ଯଦି ଆମେ ଦସ୍ତାବିଜ ସବୁ ଦେଖିବା ତେବେ, ଜମିର ମାଲିକାନା ରହିଛି ଚିଟଫଣ୍ଡ କମ୍ପାନୀ ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ ନାଁରେ । ଜାତୀୟ ରାଜପଥ କଡ଼ରେ ଥିବା ୨ ଏକର ଜମିକୁ କୋଟିଏ ଟଙ୍କାରେ ବିକ୍ରି କରିଛି କମ୍ପାନୀ ।