଇ ଅନୁଧ୍ୟାନ କରିଛନ୍ତି ଆଠଗଡ଼ ଡିଏଫ୍ଓ, ଅନୁଗୁଳ ସର୍କଳର ସିସିଏଫ୍, କ୍ରାଇମବ୍ରାଞ୍ଚର ଜଣେ ଡିଏସ୍ପି ମିଳିତ ଭାବେ ତଦନ୍ତ କରିଛନ୍ତି ।
କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନିଙ୍କ ନାଁରେ ଫେକ୍ ହ୍ୱାଟ୍ସଆପ୍ ଆକାଉଣ୍ଟ ଖୋଲିଛନ୍ତି ସାଇବର ଠକ । ଏବଂ ତାଙ୍କ ନାଁରେ ଲୋକଙ୍କୁ ମେସେଜ୍ ପଠାଇ ଆମାଜନ ଗିଫ୍ଟ କାର୍ଡ ମାଗୁଛନ୍ତି ।
ଜୁଲାଇ ପହିଲାରୁ ହେବାକୁ ଥିଲା ବସ୍ ଧର୍ମଘଟ । କିନ୍ତୁ ତାହା ଏବେ ସ୍ଥଗିତ ରହିଛି । ଏନେଇ ଆଜି ନିଷ୍ପତ୍ତି ନିଆଯାଇଛି । ଗତକାଲି ଘରୋଇ ବସ୍ ମାଲିକ ସଂଘ ଓ ପରିବହନ ମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହୋଇଥିଲା ।
ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ଲମତାପୁଟ ବ୍ଲକରେ ଗୋଟିଏ ମାତ୍ର ଶବବୁହା ଆମ୍ବୁଲାନ୍ସ ରହିଛି ।
ଶିକ୍ଷୟିତ୍ରୀରୁ ରାଜନୀତିକୁ ଆସିଥିଲେ ଦ୍ରୌପଦୀ । ସେ ରାଇରଙ୍ଗପୁରର କାଉନସିଲର୍ ଭାବେ ରାଜନୀତିର କ୍ୟାରିୟର ଆରମ୍ଭ କରି ଏବେ ରାଇସିନା ହିଲ୍ସର ରାଷ୍ଟ୍ରପତି ଭବନର ନିକଟ ହେଲେଣି ।
କେଉଁ ପଇସାରେ ସେ ଇଟାଲୀ ଗସ୍ତ କରିଥିଲେ ? ଯଦି ସରକାରୀ ପଇସାରେ ଯାଇଥିଲେ, ତେବେ କଣ ଉପଲବ୍ଧି କଲେ ବୋଲି ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପ୍ରଶ୍ନ କରିଛନ୍ତି ।
ରାଇମୋହନଙ୍କ ମୃତ୍ୟୁକୁ ନେଇ ମଞ୍ଚେଶ୍ୱର IICଙ୍କ ଦ୍ୱାରା ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି
୨୦୦୦ ଏପିସୋଡ୍ରେ ପହଞ୍ଚିଛି ଓଟିଭିର ଲୋକପ୍ରିୟ କାର୍ଯ୍ୟକ୍ରମ ନ୍ୟୁଜ୍ ଫ୍ୟୁଜ୍ ।
ଭାରୋତ୍ତୋଳନରେ ସ୍ୱର୍ଣ୍ଣ ପଦକ ଜିତିଲେ ମୀନା ।
ଆଜି ରେମୁଣାଠାରୁ ନୀଳଗିରି ମିତ୍ରପୁର ଯାଏଁ ୧୦ କିଲୋମିଟର ରାଜରାସ୍ତାରେ ଚାଲି ଚାଲି ଗଲା ଏକ ଦନ୍ତା ।
ବନ୍ଧୁ ଆନନ୍ଦ ଟପ୍ପୋଙ୍କୁ ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ତାଙ୍କର ଜଣେ ମହିଳା ବନ୍ଧୁ ମନଜିତ୍ ଟେଟେ ମିଶି ହତ୍ୟା କରିଥିବା ଆନନ୍ଦଙ୍କ ବାପା ବନ୍ଧନା ଟପ୍ପୋ ଅଭିଯୋଗ ଆଣିଛନ୍ତି।
କଥାରେ ଅଛି ଦୃଢ଼ ଇଚ୍ଚାଶକ୍ତି ଥିଲେ ସବୁ କିଛି ସମ୍ଭବ । ଏଭଳି ଘଟଣା ଦେଖିବାକୁ ମିଳିଛି ଟିଟିଲାଗଡ ସହରରେ ।
ରଥଯାତ୍ରା ପାଇଁ ପୁରୀରେ ମାସ୍କ ବାଧ୍ୟତାମୂଳକ । ଏନେଇ ସୂଚନା ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।