• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Chit Fund

Victim of chit fund scams
ମୁଖ୍ୟମନ୍ତ୍ରୀ ବି ହୋଇଛନ୍ତି ଚିଟଫଣ୍ଡ୍ ଠକେଇର ଶିକାର

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବି ହୋଇଛନ୍ତି ଚିଟଫଣ୍ଡ୍ ଠକେଇର ଶିକାର। ଏମିତି କି କଂଜ୍ୟୁମର କୋର୍ଟରେ ଅପିଲ୍ ପରେ ବି ମିଳିନଥିଲା ପଇସା। ଜାତୀୟ ଉପଭୋକ୍ତା ଦିବସ ଅବସରରେ କିଛି ଏମିତି କହି ଠକେଇରୁ ବଞ୍ଚିବାକୁ ସଚେତନ କରିଛନ୍ତି ମୋହନ। କିନ୍ତୁ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଚିଟ୍ଫଣ୍ଡ ଠକେଇ କାହାଣୀ ଆସିବା ପରେ ପୁଣି ଚର୍ଚ୍ଚାକୁ ଫେରିଛି ଚିଟଫଣ୍ଡ ପ୍ରସଙ୍ଗ।

Victim of chit fund scams
Victim of chit fund scams: ମୁଖ୍ୟମନ୍ତ୍ରୀ ବି ଚିଟ୍‌ଫଣ୍ଡ ଠକେଇର ଶିକାର; ତାଜା ହେଲା ପ୍ରସଙ୍ଗ , କେବେ ଫେରିବ ଟଙ୍କା

ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଚିଟ୍‌ଫଣ୍ଡ କାହାଣୀ ଫେରିବା ପରେ ରାଜ୍ୟରେ ପୁଣି ପ୍ରସଙ୍ଗକୁ ଫେରିଛି ଚିଟ୍‌ଫଣ୍ଡ । କାହିଁକି ନା ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତକୁ ଟଙ୍କା ଫେରସ୍ତ ଥିଲା ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି ।

Odisha CM Mohan Majhi
National Consumers Day: ମୁଁ ବି ଚିଟଫଣ୍ଡ୍ ଠକେଇର ଶିକାର - ମୋହନ ମାଝୀ

ମୁଁ ବି ଚିଟଫଣ୍ଡ୍ ଠକେଇର ଶିକାର ହୋଇଥିଲି । ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ ଆଜି ଏକଥା ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Chit fund Scam
ED ହାତରେ ଦାମୀ କାର୍ … ବ୍ଲୁ ଅଡିକୁ ନେଇ ଚର୍ଚ୍ଚା, ଖୋଳତାଡ ଜାରି

ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ଜବତ ବ୍ଲୁ ଅଡିକୁ ନେଇ ଚର୍ଚ୍ଚା । ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଇଡି ରେଡ୍ କରିଥିଲା । ଏହି ସମୟରେ ED ହାତରେ ଲକ୍ଷାଧିକ ଟଙ୍କା ସହ ଲାଗିଛି ଦାମୀ କାର୍ ।

Enforcement Directorate
ଆକ୍ସନ ମୋଡ୍‌ରେ ଇଡି; ଚିଟଫଣ୍ଡ ସଂସ୍ଥାରେ କରୁଛି ବଡ଼ଧରଣର ଚଢ଼ାଉ

୯୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଓଡ଼ିଶା ସମେତ ଦେଶର ୨୦ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।

Chit Fund Politics
ପୁଣି ଟିଟ୍‌ଫଣ୍ଡ ପ୍ରସଙ୍ଗ ! କ୍ଷମତାକୁ ଆସିଲେ ୨୪ ଘଣ୍ଟାରେ ଫେରାଇବୁ ଟଙ୍କା କହିଲା ବିଜେପି

କଂଗ୍ରେସର ବି ଦେଲା ସମାନ ପ୍ରତିଶ୍ରୁତି । ଆନ୍ଦୋଳନ ଚେତାବନୀ ଦେଲା କ୍ଷତିଗ୍ରସ୍ତ ଜମାକାରୀ ମଞ୍ଚ ।

chit fund
ଆଉ ମିଳିବ ଚିଚଫଣ୍ଡ ଟଙ୍କା ? ସତ୍ୟପାଠରେ ଫୁଟିଲା ଛତୁ, ଦସ୍ତାବିଜରେ ଉଠିଲା ଗଛ

ଟଙ୍କା ଜମା କରିଥିବା ହିତାଧିକାରୀଙ୍କୁ ଆଉ ଟଙ୍କା ମିଳିବ କି ନାହିଁ ଆଶା କମ ଦେଖାଯାଉଛି । କାରଣ ହିତାଧିକାରୀ ଦାଖଲ କରିଥିବା ସତ୍ୟପାଠ ସବୁ ନଷ୍ଟ ହେବାକୁ ବସିଲାଣି । ହିତାଧିକାରୀ ଯାହା ଦାଖଲ କରିଥିଲେ ତାହା ଆଉ ଦସ୍ତାବିଜ୍ ଭାବରେ ନାହଁ । କିଛି ଦସ୍ତାବିଜରେ ଗଛ ଉଠିବା ସହ ଲତା ମାଡ଼ି ଗଲାଣି ।

Chit fund
ଚିଟଫଣ୍ଡ ଠକେଇର ନୂଆ ଫଣ୍ଡା ! ନା ଅଫିସ ନା କାଗଜପତ୍ର, ସିଧା ଆପରେ ଚୂନ

କିଛି ଶହ ଟଙ୍କା ଇନଭେଷ୍ଟ କରି ଲକ୍ଷ ଲକ୍ଷରେ ଇନକମର ଲୋଭ। ଆମେରିକାରୁ ଭିଡିଓ ବାର୍ତ୍ତା ଦେଇ ଡଲାରରେ ଟଙ୍କା ରୋଜଗାରର ଲୋଭ ଦେଖାଇ ଲୋକଙ୍କ କୋଟି କୋଟି ନେଇ ହାୱା ହାୱାଇ ହୋଇଗଲା ଅନ ଲାଇନ ଚିଟଫଣ୍ଡ ସଂସ୍ଥା କ୍ଲାଉଡ୍ ଫଟ୍।

Bhajanagar Murder Case
ଟଙ୍କା ନମିଳିବାରୁ ତାତିଲେ ଚିଟ୍‌ଫଣ୍ଡ ଜମାକାରୀ

ଟଙ୍କା ନମିଳିବାରୁ ତାତିଲେ ଚିଟ୍‌ଫଣ୍ଡ ଜମାକାରୀ। ଶେଷରେ ଆଇନକୁ ନେଲେ ହାତକୁ...

Chit Fund
ଘନେଇଲାଣି ଚିଟ୍‌ଫଣ୍ଡ ବାତ୍ୟା ! ସରକାର ଟଙ୍କା ଆଦାୟ କରୁଛନ୍ତି ହେଲେ ଲୋକଙ୍କୁ ଦେଉ ନାହାନ୍ତି

ଯଦି ଆମେ ଦସ୍ତାବିଜ ସବୁ ଦେଖିବା ତେବେ, ଜମିର ମାଲିକାନା ରହିଛି ଚିଟଫଣ୍ଡ କମ୍ପାନୀ ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ ନାଁରେ । ଜାତୀୟ ରାଜପଥ କଡ଼ରେ ଥିବା ୨ ଏକର ଜମିକୁ କୋଟିଏ ଟଙ୍କାରେ ବିକ୍ରି କରିଛି କମ୍ପାନୀ ।

Chitfund
ହରଡ଼ଘଣାରେ ପଡ଼ିବେ ସରକାର ! ଚିଟ୍‌ଫଣ୍ଡ ଟଙ୍କା ଫେରାଇବାକୁ କି ପଦକ୍ଷେପ ନେଇଛନ୍ତି ପଚାରିଲେ ସୁପ୍ରିମ୍‌କୋର୍ଟ

ଠକଙ୍କଠାରୁ ଟଙ୍କା ତ ଆଦାୟ ହୋଇଛି ହେଲେ କାହିଁକି ଟଙ୍କା ଫେରସ୍ତ ପାଉ ନାହାନ୍ତି ଜମାକାରୀ ?

Chitfund
କୁଆଡ଼େ ଗଲା ୩୦୦ କୋଟିର କର୍ପସ ପାଣ୍ଠି, ଆଉ ଫେରସ୍ତ ଆସିବ ତ ଚିଟ୍‌ଫଣ୍ଡ ଟଙ୍କା ?

ଜଣେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ କ୍ଷୋଭରେ କହିଛନ୍ତି, ରାଜ୍ୟ ସରକାର ଯଦି ଚାହିଁଥାନ୍ତେ, ତାହେଲେ ଇତିମଧ୍ୟରେ ସେମାନେ ଫେରିପାଇଥାନ୍ତେ ଜମାରାଶି । ହାତକୁ ଆସିଥାନ୍ତା କଷ୍ଟ ଉପାର୍ଜିତ ଟଙ୍କା । ତାହେଲେ କାହିଁକି ସରକାର ଚୁପ୍ ?

Chitfund
ଚିଟଫଣ୍ଡ ଠକେଇର ଶିକାର ହୋଇଥିବା ଜମାକାରୀଙ୍କୁ ଆଉ ମିଳିବ ନାହିଁ ଟଙ୍କା !

ଚିଟଫଣ୍ଡ ଠକେଇର ଶିକାର ହୋଇଥିବା ଜମାକାରୀଙ୍କୁ ଆଉ ମିଳିବ ନାହିଁ ଟଙ୍କା ! ଏ ଦୃଶ୍ୟ ହିଁ ଏହାହିଁ କରୁଛି ବୟାନ ।

Chitfund Loot
ସାବଧାନ ! ପୁଣି ମାତିଲେଣି ଚିଟ୍‌ଫଣ୍ଡ ଲୁଟେରା, ଅନ୍‌ଲାଇନ୍‌ରେ ଟାସ୍କ ଦେଇ ଲୁଟୁଛନ୍ତି

ପୁଣି ମାତିଲେଣି ଚିଟ୍‌ଫଣ୍ଡ ଲୁଟେରା । ହେଲେ ଏବେ ଆଫ୍‌ଲାଇନ୍‌ ନୁହେଁ ଆନ୍ଲାଇନ୍‌ରେ । ସାରା ଦେଶ ଏବେ ଡିଜିଟାଲ ଇଣ୍ଡିଆ ଆଡ଼କୁ ଗତି କରୁଥିବା ବେଳେ ଚିଟ୍‌ଫଣ୍ଡ ଠକ ବି ନେଇଛନ୍ତି ଅନ୍‌ଲାଇନ୍‌ର ସାହାରା ।

Rose valley Chitfund
୮ ବର୍ଷ ପରେ ଧରାପଡ଼ିଲା ଆଉ ଜଣେ ଚିଟ୍‌ଫଣ୍ଡ ଲୁଟେରା, ରୋଜଭ୍ୟାଲିର ଓଡ଼ିଶା ମୁଖ୍ୟ ଗିରଫ

୮ ବର୍ଷ ପରେ ଧରା ପଡ଼ିଲା ଆଉ ଜଣେ ଚିଟ୍‌ଫଣ୍ଡ ଲୁଟେରା । ଚିଟ୍‌ଫଣ୍ଡ ସଂସ୍ଥା ରୋଜଭ୍ୟାଲିର ଓଡ଼ିଶା ମୁଖ୍ୟ ଗିରଫ । ଓଡ଼ିଶା ମୁଖ୍ୟ ବିକ୍ରମଜିତ ଭୌମିକଙ୍କୁ ପଶ୍ଚିମବଙ୍ଗ ମଇନାରୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି ।