ଏମ୍ସରୁ କିଭଳି ଏ ଡ୍ରୋନ୍ ପରିଚାଳିତ ହେବ? କେତେ ବେଗରେ ଆଉ କେତେ ଦୂର ଯାଇପାରିବ?
AIIMSରୁ ରକ୍ତ ନେଇ ଟାଙ୍ଗି ମେଡିକାଲ ଯାଇ ଫେରିଥିଲା ଡ୍ରୋନ୍ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ।
ରାଜ୍ୟ ଓ ବାହାର ରାଜ୍ୟର ରୋଗୀ ହନ୍ତସନ୍ତ । ନାହିଁ ନାହିଁରେ ଚାଲିଛି ରାଉରକେଲା ସରକାରୀ ମେଡିକାଲ ।
ଉପାନ୍ତ ଅଞ୍ଚଳର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ହେଉ କି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଥବା ସରକାରୀ ମେଡିକାଲ କଲେଜ, ସବୁଠି ଲାଗିବ ବାୟୋମେଟ୍ରିକ୍ ମେସିନ୍ ।
ରାଜ୍ୟରେ ୧୦ ହଜାର ୭୧୯ କ୍ୟାଡର ପୋଷ୍ଟ ଥିବା ବେଳେ ମାତ୍ର ୪୦ରୁ ୪୫ ପ୍ରତିଶତ ଡାକ୍ତରରେ କାମ ଚାଲିଛି । ତେଣୁ ସରକାର ଡାକ୍ତରମାନଙ୍କୁ ୨୪ ଘଣ୍ଟା କାମରେ ଖଟାଉଛନ୍ତି ।
ଏଭଳି ବିକଳ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବେହେରାଗୁଡ଼ା ଗାଁରେ ।
କଟକ ଏସ୍ସିବି ମେଡିକାଲ କଲେଜରେ ବିନା କ୍ୟାନ୍ସରରେ ରୋଗୀଙ୍କୁ କ୍ୟାନ୍ସର୍ ଟ୍ରିଟମେଣ୍ଟ, ଅଙ୍ଗ ହରାଇଲେ ରୋଗୀ ।
ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ଲମତାପୁଟ ବ୍ଲକରେ ଗୋଟିଏ ମାତ୍ର ଶବବୁହା ଆମ୍ବୁଲାନ୍ସ ରହିଛି ।
ଭାଟପଡ଼ା ଗାଁର କୃପାସିନ୍ଧୁ ସାହୁ ନାମକ ଜଣେ ବ୍ୟକ୍ତି ଦୁର୍ଘଟଣାରେ ଗୁରୁତର ହୋଇ ମେଡିକାଲ ଆସିଥିଲେ । ପରେ ତାଙ୍କର ମୋବାଇଲ ଲାଇଟ୍ରେ ଚିକିତ୍ସା କରାଯାଇଥିଲା ।
ଆଜି ବି ରାଜ୍ୟର ଅନେକ ଗାଁରେ ଚିକିତ୍ସା ସୁବିଧା ନାହିଁ । କେଉଁଠି ହସ୍ପିଟାଲ ନାହିଁ ତ କେଉଁଠି ହସ୍ପିଟାଲ ଥିଲେ ଡାକ୍ତର ନାହାନ୍ତି । କେଉଁଠି ଷ୍ଟାଫ୍ ନାହାନ୍ତି ।
ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରି ନୂତନ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି, ହେଲେ ଏହି ବିକଳ ଚିତ୍ର ଦେଖିବା ପରେ ସ୍ୱାସ୍ଥ୍ୟ ବିଭାଗର ପାରିବାପଣିଆକୁ ନେଇ ପ୍ରଶ୍ନ ଉଠିଛି।