• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Special story
ଅଡ଼ୁଆରେ ଟୁଙ୍ଗୁରୁ ଭୋଳ ଓ ବର୍ଷା : ଉଭୟଙ୍କ ବିରୋଧରେ ଥାନାରେ ମାମଲା

ଅଳ୍ପ ଦିନରେ ଷ୍ଟାର ପାଲଟିଥିବା ଟୁଙ୍ଗୁରୁ ଏବେ ଅକଳରେ ପଡ଼ିଛନ୍ତି । ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରାଗଲାଣି ।

11 hurt as Bolero rams into roadside tree in Kandhamal
ଗଛରେ ପିଟି ହୋଇ ଓଲଟିଲା ବୋଲେରୋ, ୧୧ ଆହତ

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବୋଲେରୋ..

Viral Video
ମଧ୍ୟାହ୍ନ ଭୋଜନ ରନ୍ଧାକୁ ନେଇ ଏସଏଚଜି ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍ : ବିସ୍କୁଟ୍‌ ଖାଇ ଫେରିଲେ ଛାତ୍ରଛାତ୍ରୀ

ସ୍କୁଲ ଭିତରେ ଦୁଇ ଗୋଷ୍ଠୀର ମହିଳାମାନେ ଭୁଲି ଯାଇଥିଲେ ହିତାହତ ଜ୍ଞାନ

Odisha Assembly
୬ ଘଣ୍ଟା ଚାଲିବ ଗୃହ କାର୍ଯ୍ୟ : ଜୁଲାଇ ୨ରୁ ବିଧାନସଭାର ମୌସୁମୀ ଅଧିବେଶନ

ଅପରାହ୍ନ ଅଧିବେଶନ ଘଣ୍ଟାଏ ବଢ଼ି ୪ଟାରୁ ୭ଟା ପର୍ଯ୍ୟନ୍ତ ଚାଲିବାକୁ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି

Special story
କୁନି ଝିଅ ସୋନାଲୀ ସହୁଛି ଅକଥନୀୟ ଯନ୍ତ୍ରଣା : ଅପରେସନ୍‌ ସମୟରେ ରହିଯାଇଛି ସିଲଭର ତାର

ଯିଏ ଦେଖୁଛି ଆହା ପଦେ କହୁଛି, ଶୀଘ୍ର ସୁସ୍ଥ ହେଉ ବୋଲି କାମନା ବି କରୁଛନ୍ତି ।

Mother surrenders before police after killing daughter in Odisha
‘ମୋ ଝିଅକୁ ମୁଁ ମର୍ଡର କରିଛି’...ଜନ୍ମ ଦେଇଥିଲି, ଜୀବନ ନେଇଗଲି

ଝିଅକୁ ହତ୍ୟା କରିବା ପରେ ମହିଳା ଜଣକ ଥାନାରେ ଆତ୍ମସମର୍ପଣ କରି ନିଜର ଅପରାଧ ସ୍ୱୀକାର କରିଛନ୍ତି। ଏହାପରେ ପୋଲିସ ଅଭିଯୁକ୍ତ ମା’ ବେବି ବିବିକୁ ଗିରଫ କରିଛି।

Corona
ରାଜ୍ୟରେ ବଢ଼ୁଛି ସଂକ୍ରମଣ ! ସତର୍କ ରହିବାକୁ ପରାମର୍ଶ

ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୯ ହଜାର ୬୦୨କୁ ବୃଦ୍ଧି । ସୁସ୍ଥ ହେଲେଣି ୪ କୋଟି ୨୮ ଲକ୍ଷ ୮ ହଜାର ୬୬୬ ଆକ୍ରାନ୍ତ ।

Daily Horoscope
Daily Horoscope 29th June 2022: ଏହି ରାଶିର ବ୍ୟକ୍ତି ଯାତ୍ରା ସମୟରେ ସତର୍କ ରୁହନ୍ତୁ

ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ, ବୁଧବାର। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

Heavy Rainfall In Next 5 Days In Odisha
ପାଣିପାଗ ବିଭାଗର ସତର୍କ ସୂଚନା- ୫ ଦିନ ପ୍ରବଳ ବର୍ଷିବ !

ଆଜି ଅଧିକାଂଶ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Muktikant
ରାଷ୍ଟ୍ରପତି ଭବନ ହାଜତରେ ମୁକ୍ତିକାନ୍ତ, ରାଉରକେଲାରୁ ଚାଲିଚାଲି ଯାଇଥିଲେ ଦିଲ୍ଲୀ

ରାଉରକେଲାରେ ସୁପର ସ୍ପେଶାଲିଟି ହସ୍ପିଟାଲର କାର୍ଯ୍ୟକ୍ଷମ ଦାବି କରି ଖବରର ଶିରୋନାମାରେ ରହିଥିଲେ ମୁକ୍ତିକାନ୍ତ ।

Utkal University
ଉତ୍କଳ ବିଶ୍ୱବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗର ଭର୍ତ୍ସନା, ବିଶ୍ୱବିଦ୍ୟାଳୟ ଶିକ୍ଷାଦାନରେ ସ୍ମାର୍ଟ୍ କ୍ଲାସ ରୁମ୍‌ର ବିଶେଷ ଭୂମିକା ନାହିଁ

ସ୍ମାର୍ଟ୍ କ୍ଲାସ ରୁମ୍ ପ୍ରତିଷ୍ଠା ଲାଗି ବିଶ୍ୱବିଦ୍ୟାଳୟ ପାଖରେ ପାଣ୍ଠି ଅଛି । ଉଚ୍ଚ ଶିକ୍ଷା ବିଭାଗ ଏଥିଲାଗି ଅନୁଦାନ ଦେଇ ପାରିବ ନାହିଁ ।

Naba Jauban Darshan
ଶ୍ରୀଜିଉଙ୍କ ନବଯୌବନ ଦର୍ଶନ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା

୧୫ଦିନର ଅନବସର ପରେ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ । ଦୁଇବର୍ଷ ପରେ ନବଯୌବନ ଦର୍ଶନ ଲାଗି ଭକ୍ତଙ୍କୁ ସୁଯୋଗ ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Wednesday, 29 June 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Wednesday, 29 June 2022
Ranga Taranga
ପ୍ରବାସୀ ଓଡ଼ିଆଙ୍କୁ ମନୋରଞ୍ଜନର ବୁଷ୍ଟର୍ ଡୋଜ୍ ଦେବାକୁ ଆମେରିକା ଯାଉଛି ତରଙ୍ଗ ପ୍ଲସ୍‌ ଟିମ୍

ଆମେରିକାର କାଲିଫର୍ଣ୍ଣିଆରେ ଓଡ଼ିଶା ସୋସାଇଟି ଅଫ୍ ଆମେରିକାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଛି ଜୁଲାଇ ୨ ତାରିଖରେ ।

Lord Jagannath
ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ ମଝିରେ ଆଉ ୨ ଦିନ, ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରଥଟଣାର ମକଡ୍ରିଲ 

ଘୋଷଯାତ୍ରା ପାଇଁ ବଡଦାଣ୍ଡରେ ଠିଆ ତିନି ରଥ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ । ରଥରୁ ମେଣ୍ଡି କଢ଼ାଯିବା ପରେ ତିନି ପାର୍ଶ୍ୱରେ ୨୭ଟି ଶିଖର ଡମ୍ବୁରୁ ଲଗାଯାଇଛି ।

Love Story
ନାବାଳିକା ଅବସ୍ଥାରେ ପତ୍ନୀ ସହ ସଂପର୍କ ରଖି ଅଡୁଆରେ ସ୍ୱାମୀ, ୫ବର୍ଷ ପୂର୍ବ ମାମଲାରେ ଭୋଗୁଛନ୍ତି ଜେଲ୍ ଦଣ୍ଡ

ସ୍ୱାମୀଙ୍କୁ ମୁକୁଳାଇବା ପାଇଁ ଆଇନଗତ ଲଢ଼େଇ ଲଢ଼ୁଛନ୍ତି ପତ୍ନୀ । ପଢ଼ନ୍ତୁ ବଲାଙ୍ଗିର ଜିଲ୍ଲାର ଜଟିଳ ପ୍ରେମ କାହାଣୀ ।

Ardhendu Das
EOWର ରେଡ୍‌ ପରେ ଅର୍ଦ୍ଧେନ୍ଦୁଙ୍କ ନାଁରେ ଆଉ ଏକ ମାମଲା, ଆସବାବପତ୍ର କିଣି ଟଙ୍କା ଦେଇନଥିବା ଅଭିଯୋଗ

ଅର୍ଦ୍ଧେନ୍ଦୁଙ୍କ ନାଁରେ କଟକ ପୁରୀଘାଟ ଥାନାରେ ଏତଲା ଦାଏର ହୋଇଛି । କଟକର ବ୍ୟବସାୟୀ ନିସିତ ଅଗ୍ରୱାଲଙ୍କଠାରୁ ୧୧ ଲକ୍ଷ ଟଙ୍କାର ଆସବାବପତ୍ର କିଣି ୬ ଲକ୍ଷ ୬୦ ହଜାର ବଳକା ଟଙ୍କା ଦେଉନଥିବା ଅଭିଯୋଗ ହୋଇଛି ।

Ratha Jatra
ଶୃଙ୍ଖଳିତ ରଥଯାତ୍ରା ପାଇଁ ପୋଲିସ ପ୍ରଶାସନର ମକ୍‌ଡ୍ରିଲ୍‌, ଦେଖନ୍ତୁ ଭିଡିଓ

ଅତିରିକ୍ତ ପୋଲିସ ଡିଜି ରାଧାକୃଷ୍ଣ ଶର୍ମାଙ୍କ ନେତୃତ୍ୱରେ ତିନୋଟି ରଥରେ ନିଯୁକ୍ତ ପୋଲିସ ଓ ମାଜିଷ୍ଟ୍ରେଟଙ୍କୁ ଉପସ୍ଥିତିରେ ଏହି  ଅଭ୍ୟାସ କରାଯାଇଛି ।

Cobra gives birth to 19 babies at rescuer's home
ସାପଧରାଳିଙ୍କ ଘରେ ୧୯ ସାପ ଛୁଆ

ଅଣ୍ଡାରୁ ଫୁଟି ବାହାରିଲେ ୧୯ ତମ୍ପ ଛୁଆ।  ଜଣେ ସାପଧରାଳିଙ୍କ ଘରେ ଏହି ସାପ ଛୁଆ ଅଣ୍ଡାରୁ ଫୁଟି ବାହାରିଛନ୍ତି।

Artiste dressed as Laxman dance to Odia viral song
ଗୁଆ ଘିଅ ଗୀତରେ ଯୁବତୀଙ୍କ ସହ ମଞ୍ଚ ଦୁଲୁକାଇଲେ ଲକ୍ଷ୍ମଣ !

ରାମ-ସୀତା ବେଶଧାରୀଙ୍କ ଆଧୁନିକ ଗୀତରେ ଡ୍ୟାନ୍ସ ଭିଡିଓ ଭାଇରାଲ ପରେ ଏବେ ଲକ୍ଷ୍ମଣ ବେଶଧାରୀଙ୍କ ଡ୍ୟାନ୍ସ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଗୁଆ ଘିଅ ଗୀତରେ ୨ ଝିଅଙ୍କୁ ଧରି ମଞ୍ଚ ଦୁଲୁକାଇଥିଲେ ଲକ୍ଷ୍ମଣ ବେଶଧାରୀ।

  • Tuesday, 28 June 2022
Special story
ପ୍ରଶାସନକୁ ଶକ୍ତ ଚାପୁଡ଼ା ମାରିବା ପରି ପ୍ରଶ୍ନ କଲେ ଦୃଷ୍ଟିବାଧିତ ଛାତ୍ର : ଥତମତ ହୋଇଗଲେ ଅଧିକାରୀ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ୍‌ ଅନ୍ତର୍ଗତ ବେହେରାଗୁଡା ସ୍କୁଲ୍‌ର ଜଣେ ଛାତ୍ର ସ୍କୁଲ୍‌ ସମସ୍ୟାର ସମାଧାନ ପାଇଁ ଯାଇଥିବା ଅଧିକାରୀଙ୍କୁ ଏମିତି କିଛି ପ୍ରଶ୍ନ କରିଛନ୍ତି....

Special story
ନବଯୌବନ ଦର୍ଶନ ପାଇଁ ସମୟ ନିର୍ଘଣ୍ଟ ଜାରି : କେତେବେଳେ ଦର୍ଶନ ଆଉ କେତେବେଳେ ବନ୍ଦ, ଜାଣନ୍ତୁ...

ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମ ୧ ଘଣ୍ଟା ପରିମାଣିକ ଦର୍ଶନ

Kishan nagar IIC suspended
ଆକ୍ସନ ମୋଡ୍‌ରେ ଡିଜିପି- ସସ୍‌ପେଣ୍ଡ୍‌ ହେଲେ କିଶନ ନଗର IIC

ଦାୟିତ୍ୱରେ ଅବହେଳା ପାଇଁ କିଶନନଗର ଥାନା IIC ସସ୍ମିତା ରଣାଙ୍କୁ ପୋଲିସ ଡିଜି ନିଲମ୍ବିତ କରିଛନ୍ତି। ଘଟଣାକୁ ନେଇ IICଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ SP ସୁପାରିସ କରିଥିଲେ।