• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Gold Rate

Gold Rate
Gold Price Today, 16th November 2024: ସୁନା ଦରରେ ପରିବର୍ତ୍ତନ; ଜାଣନ୍ତୁ କେତେ ରହିଛି ଦାମ୍

ନଭେମ୍ବର ପହିଲାରୁ ସୁନା ଦର ପ୍ରାୟ ୬୦୦୦ଟଙ୍କାରୁ ଅଧିକ ହ୍ରାସ ପାଇଛି । ଅର୍ଥାତ୍ ମାତ୍ର ଦୁଇ ସପ୍ତାହ ମଧ୍ୟରେ ସୁନା ଦରରେ ଯଥେଷ୍ଟ ପରିବର୍ତ୍ତନ ହୋଇଛି। ଆସନ୍ତୁ ଜାଣିବା ଆଜି କେଉଁଠି ସୁନାର ଦର କେତେ ରହିଛି...

 Gold Price Today
Gold Price Today: ବୋଲ ମାନୁନି ସୁନା ଦର; ପୁଣି ବଢିଲା ୧୨ ଶହ ଟଙ୍କା...

Gold Price Today: ପୁଣି ୧୨ ଶହ ଟଙ୍କା ମହଙ୍ଗା ହେଲା ସୁନା ।  ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୧ ହଜାର ୨୯୦ । ୨୨ କ୍ୟାରେଟ ସୁନା ଦର ୬୫ ହଜାର ୩୫୦ ଟଙ୍କା  ।

Gold Rate
ପାର୍ବଣରେ ରଙ୍ଗ ଭରିଲା ସୁନା ଦର, ମାସକରେ ଖସିଲାଣି ୨ ହଜାର ଟଙ୍କା

ଆହୁରି ୩ ହଜାର ଯାଏଁ ଖସିବା ନେଇ ଆକଳନ । ରୁପା କିଲୋପିଛା ଶସ୍ତା ହେଲାଣି ୭ ହଜାର ।

Gold Rate
ଆକାଶ ଛୁଆଁ ସୁନା ଦର, ଆଗକୁ ଆହୁରି ବଢ଼ିବ ! ଜାଣନ୍ତୁ କେତେ ରହିଛି ଆଜିର ଦର...

୨୨ କ୍ୟାରେଟ୍ ସୁନାର ମୂଲ୍ୟ ୫୫ ହଜାର ଟଙ୍କା ରହିଛି ।

gold price today
Today Gold Price- 31st Oct : ସୁନା ଦର ଅପରିବର୍ତ୍ତିତ, କିଣିବା ପୂର୍ବରୁ ଜାଣନ୍ତୁ ଆଜିର ମୂଲ୍ୟ

କଟକରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।

gold price today
Today Gold Price- 13th Oct: ଲକ୍ଷ୍ମୀଙ୍କ ବାରରେ କିଣନ୍ତୁ ସୁନା

ଗତକାଲି ତୁଳନାରେ ଆଜି ରୂପା ଦରରେ ପରିବର୍ତ୍ତନ ହୋଇଛି ।