• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

breaking news
ସଂକ୍ଷେପରେ ଆଜିର ତାଜା ଖବର - Monday, 04 July 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Monday, 04 July 2022
Bonded Labourers
ମୁଖ୍ୟମନ୍ତ୍ରୀ ଓ ଶ୍ରମମନ୍ତ୍ରୀଙ୍କ ଜିଲ୍ଲାରେ ଦାଦନ ସମସ୍ୟା ଉତ୍କଟ, କିଏ କରିବ ସମାଧାନ ?

ଶ୍ରମିକ ଦଲାଲର ଲୋଭନୀୟ କଥାରେ ପଡ଼ି ଭିଟାମାଟି ଛାଡ଼ିବା ପରେ ନରକ ଯନ୍ତ୍ରଣା । ବେଳେବେଳେ ଘରକୁ ମୃତଦେହ ଫେରିବ କି ନାହିଁ ତାକୁ ନେଇ ବି ସନ୍ଦେହ ।

Flagship Programmes
ଭୋଟ ପାଇଁ ସରକାରଙ୍କ କାରସାଦି ! ବଜେଟ୍‌ରେ ଫ୍ଲାଗସିପ୍ ଯୋଜନାକୁ ଫୋକସ୍‌

ରାଜ୍ୟ ବଜେଟ ଫୋକସ୍‌ରେ ୨୦୨୪ ନିର୍ବାଚନ ଭୋଟରଙ୍କୁ ଆକୃଷ୍ଠ ଲାଗି କେତେକ ଫ୍ଲାଗ୍‌ସିପ୍‌ ପ୍ରୋଗ୍ରାମକୁ ଗୁରୁତ୍ୱ ଦେଇଛନ୍ତି ଅର୍ଥମନ୍ତ୍ରୀ ।

 BJB College
ବିଜେବି କଲେଜ ଛାତ୍ରୀ ମୃତ୍ୟୁ ମାମଲା, CBI ତଦନ୍ତ ଦାବି କଲେ ରୁଚିକାଙ୍କ ବାପା

ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ଛାତ୍ର ସଂଗଠନର ଧାରଣା । ଗେଟ୍ ଆଗରେ ଧାରଣାରେ ବସିଲେ ନବ ନିର୍ମାଣ ଛାତ୍ର ସଂଗଠନ ।

Covid 19
ମହାମାରୀ କରୋନାର ଲମ୍ବଡିଆଁ; ମାସ ଶେଷ ସୁଦ୍ଧା ରାଜ୍ୟରେ ପିକ୍‌ ଛୁଇଁବ ସଂକ୍ରମଣ

ରାଜ୍ୟରେ ୨୪ ଘଣ୍ଟାରେ ୩୪୬ ନୂଆ ଆକ୍ରାନ୍ତ ଚିହ୍ନଟ । କେବଳ ଖୋର୍ଦ୍ଧା ଓ କଟକରୁ ଦୈନିକ ସଂକ୍ରମଣର ୭୦% ଚିହ୍ନଟ ।

Ruchika Mohanty
ବିଜେବି ଛାତ୍ରୀ ଆତ୍ମହତ୍ୟାକୁ ନେଇ ବଢୁଛି ସସ୍‌ପେନ୍ସ, ସୁଇସାଇଡ୍ ନୋଟ୍‌ରେ ଥିବା ୩ ସିନିୟର କିଏ ?

ରୁଚିକା ଆତ୍ମହତ୍ୟା ଅଭିଯୋଗ ମାମଲାରେ ପୋଲିସ ତଦନ୍ତ ରିପୋର୍ଟ ହସ୍ତଗତ ହେବା ପରେ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ଟୁଇଟ୍ କରି କହିଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ।

Rain
ସ୍ୱଳ୍ପବୃଷ୍ଟିରୁ ପ୍ରଭାବିତ ଚାଷ, ଜୁନ୍ ୩୦ ସୁଦ୍ଧା ରାଜ୍ୟରେ ୪୦% କମ୍ ବର୍ଷା

ବର୍ଷା ଅଭାବରୁ ୯ ଜିଲ୍ଲାରେ ସ୍ଥିତି ସଂଗୀନ । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, ନବରଙ୍ଗପୁର, ଖୋର୍ଦ୍ଧା, ଭଦ୍ରକ ଓ ବଲାଙ୍ଗିରରେ ୫୦ ପ୍ରତିଶତରୁ କମ୍ ବର୍ଷା ।

Swadheen Gaud
ପୁଣି ଏକ ନମ୍ବର ରାଙ୍କ କବ୍‌ଜା କଲେ ସ୍ୱାଧୀନ ଗୌଡ଼

ସେ ପୂର୍ବରୁ ସାରା ଓଡ଼ିଶାରେ ୧ ନମ୍ବର ରାଙ୍କରେ ରହିଥିବା ବେଳେ ଏଥର ମଧ୍ୟ ସେ ନିଜର ଶୀର୍ଷ ସ୍ଥାନ ଅକ୍ତିଆର କରି ରଖିଛନ୍ତି ।

Snake
ସାପ ପାଟିରୁ ବାହାରିଲା ୮ଟି ଗୋଟା କୁକୁଡ଼ା ଅଣ୍ଡା ! ଦେଖନ୍ତୁ ଭିଡିଓ..

ମୟୂରଭଂଜ ଜିଲ୍ଲା ଖୁଣ୍ଟା ବନାଞ୍ଚଳ କହ୍ନାଇବନ୍ଧ ଗାଁରୁ ଉଦ୍ଧାର ହୋଇଛି ଏକ ବିରାଟ ଚମ୍ପା ନାଗ ।

Snake Bite Treatment
ସାପ କାମୁଡ଼ିଲେ ଡାକ୍ତରଖାନା ନୁହେଁ, ଶିବ ମନ୍ଦିର ଯାଉଛନ୍ତି ଲୋକେ

ଆଜି ବି ସମାଜରୁ ହଟିନି ଅନ୍ଧବିଶ୍ୱାସ । ନାବାଳକକୁ ସାପ କାମୁଡିବାରୁ ଗୁଣିଗାରେଡିର ନେଲେ ସାହାରା ।

Paralakhemundi ACF Death case
ACF ସୌମ୍ୟଙ୍କ ସନ୍ଦେହଜନକ ମୃତ୍ୟୁକୁ ପୂରିଲା ବର୍ଷେ; ଏଯାଏଁ ମିଳିନି ନ୍ୟାୟ

ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁକୁ ବର୍ଷେ ପୂରିଲା । ହେଲେ ତାଙ୍କ ପରିବାର ଲୋକେ ଆଜି ପର୍ଯ୍ୟନ୍ତ ନ୍ୟାୟ ଅପେକ୍ଷାରେ ...

Youth Jumps Into Mahanadi River
ଚାକିରି ଚାପରେ ମହାନଦୀକୁ ଡେଇଁଲେ ଜୀବନ ହାରିଲେ ଯୁବକ

ଚାକିରି ଚାପରୁ ମହାନଦୀକୁ ଡେଇଁଲେ ଜୀବନ ହାରିଲେ ଯୁବକ। ମୁଣ୍ଡଳି ଠାରେ ନିଜର ବୁଲେଟ୍‌ ରଖି ନିଖୋଜ ଥିଲେ।

Allegation Against Bolangir Sadar Tehsildar
ଅଡ଼ୁଆରେ ତହସିଲଦାର: ମଲା ଲୋକଙ୍କ ନାଁରେ ବିକୁଥିଲେ ଜମି

ବଲାଙ୍ଗିର ସଦର ତହସିଲଦାରଙ୍କ ବିରୋଧରେ ଜମି ଠକେଇ କାରବାର ନେଇ ଅଭିଯୋଗ ହୋଇଛି। ଯୋଜନାବଦ୍ଧ ଭାବେ ଜମି ହଡ଼ପ କରାଯାଇ ଥିବା ଅଭିଯୋଗ ହୋଇଛି।

Athlete Dutee Chand Also Faced Ragging
ଅଲମ୍ପିଆନ୍ ଦୂତୀ ଚାନ୍ଦ ବି ହୋଇଥିଲେ ରାଗିଂର ଶିକାର, କହିଲେ- ‘କାହାକୁ କହି ହେଉନଥିଲା କି ସହି ହେଉନଥିଲା’

ଭୁବନେଶ୍ୱର ସ୍ପୋର୍ଟସ୍‌ ହଷ୍ଟେଲ୍‌ରେ ଅଲମ୍ପିଆନ୍ ଦୂତୀ ଚାନ୍ଦଙ୍କୁ ରାଗିଂ କରାଯାଇଥିଲା। ଏଭଳି ଘଟଣା କାହାକୁ କହି ହେଉନଥିଲା କି ସହି ହେଉନଥିଲା ବୋଲି ଦୂତୀ ସୋସି‌ଆଲ୍ ମିଡିଆରେ କମେଣ୍ଟ ଦେଇ ଲେଖିଛନ୍ତି।

Unborn baby dies, family alleges medical negligence
ଗର୍ଭସ୍ଥ ଶିଶୁ ମୃତ, ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକ

ନର୍ସଙ୍କ କାର୍ଯ୍ୟରେ ବାଧା ଦେବାରୁ ଜଣେ ପ୍ରସୂତିଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଠିକ୍ ସମୟରେ ପ୍ରସବ ହୋଇନପାରିବରୁ ଅଧା ଜନ୍ମିତ ଅବସ୍ଥାରେ ଶିଶୁପୁତ୍ରଟିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। 

Khordha: Over 20 passengers injured as bus, en-route Bhubaneswar from Banki, overturns near Simor at
ହଠାତ୍‌ ରାସ୍ତା କଡ଼କୁ ଖସିଲା ଯାତ୍ରୀବାହୀ ବସ; ୨୦ରୁ ଉର୍ଦ୍ଧ୍ୱ ଆହତ

ରାସ୍ତା କଡ଼କୁ ଖସିଲା ଯାତ୍ରୀବାହୀ ବସ...ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା...

Odisha sees highest single-day spike in Covid19 cases
ରାଜ୍ୟରେ ୩୦୦ ଟପିଲା ଦୈନିକ ସଂକ୍ରମଣ ସଂଖ୍ୟା

ରାଜ୍ୟରେ ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ...୨୪ ଘଣ୍ଟାରେ ଆଉ ୩୪୬ ଆକ୍ରାନ୍ତ ଚିହ୍ନଟ...

prisoner escapes from cuttack SCB Medical
କଟକ ବଡ଼ ମେଡିକାଲରୁ ବିରଧୀନ କଏଦୀ ଫେରାର୍

ବଡ଼ ମେଡିକାଲରୁ ଚମ୍ପଟ୍ ମାରିଲା ବିଚାରାଧୀନ କଏଦୀ....

 'Adapa Abhada'
ଆଜିଠୁ ଭକ୍ତ ପାଇବେ ଆଡ଼ପ ଅବଢ଼ା

ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ତିନି ଠାକୁର...ଆଜିଠୁ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢ଼ା...

Daily Horoscope
Daily Horoscope 3rd July 2022: ଏହି ରାଶିର ବ୍ୟକ୍ତି ଆଜି ସତର୍କ ରୁହନ୍ତୁ, ନଚେତ୍‌ ଠକାମିରେ ପଡ଼ିପାରନ୍ତି

ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୩ ତାରିଖ, ରବିବାର। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

  • Sunday, 03 July 2022
Heavy To Very Heavy Rainfall Likely In Odisha
୨୪ ଘଣ୍ଟାରେ ଲଘୁଚାପ କ୍ଷେତ୍ର ! ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୪ ଦିନ ଯାଏ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

BJB College Girl Student Commits Suicide
ଜୀବନ ହାରିଲେ ବିଜେବି କଲେଜ ଛାତ୍ରୀ, ସୁଇସାଇଡ୍‌ ପଛରେ ୩ ସିନିୟର !

କିଏ ସେହି ୩ ସିନିୟର, ଯେଉଁମାନଙ୍କ ନିର୍ଯାତନା ସହି ନପାରି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଲେ ବିଜେବି କଲେଜ ଛାତ୍ରୀ । ସିନିୟରଙ୍କ ମାନସିକ ନିର୍ଯାତନା ସହି ନପାରି ଜୀବନ ହାରୁଥିବା ସୁଇସାଇଡ୍ ନୋଟ୍‌ରେ ଛାତ୍ରୀ ଜଣକ ଉଲ୍ଲେଖ କରିଛନ୍ତି। 

breaking news
ସଂକ୍ଷେପରେ ଆଜିର ତାଜା ଖବର - Sunday, 03 July 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Sunday, 03 July 2022
420 Tahasildar
ବାଡ଼ ଯଦି ଫସଲ ଖାଏ, ଆଉ ତହସିଲଦାର ଯଦି କରନ୍ତି ଜମି ଚୋରି ! ତେବେ କ’ଣ ହେବ ?

ବଲାଙ୍ଗିର ସହର ଉପକଣ୍ଠ ଧୂମମରା ଗାଁରେ ଥିବା ଆଦର୍ଶ ବିଦ୍ୟାଳୟ ପଛକୁ ଲାଗି ରହିଥିବା ଏକ ମୂଲ୍ୟବାନ ଜମିର ପ୍ରକୃତ ମାଲିକ ହେଉଛନ୍ତି ଧୁମାମରା ଗାଁର ହର୍ଷ ଷାଣ୍ଡ ।

Gold Price
ସୁନାପ୍ରେମୀଙ୍କ ମୁଣ୍ତରେ ଚଡ଼କ, ବଢ଼ିଲା ୧୧୫୦ ଟଙ୍କା

ସୁନାପ୍ରେମୀଙ୍କୁ ଝଟକା । ମହଙ୍ଗା ହେଲା ସୁନା । କେନ୍ଦ୍ର ସରକାର ସୁନା ଉପରେ ଆମଦାନି ଶୁଳ୍କ ଓ କୃଷି ସେସ୍ ଲାଗୁ କରିବା ପରେ ହଠାତ୍ ଉପରମୁହାଁ ହୋଇଛି ଦର ।