• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ। ଇଂରାଜୀରେ ୨୮ ତାରିଖ ମଙ୍ଗଳବାର।
ତିଥି – ୧୪ଶୀ (ମଳ) ପ୍ରାତଃ ୦୫/୫୨ ଗତେ ଅମାବାସ୍ୟା
ଚନ୍ଦ୍ର- ବୃଷ ପ୍ରାତଃ ୦୫/୩୩  ଗତେ ମିଥୁନ
ଘାତ ଚନ୍ଦ୍ର- ବିଛା ରାଶିର, ପ୍ରାତଃ ୦୫/୩୩ ଗତେ କନ୍ୟା ରାଶିର
ଘାତ ବାର- ମକର ରାଶିର
ପୁଷ୍କର ଦୋଷ- ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ- କୃଷିହାନି-ଭୂମିଦାନ   

ଶୁଭ ସମୟ- 
ପ୍ରାତଃ ୦୫/୧୪ ରୁ ୦୬/୫୩ 
ଦିବା ୦୯/୩୮ ରୁ ୧୨/୧୬
ସନ୍ଧ୍ୟା  ୦୪/୪୬ ରୁ ୦୫/୩୨
ରାତ୍ରି  ୦୯/୦୭ ରୁ ୧୦/୦୧
ରାତ୍ରି ୧୨/୧୧ ରୁ ୦୨/୨୧

ଅଶୁଭ ସମୟ
ଋାହୁକାଳ - ଦିବା ୦୩/୦୭ ରୁ ୦୪/୪୬ 
କାଳବେଳା - ଦିବା ୦୧/୨୮ ରୁ ୦୩/୦୭
ବାରବେଳା – ପ୍ରାତଃ ୦୬/୫୩ ରୁ ୦୮/୩୨
କାଳରାତ୍ରି - ରାତ୍ରି ୦୭/୪୬ ରୁ ୦୯/୦୭

ଆଜିର ରାଶିଫଳ-
ମେଷ:
ଅଶ୍ୱନୀ – ଜୀବନ ଉତ୍କୁଷ୍ଟ କରିବା ଲାଗି ଚେଷ୍ଟା କରନ୍ତୁ
ଦ୍ୱିଜା – ପରିବାରରେ କାହା ସହ ବାଦ ବିବାଦ ହୋଇପାରେ।
କୃତିକା – କୌଣସି କଥାକୁ ନେଇ ବନ୍ଧୁଙ୍କ ସହିତ ତର୍କବିତର୍କ ହୋଇପାରେ।
ପ୍ରତିକାର -  ହନୁମାନଙ୍କର ପୂଜାର୍ଚ୍ଚନା କରନ୍ତୁ।

ବୃଷ:
କୃତିକା- କାର୍ଯ୍ୟରେ ନୂଆ ସମ୍ଭାବନା ତଲାସ କରିବେ।
ରୋହିଣୀ- ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିହାତି ନିଅନ୍ତୁ।
ମୃଗଶିରା- ପରିବାରରେ ଆନନ୍ଦ ଉଲ୍ଲାସର ପରିବେଶ ରହିବ।
ପ୍ରତିକାର- ମା କମଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ।


ମିଥୁନ:
ମୃଗଶିରା - ଆପଣଙ୍କ  ମନରେ ଏଭଳି ବିଚାର ଆସିବ ଯାହା ଦ୍ୱାରା ପ୍ରଗତିର ବାଟ ଖୋଲିବ।
ଆଦ୍ରା-  ଅଫିସରେ ବାକିକାମ ସବୁକୁ ସଂପୂର୍ଣ୍ଣ କରିବେ। 
ପୁନର୍ବସୁ-  ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷଣ ବଢିବ।
ପ୍ରତିକାର– ଦତ୍ତାତ୍ରେୟଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ ।

କର୍କଟ:
ପୁନର୍ବସୁ- ଜରୁରୀ କାମ ଶେଷ କରିବାରେ ସଫଳ ହେବେ।
ପୁଷ୍ୟା –  ଲାଗି ରହିଥିବା ଚିନ୍ତା ଦୂର ହୋଇଯିବ। 
ଅଶ୍ଳେଷା -  କୌଣସି ସହପାଠୀ ଆପଣଙ୍କର ସାହାଯ୍ୟ ଆଶା କରିପାରନ୍ତି।
ପ୍ରତିକାର – ମା ଭୁବନେଶୂରୀଙ୍କର ମହାକବଚ ଧାରଣ କରନ୍ତୁ।

ସିଂହ:
ମଘା – କାରବାରରେ ଆପଣଙ୍କର ବହୁତ ଲାଭ ହେବ।
ପୂ, ଫାଲଗୁନୀ- ପୂର୍ବର ସାମାଜିକ କାର୍ଯ୍ୟ ଲାଗି ମାନ ସମ୍ମାନ ବଢିବ।
ଉ, ଫାଲଗୁନୀ– ଜୀବନ ସାଥୀଙ୍କ ସହିତ ଦୀର୍ଘ ସମୟ ଧରି କଥାବାର୍ତ୍ତା କରିବେ।
ପ୍ରତିକାର – ଓଁ ହ୍ରୀଂ ହ୍ରୀଂ ରାଂ ରାମାୟ ନମଃ ଜପ କରନ୍ତୁ।

କନ୍ୟା:
ଉ. ଫାଲଗୁନୀ– କିଣାବିକା ବେଳେ ସାବଧନତା ଅବଲମ୍ବନ କରନ୍ତୁ। 
ହସ୍ତା-  ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ।              
ଚିତ୍ରା- ବ୍ୟବସାୟୀ ନିଜର ଜରୁରୀ କାଗଜପତ୍ର ସମ୍ଭାଳି ରଖନ୍ତୁ।
ପ୍ରତିକାର - ତ୍ରୀପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ ।

ତୁଳା: 
ଚିତ୍ରା – ଅଜଥା ଖର୍ଚ୍ଚାନ୍ତରେ ପଡିପାରନ୍ତି।
ସ୍ୱାତୀ – କୌଣସି ପୁରୁଣା ବିବାଦର ସମ୍ମୁଖୀନ କରିବାକୁ ପଡିବ। 
ବିଶାଖା –  ଗଣମାଧ୍ୟମ ପ୍ରତିନିଧି ପାଇଁ ଦିନଟା ବ୍ୟସ୍ତତାରେ କଟିବ। 
ପ୍ରତିକାର – ଶିବଙ୍କର ଦର୍ଶନ କରନ୍ତୁ

ବିଛା:
ବିଶାଖା – ସବୁକାମ ଆପଣଙ୍କ ମନ ମୁତାବକ ସଂପୂର୍ଣ୍ଣ କରିବେ
ଅନୁରାଧା - ଆପଣଙ୍କ ବ୍ୟବହାରରେ କିଛି ଲୋକ ପ୍ରଭାବିତ ହେବେ
ଜ୍ୟେଷ୍ଠା  –  ଦାମ୍ପତ୍ୟ ଜୀବନ ମଧୁରତା ବଜାୟ ରହିବ
ପ୍ରତିକାର – ଓଁ ନୃଂ ନୃଂ ନୃଂ ନୃସିଂହାୟ ନମଃ  ପାଠ କରନ୍ତୁ ।

ଧନୁ:
ମୂଳା – ମନରେ ଦବି ରହିଥିବା କଥା ସମ୍ମୁଖକୁ ଆଣନ୍ତୁ
ପୂ , ଷାଢା – ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ଅଚାନକ ସାକ୍ଷାତ ହେବ   
ଉ , ଷାଢା – ଧନ ଲାଭର ଅବସର ପାଇବେ
ପ୍ରତିକାର – ଶ୍ରୀ ରାମଙ୍କର ପୂଜାର୍ଚ୍ଚନା କରନ୍ତୁ

ମକର:
ଉ , ଷାଢା -  ଅନ୍ୟମାନଙ୍କ ଆଗରେ ନିଜର କଥା ସ୍ପଷ୍ଟ  ଭାବରେ କହିବେ
ଶ୍ରବଣା – ଜୀବନସାଥୀ ଆପଣଙ୍କର ପ୍ରଶଂସା କରିବେ।
ଧନିଷ୍ଠା – ସମାଜରେ ମାନ ସମ୍ନାନ ପ୍ରତିଷ୍ଠା ବୃଦ୍ଧି ପାଇବ
ପ୍ରତିକାର – କାଳିଙ୍କ ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ ।

କୁମ୍ଭ:
ଧନିଷ୍ଠା - ଅନ୍ତରଙ୍ଗ ବନ୍ଧୁଙ୍କୁ ଆପଣ ଆର୍ଥିକ ସହାୟତା ମାଗିପାରନ୍ତି।  
ଶତଭିଷା- ନିଜର ଭାବନା ଓ  ଯୋଜନାକୁ କ୍ରିୟାନ୍ୱିତ କରିବା ପାଇଁ ଲଗାଦାର ପ୍ରୟାସ କରିବାକୁ ପଡିବ
ପୂ , ଭାଦ୍ରପଦ- ଚାକିରିରେ ବଦଳି ହେବା ଦ୍ୱାରା ଅସୁବିଧାରେ ପଡି ପାରନ୍ତି
ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ ।

ମୀନ:
ପୂ , ଭାଦ୍ରପଦ - ସପରିବାର ଧର୍ମସ୍ଥାନକୁ ଯିବା ପାଇଁ ଯୋଜନା କରି ପାରନ୍ତି
ଉ , ଭଦ୍ରପଦ - ଆପଣ ସମସ୍ତଙ୍କ ଦୃଷ୍ଟିରେ ଭଲ ହୋଇ ରହିବେ
ରେବତୀ – ଆୟ ଲାଗି ନୂଆ ଉତ୍ସ ସମ୍ମୁଖକୁ ଆସିବ
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)