• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Srimandir
ଶ୍ରୀଗୁଣ୍ଡିଚା ରୋଷଘର ଚୁଲି ଭାଙ୍ଗିଲା କିଏ ?

ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି କିନ୍ତୁ ଚୁଲି ଭଙ୍ଗା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି କୌଣସି ଚୁଲି ଭଙ୍ଗାଯାଇ ନାହିଁ । ବ୍ୟକ୍ତିଗତ ବିବାଦରୁ ଏଭଳି ଅଭିଯୋଗ ଆସିଥାଇପାରେ ।

BJB College Student Death
ବିଜେପି କଲେଜ ଛାତ୍ରୀ ଆତ୍ମହତ୍ୟା: ସମ୍ପୃକ୍ତ ଅଛନ୍ତି ୩ ସିନିୟର !

ବିଜେବି କଲେଜର କାରୁବାକି ହଷ୍ଟେଲ ୨୦୧ ନମ୍ବର ରୁମ୍‌ରୁ ଆଜି ଯୁକ୍ତ ୩ ପ୍ରଥମ ବର୍ଷର ହିଷ୍ଟ୍ରି ଅନର୍ସ ଛାତ୍ରୀ ରୁଚିକା ମହାନ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ତେବେ ତାଙ୍କର ସୁଇସାଇଡ୍ ନୋଟ୍ ସାମ୍ନାକୁ ଆସିବା ପରେ ଚାଞ୍ଚଲ୍ୟ ପ୍ରକାଶ ପାଇଛି ।

Niranjan Pujari
ବଜେଟ୍ ୨୦୨୨; ମଧ୍ୟାହ୍ନ ଭୋଜନ ପାଇଁ ୮୫୧ କୋଟି, ବ୍ୟାଗ୍-ୟୁନିଫର୍ମ ପାଇଁ ୧୯୩ କୋଟି

ରାସ୍ତାଘାଟ ରକ୍ଷଣାବେକ୍ଷଣ ପାଇଁ ୨୯୭୦ କୋଟି ବିନିଯୋଗ ଲକ୍ଷ୍ୟ ରଖାଯାଇଥିବା ବେଳେ ବିଜୁ ଏକ୍ସପ୍ରେସ ୱେ ପାଇଁ ୩ ଶହ କୋଟିର ବ୍ୟୟବରାଦ ପ୍ରସ୍ତାବ କରାଯାଇଛି ।

Haladhar Naga
ରଥଯାତ୍ରାରେ ରାଗଚଣା ବିକିଲେ ପଦ୍ମଶ୍ରୀ ହଳଧର ନାଗ

ରାଗଚଣା ଖାଇବାକୁ ଲାଗିଲା ବହୁଲୋକଙ୍କ ଭିଡ଼ । କୌଣସି କାମ ଛୋଟ ନୁହେଁ, ବାର୍ତ୍ତା ଦେଲେ ହଳଧର ।

IMD issues yellow warning to 24 districts for heavy rain
୪୮ ଘଣ୍ଟାରେ ଲଘୁଚାପ ! ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସହ ଉତ୍ତର ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି...

Niranjan Pujari
ମୌସୁମୀ ଅଧିବେଶନରେ ସରକାରଙ୍କ ପୂର୍ଣ୍ଣାଙ୍ଗ ବଜେଟ୍, ୨ ଲକ୍ଷ କୋଟିର ବ୍ୟୟ ଅଟକଳ

କାଳିଆ ଯୋଜନା ପାଇଁ ୧୮୭୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ କୃଷି ଗବେଷଣା ଓ ଶିକ୍ଷା ପାଇଁ ୧୬୧ କୋଟି ବ୍ୟୟବରାଦ କରାଯାଇଛି ।

Covid19: Masks now mandatory for people in Cuttack; CMC issues advisory
ଭୁବନେଶ୍ୱର ପରେ ଏବେ କଟକରେ ମାସ୍କ ବାଧ୍ୟତାମୂଳକ

କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲା ସିଏମ୍‌ସି...

Covid 19
କୋଭିଡ୍‌ ସଂକ୍ରମଣ ବଢ଼ିଛି, ହେଲେ ଚିନ୍ତାର ବିଷୟ ନାହିଁ

ରାଜ୍ୟରେ କୋଭିଡ ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା । ରଥଯାତ୍ରା ଯୋଗୁଁ କୋଭିଡ ବଢିଛି କି ନାହିଁ ୧୦/୧୫ ଦିନରେ ଜଣାପଡ଼ିବ ।

Plus 3 student found hanging in Bhubaneswar BJB College
ଆତ୍ମହତ୍ୟା କଲେ ବିଜେବି କଲେଜ ଛାତ୍ରୀ ! କାରଣ ଅସ୍ପଷ୍ଟ

ଭୁବନେଶ୍ୱର ବିଜେବି କଲେଜ ଛାତ୍ରୀ ନିବାସରୁ ମିଳିଲା ଝୁଲନ୍ତା ମୃତଦେହ...

Monsoon Session of OdishaAssembly: Following pandemonium over Nupur Sharma matter, Speaker adjourns
ନୁପୂର ଶର୍ମା ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ; ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ନୁପୂର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ବିଧାନସଭାରେ ହଟ୍ଟଗୋଳ । ବିଜେପି ଓ କଂଗ୍ରେସ ମୁହାଁମୁହିଁ...

Smart School
ସ୍ମାର୍ଟ ସ୍କୁଲର ସ୍ମାର୍ଟ ବ୍ୟବସ୍ଥା ! ଛାତରୁ ପାଣି ଗଳିବାରୁ ଭାସିଲା ଶ୍ରେଣୀଗୃହ

ନରସିଂହପୁର ଅନନ୍ତନାରାୟଣ ଉଚ୍ଚବିଦ୍ୟାଳୟ ସ୍କୁଲ ଛାତରୁ ପାଣି ଗଳି ଭାସିଲା ଶ୍ରେଣୀଗୃହ ।

Special story
ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଦେଲେ ଦୁର୍ବୃତ୍ତ : କାଲି ରାତିରେ ରୋଷ ଘରେ ପଶିଥିବା ସୂଚନା

କାଲି ରାତିରେ ରୋଷ ଘରେ ପଶି କେହି ଚୁଲି ଭାଙ୍ଗିଥିବା ଆଶଙ୍କା

6 giant fish trapped in fishermen’s nets in Jajpur
ଜାଲରେ ପଡ଼ିଲା ୬ଟି ବିଶାଳକାୟ ମାଛ; ଦେଖିବାକୁ ପ୍ରବଳ ଭିଡ଼...

ଯାଜପୁର ରସୁଲପୁର ଖରସ୍ରୋତା ନଦୀରେ ଧୀବରଙ୍କ ଜାଲରେ ପଡ଼ିଲା ୬ଟି ବଡ଼ ମାଛ । ମାଛ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଛି...

Special story
ଧୋନୀଙ୍କ ଆଣ୍ଠୁ ଯନ୍ତ୍ରଣା ପାଇଁ ଆୟୁର୍ବେଦିକ ଚିକତ୍ସା : ଖର୍ଚ୍ଚ ମାତ୍ର ୪୦ ଟଙ୍କା

୪୦ ଟଙ୍କା ଖର୍ଚ୍ଚ କରି ଚିକିତ୍ସିତ ହେଉଛନ୍ତି କ୍ୟାପଟେନ୍‌ କୁଲ୍‌ ।

Monsoon session of Odisha Legislative Assembly begins
ଗୃହରେ ପର୍ଯ୍ୟଟନ କ୍ଷେତ୍ରକୁନେଇ ସରଗରମ ଆଲୋଚନା; ପ୍ରସଙ୍ଗ ଉଠାଇଲେ ଶାସକ ଦଳ ବିଧାୟକ

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ: ପ୍ରଶ୍ନକାଳରେ ପର୍ଯ୍ୟଟନ କ୍ଷେତ୍ରକୁନେଇ ଆଲୋଚନା ସରଗରମ ହୋଇଛି ।

ratha jatra
ବାରିପଦାରେ ଆଜି ଗଡ଼ିବ ରଥ : ସୁଭଦ୍ରାଙ୍କ ରଥକୁ ଟାଣି ଟାଣି ନେବେ ମହିଳା ଭକ୍ତ

ଗତକାଲି ତିନି ଠାକୁରଙ୍କୁ ରଥାରୁଢ଼ କରାଯାଇଛି, ଅଧାବାଟ ଯାଏ ଟଣା ହେବ ମା ସୁଭଦ୍ରାଙ୍କ ରଥ

rain
ଆସନ୍ତା ୪ରୁ ଛେଚିବ : ଉତ୍ତର, ଉପକୂଳ ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ସମ୍ଭାବନା

କେତେକ ସ୍ଥାନରେ ବର୍ଷା ସାଙ୍ଗକୁ ବଜ୍ରପାତ ନେଇ ପୂର୍ବାନୁମାନ

breaking news
ସଂକ୍ଷେପରେ ଆଜିର ତାଜା ଖବର - Saturday, 02 July 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Saturday, 02 July 2022
Forest Officer
ଫରେଷ୍ଟ ଅଫିସରଙ୍କ ମହାନତା; ପୋଖରୀ ଖୋଳି ଗାଁ ଲୋକଙ୍କ ଦୁଃଖ ଦୂର କଲେ

ଖଗେଶ୍ୱରଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ଜଙ୍ଗଲ ଜଳୁଥିବାର ଖବର ପାଇବା ମାତ୍ରେ ନିଆଁ ଲିଭାଇବାକୁ ବଣକୁ ଯାଇଥିଲେ । ଗାଁ ଲୋକଙ୍କ ଦୁଃଖ ଶୁଣିବା ପରେ ନିଜସ୍ୱ ଉଦ୍ୟମରେ ଗାଁରେ ଖୋଳି ଦେଲେ ପୋଖରୀ। ଏବେ ପାଣିର ବିଲକୁଲ ନାହିଁ ସମସ୍ୟା । ଗାଧୁଆଠୁ ଆରମ୍ଭ କରି ଚାଷ, ସବୁ କାମରେ ଗାଁ ଲୋକ ଦେଖାଉଛନ୍ତି ଉତ୍ସାହ ।

Ratha Jatra
ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଅଫତାବ୍‌ ହୁସେନଙ୍କ ଉଦ୍ୟମରେ ହେଲା ରଥଯାତ୍ରା

କରୋନା କଟକଣା ହଟିବା ପରେ ଇଟାମାଟିରେ ଅଫତାବଙ୍କ ଉଦ୍ୟମରେ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ କରାଯାଇଥିଲା ।

Budget Session
ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରିବେ ବିରୋଧି, ହୁଲସ୍ତୁଲ ହେବ ଗୃହ !

ଗଠନ ହୋଇଛି ନୂଆ ମନ୍ତ୍ରୀମଣ୍ଡଳ । ବିଧାନସଭାରେ ମଧ୍ୟ ପୂରା ନୂଆ ଟିମ୍ । ବାଚସ୍ପତି, ସଂସଦୀୟ ବ୍ୟାପର ମନ୍ତ୍ରୀ, ମୁଖ୍ୟ ସଚେତକ, ଉପମୁଖ୍ୟ ସଚେତକ ସମସ୍ତେ ନୂଆ । ତେଣୁ ବଜେଟ ଅଧିବେଶନ ପରିଚାଳନା ଏମାନଙ୍କ ପାଇଁ ଚ୍ୟାଲେଞ୍ଜ ହେବ ।

Ratha Jatra
ଘୋଷଯାତ୍ରାରେ କେତେ ଭାବ, କେତେ ଭଙ୍ଗୀ; ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନରେ କୃତ୍ୟ କୃତ୍ୟ ଭକ୍ତ

ନୃତ୍ୟ-ସଂକୀର୍ତ୍ତନରେ ବିଭୋର ହୋଇଗଲେ ଶ୍ରଦ୍ଧାଳୁ । ଭକ୍ତଙ୍କ ସେବା କରି ସ୍ୱେଛାସେବୀ ଲଭିଲେ ଆତ୍ମସନ୍ତୋଷ ।

Enforcing Polythene Ban
ରାଜ୍ୟରେ ତିନି ବର୍ଷ ତଳୁ ପ୍ଲାଷ୍ଟିକ୍‌ ବ୍ୟାନ୍‌ ସତ୍ତ୍ୱେ କାହିଁକି ମିଳୁନି ସୁଫଳ ?

କଟକଣା ଲାଗିଲା, ଧରପଗଡ ଆରମ୍ଭ ହେଲା, ଆଉ ଆରମ୍ଭରୁ ତୁତୁ ମେମେ ଦେଖିବାକୁ ମିଳିଲା । ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବିରୋଧରେ ବିଏମ୍ସି ପକ୍ଷରୁ ଆଜି ଭୁବନେଶ୍ୱର ଡମଣା ହାଟରେ ଚଢାଉ କରାଯାଇଛି ।

Ratha Jatra
ରାଜ୍ୟ ଓ ରାଜ୍ୟ ବାହାରେ ବି ଗଡ଼ିଲା ରଥ, ଅହମ୍ମଦାବାଦ-କୋଲକାତା-ହାଇଦ୍ରାବାଦରେ ରଥଟଣା

ହାଇଦ୍ରାବାଦରେ ରଥଯାତ୍ରାରେ ସାମିଲ ହେଲେ ବୈଜୟନ୍ତ । ଚିଲିକାରେ ନୌକାରେ ନିର୍ମିତ ରଥରେ ଠାକୁରଙ୍କ ଜଳଯାତ୍ରା ।