• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 13 October 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Manoranjan Behera
  • 2 years ago

ଦୀପାବଳିରେ ସୂର୍ଯ୍ୟୋପରାଗ ଓ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ; କିଭଳି ହେବ ପାକ ତ୍ୟାଗ ଓ ଦେବନୀତି ? ଜାଣନ୍ତୁ..

ଏଥର ଗୋଟିଏ ମାସରେ ଅମାବାସ୍ୟାରେ ସୂର୍ଯ୍ୟୋପରାଗ ପଡୁଥିବା ବେଳେ ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ରଗ୍ରହଣ । More
  • Manoranjan Behera
  • 2 years ago

ଚରମରେ ଧାମନଗର ବିଜେଡିର ଅନ୍ତର୍ଦ୍ୱନ୍ଦ୍ୱ; କର୍ମୀଙ୍କ ନାରା ରାଜୁ ଦାସ ନାହିଁ ତ ଭୋଟ୍ ନାହିଁ

ପ୍ରାର୍ଥୀ ଘୋଷଣା ପରେ ବିଜେଡିରେ ତୀବ୍ର ହେଉଛି ଅସନ୍ତୋଷ । ରାଜେନ୍ଦ୍ରଙ୍କୁ ଟିକଟ୍ ନମିଳିବାରୁ ସମର୍ଥକଙ୍କ ଜୋରଦାର ବିରୋଧ । ଫେଲ୍ ମାରିଲା ଦଳର ତାଳିପକା ଉଦ୍ୟମ । ନାରାବାଜି ଚାଲିଛି ଯେ, ରାଜୁ ଦାସ ନାହିଁ ତ ଭୋଟ୍ ନାହିଁ । More
  • Satyendu Shekher Mishra
  • 2 years ago

କେବେ ହେବ କୋଷ୍ଟାଲ ହାଇୱେ ? ପୁଣି ବାହାରିଲାଣି କେଁ, ନୂଆ ଡିଜାଇନ୍‌କୁ ଜଗତ୍ସିଂହପୁରରୁ ବିରୋଧ

ଖୋଦ୍ ବିଜେଡିର ସାଂସଦ ଓ ବିଧାୟକଙ୍କ କରୁଛନ୍ତି ବିରୋଧ । More
  • Satyendu Shekher Mishra
  • 2 years ago

ରଙ୍ଗଶାଳାକୁ ଡାକି ଚୋରାରେ ଅର୍ଚ୍ଚନା କରୁଥିଲା ଭିଡିଓ ସୁଟ୍, ଚାବି ରିଙ୍ଗ୍-ଭ୍ୟାନିଟି-ବଲ୍‌ବରେ ଲାଗୁଥିଲା ସ୍ପାଏ କ୍ୟାମେରା

ଅର୍ଚ୍ଚନାର ଜାଗମରା ଭଡ଼ାଘର ରଙ୍ଗଶାଳା । ଫସେଇବାକୁ ସ୍ପାଇ କ୍ୟାମେରାରେ ସୁଟ୍ ହେଉଥିଲା ଭିଡିଓ । More
  • Manoranjan Behera
  • 2 years ago

ହୁ ହୁୁ ହୋଇ ବଢୁଛି ଖାଦ୍ୟ ସାମଗ୍ରୀର ଦର; ତ୍ରାହି ତ୍ରାହି ଡାକିଲେଣି ଖାଉଟି

ମହଙ୍ଗା ମାଡ଼ରେ ସନ୍ତୁଳି ହେଉଛନ୍ତି ଦେଶର କୋଟି କୋଟି ଗରିବ, ଖଟିଖିଆ ଓ ମଧ୍ୟବିତ୍ତ । More
  • Satyendu Shekher Mishra
  • 2 years ago

ନୂଆ ଫର୍ଦ୍ଦ; ଅଧିକାଂଶ ବିଜେଡି ନେତା ଅର୍ଚ୍ଚନା ଫାଶରେ, ସ୍ୱାମୀ କରୁଥିଲା ଡ୍ରଗ୍ସ କାରବାର !

ବିଜେଡିର ବହୁ ଯୁବ ନେତୃତ୍ୱ ବି ଅର୍ଚ୍ଚନାଙ୍କ ଘରକୁ ରୀତିମତ ଯାଆସ କରୁଥିଲେ । ଅର୍ଚ୍ଚନାର ସ୍ୱାମୀ ଜଗବନ୍ଧୁ ଚାନ୍ଦ ଡ୍ରଗ୍ସ କାରବାର ଭଳି ସାଂଘାତିକ ଅପରାଧରେ ସଂପୃକ୍ତ ଥିବା କହିଛନ୍ତି ବାବୁ ସିଂ । More
  • Manoranjan Behera
  • 2 years ago

ନାମାଙ୍କନ ଦାଖଲ ନେଇ ସସ୍‌ପେନ୍ସ ରଖିଲେ ରାଜୁ ଦାସ

ଟିକେଟ ନପାଇ ନିଜ ମନରେ ନଥିବା କ୍ଷୋଭକୁ ପ୍ରକାଶ କରିଛନ୍ତି ଧାମନଗର ବିଜେଡି ନେତା ରାଜେନ୍ଦ୍ର ଦାସ । More
  • Satyendu Shekher Mishra
  • 2 years ago

ଏତେ ଖୁସି ଭିତରେ ବି ଗଭୀର ଦୁଃଖ ! ବାପାଙ୍କ ଆଶା ପୂରଣ ହେଲା, କିନ୍ତୁ ସେ ନାହାନ୍ତି..

ଜଗତସିଂହପୁରର ସ୍ୱର୍ଗତ ମନୋଜ ମହାନ୍ତିଙ୍କ ଝିଅ ସ୍ୱହା ମହାନ୍ତି । ସାରା ଓଡିଶାରେ ୩୪ ନମ୍ବର ରାଙ୍କ ରଖି ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । More
  • Minati Mishra
  • 2 years ago

ଟ୍ରେନ୍‌ ଲାଇନ୍‌କୁ ଯିବେନି ହାତୀ ! ବନ ବିଭାଗ ଲଗାଇଲା ହ୍ୟାଙ୍ଗିଂ ସୋଲାର ଫେନ୍ସିଂ ତାର

ଏଣିକି ଟ୍ରେନ ଧକ୍କାରେ ଯିବନି ହାତୀଙ୍କ ଜୀବନ ।  ହାତୀଙ୍କ ସୁରକ୍ଷା ଲାଗି ବନବିଭାଗର ଏଭଳି ବଡ଼ ପଦକ୍ଷେପ । More
  • Manoranjan Behera
  • 2 years ago

ଠକିଦେଲା ପ୍ରଶାସନ! ପ୍ରତିଶ୍ରୁତି ଦେଇ ବି ମିଳିଲାନି ବୀମା ଟଙ୍କା

ଗତ ବର୍ଷ ବଲାଙ୍ଗିର ଜିଲ୍ଲାରେ ବ୍ୟାପକ ମରୁଡି ହୋଇଥିଲା । ସେ ସମୟରେ ଜିଲ୍ଳାର ହଜାର ହଜାର ଚାଷୀ ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ କରି ପ୍ରଧାନମନ୍ତ୍ରୀ ଫସଳ ବୀମା କରିଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ଜିଲ୍ଳାର ୧୦୪ ଟି ପଂଚାୟତର ଚାଷୀଙ୍କୁ କୃଷି ବୀମା ଟଙ୍କା ମିଳିନାହିଁ । More
  • Satyendu Shekher Mishra
  • 2 years ago

ଯବାନଙ୍କ ଆଖିରେ ଆସିଲା ଲୁହ ! ପାଦ ଧୋଇଲେ-ଡିଜେ-ଦୁଲଦୁଲି-ନାଚଗୀତ କରି ଲୋକେ ପାଛୋଟି ନେଲେ

ଯବାନଙ୍କୁ ପାଛୋଟି ନେବା ପାଇଁ ପୂରା ଦମ୍‌ରେ ଲାଗିପଡିଥିଲେ ଗାଁର ପିଲାଠୁ ବୁଢ଼ା । More
  • Minati Mishra
  • 2 years ago

ଯବାନଙ୍କ ଆଖିରେ ଆସିଲା ଲୁହ ! ପାଦ ଧୋଇଲେ-ଡିଜେ-ଦୁଲଦୁଲି-ନାଚଗୀତ କରି ଲୋକେ ପାଛୋଟି ନେଲେ

ଯବାନଙ୍କୁ ପାଛୋଟି ନେବା ପାଇଁ ପୂରା ଦମ୍‌ରେ ଲାଗିପଡିଥିଲେ ଗାଁର ପିଲାଠୁ ବୁଢ଼ା । More
  • Manoranjan Behera
  • 2 years ago

ବୁଲା କୁକୁର କାମୁଡ଼ାରେ ୩ ବର୍ଷର ଝିଅ ମୃତ, ୧୨ ଗୁରୁତର

ବୁଲା କୁକୁର ଆତଙ୍କ । କୁକୁର କାମୁଡାରେ ଚାଲିଗଲା ନାବାଳିକାର ଜୀବନ । ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ବାଲିପଟା ଗାଁରେ । More
  • Prangyan Parimita
  • 2 years ago

ଐତିହାସିକ କଟକ ବାଲିଯାତ୍ରାକୁ ନେଇ ବିବାଦ : ପ୍ଲଟ ଆବଣ୍ଟନ ନିଲାମକୁ ବିରୋଧ

ବାଲିଯାତ୍ରା ବ୍ୟବସାୟ ମିଳିତ ମଞ୍ଚ ପକ୍ଷରୁ ବିରୋଧ, ପୂର୍ବ ଅପେକ୍ଷା ଏଥର ପ୍ଲଟ୍ ଦାମ୍ ବୃଦ୍ଧି ଅଭିଯୋଗ More
  • Prangyan Parimita
  • 2 years ago

ତ୍ରାହି ଅଚ୍ୟୁତ ଆଶ୍ରମ ଉପରେ ଚଢିଲା ବୁଲ୍ ଡୋଜର : ମାଟିରେ ମିଶିଲା ବେଆଇନ୍‌ କୋଠା

ଭୁବନେଶ୍ୱର ଉପକଣ୍ଠ ଝିଣ୍ଟି ଶାସନ ତ୍ରାହି ଅଚ୍ୟୁତ ଆଶ୍ରମ ଉପରେ ଚଢିଲା ବୁଲ୍ ଡୋଜର More
  • Prangyan Parimita
  • 2 years ago

ଲେଡି ବ୍ଲାକମେଲରଙ୍କ ନାଗଫାଶରେ ୧୮ଜଣ ବିଧାୟକ, ଅଧିକାଂଶ ଶାସକ ଦଳ

୧୮ ବିଧାୟକଙ୍କ ମଧ୍ୟରେ ଅଧିକାଂଶ ଶାସକ ଦଳର ବୋଲି କୁହାଯାଉଛି । More
  • Chandan Shishu
  • 2 years ago

Today Gold Price- 13th Oct: ଲକ୍ଷ୍ମୀଙ୍କ ବାରରେ କିଣନ୍ତୁ ସୁନା

ଗତକାଲି ତୁଳନାରେ ଆଜି ରୂପା ଦରରେ ପରିବର୍ତ୍ତନ ହୋଇଛି । More
  • Prangyan Parimita
  • 2 years ago

‘ସତ ସାମ୍ନାକୁ ଆସିଲେ ଭାଙ୍ଗିଯିବ ବିଜେଡି ସରକାର’

ଲେଡି ବ୍ଲାକ୍‌ମେଲରଙ୍କୁ ନେଇ ବିବାଦରେ ବିଜେଡ଼ି ନେତାମନ୍ତ୍ରୀ । ଅର୍ଚ୍ଚନା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ସାଲୁଜା । More
  • Prangyan Parimita
  • 2 years ago

ମହାକଳ୍ପବଟରେ କଅଁଳିଲା ପତ୍ର : ସତ ହେଲା ଉଦ୍ୟାନ ବିଭାଗର ଭବିଷ୍ୟବାଣୀ

ନେମାଳରୁ ଆସିଲା ଶୁଭଖବର…ମହାକଳ୍ପବଟରେ କଅଁଳିଲା ପତ୍ର….ହରିବୋଲ ହୁଳହୁଳିରେ କମ୍ପିଲା ପରିବେଶ More
  • Chandan Shishu
  • 2 years ago

ବିଦ୍ରୋହୀ ସାଜିବେ ରାଜେନ୍ଦ୍ର ଦାସ ! ବଦଳିଯିବ କି ଧାମନଗର ରାଜନୀତିର ଚିତ୍ର ?

ହେଲେ ଶେଷ ମୁହୂର୍ତ୍ତରେ ବାଜି ମାରି ନେଲେ ଅବନ୍ତୀ।  More
  • Chandan Shishu
  • 2 years ago

ଲକ୍ଷ୍ମୀପୂଜା ଭସାଣ ବେଳେ ଅଘଟଣ, ଜଣକ ପରେ ଜଣେ ଭାସିଗଲେ

ଟଣାସ୍ଥଳରେ ଜଗତପୁର ଥାନା ପୋଲିସ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପହଞ୍ଚି  ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।  More
  • Chandan Shishu
  • 2 years ago

ମାଲବାହୀ ଟ୍ରେନ୍‌ର ୪ ବଗି ଲାଇନଚ୍ୟୁତ

ଲାଇନଚ୍ୟୁତ ହେବାରୁ ସେହି ରୁଟ ଦେଇ ଚଳାଚଳ କରୁଥିବା କିଛି ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି।  More
  • Satyendu Shekher Mishra
  • 2 years ago

ଘନେଇଲାଣି ଚିଟ୍‌ଫଣ୍ଡ ବାତ୍ୟା ! ସରକାର ଟଙ୍କା ଆଦାୟ କରୁଛନ୍ତି ହେଲେ ଲୋକଙ୍କୁ ଦେଉ ନାହାନ୍ତି

ଯଦି ଆମେ ଦସ୍ତାବିଜ ସବୁ ଦେଖିବା ତେବେ, ଜମିର ମାଲିକାନା ରହିଛି ଚିଟଫଣ୍ଡ କମ୍ପାନୀ ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ ନାଁରେ । ଜାତୀୟ ରାଜପଥ କଡ଼ରେ ଥିବା ୨ ଏକର ଜମିକୁ କୋଟିଏ ଟଙ୍କାରେ ବିକ୍ରି କରିଛି କମ୍ପାନୀ । More
  • Satyendu Shekher Mishra
  • 2 years ago

ଉପନିର୍ବାଚନ ଜିତିବାକୁ ସବୁ ଦଳଙ୍କ ଷ୍ଟ୍ରାଟେଜୀ ! ଏଥର ଟର୍ଣ୍ଣିଂ ପଏଣ୍ଟ କହିଲା ବିଜେପି

ଧାମନଗର ଉପନିର୍ବାଚନ: ଅବନ୍ତୀ ଦାସ ବିଜେଡି ପ୍ରାର୍ଥୀ । କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀଙ୍କୁ ଟିକଟ୍ । More
  • Prangyan Parimita
  • 2 years ago

ଫୁଟବଲ୍ ଫର୍ ସ୍କୁଲ ବନାମ ଫୁଟବଲ୍ ଫର ଅଲ୍ : ଗୋଟିଏ ଯୋଜନାକୁ ଭିନ୍ନ ନାଁ ଦେଇ ଶ୍ରେୟ ପ୍ରତିଯୋଗିତା

କେନ୍ଦ୍ର ସରକାରଙ୍କ ଫୁଟବଲ୍ ଫର୍ ସ୍କୁଲ ବନାମ ରାଜ୍ୟ ସରକାରଙ୍କ ଫୁଟବଲ୍ ଫର୍ ଅଲ୍ More
  • Prangyan Parimita
  • 2 years ago

କେମିତି ଠିଆ ହେଲା ମାୟାବିନୀର ବିଶାଳ ସାମ୍ରାଜ୍ୟ ? ED ଓ EOW ରହସ୍ୟ ନଭେଦିବାକୁ ନେଇ ଉଠିଲା ପ୍ରଶ୍ନ

RBIଠୁ ମିଳିଛି ୫ବର୍ଷର ନେଣଦେଣ ତଥ୍ୟ: ଭୁବନେଶ୍ୱର ଡିସିପି More
  • Prangyan Parimita
  • 2 years ago

‘ବାତ୍ୟା ଗୁଜବରେ ପୂର୍ଣ୍ଣଛେଦ, ସପ୍ତାହେ ଭିତରେ ଓଡ଼ିଶାକୁ ସାଇକ୍ଲୋନ୍ ବିପଦ ନାହିଁ ’

୧୭ରେ ଆଉ ଏକ ଘୂର୍ଣ୍ଣିବଳୟ, ୧୮ ବେଳକୁ ସ୍ପଷ୍ଟ ହେବ ଚିତ୍ର More