/odishatv-khabar/media/post_attachments/uploadimage/library/16_9/16_9_0/Vegetable__1666234692.jpg)
Vegetable
କାର୍ତ୍ତିକରେ ଆକାଶଛୁଆଁ ପରିବା ଦର । ପ୍ରାୟ ସବୁ ପରିବାର ଏବେ ୫୦ ଟଙ୍କା ଉପରେ ରହିଛି କେଜି । ଲୋକେ ଆଗରୁ ଶହେ ଟଙ୍କା ଆଣିଲେ ବ୍ୟାଗ୍ ଭର୍ତ୍ତି କରି ପରିବା ନେଉଥିଲେ । ଏବେ ୫ ଶହ ଟଙ୍କାରେ ବି ପୁରୁନି ବ୍ୟାଗ୍ । ଏଭଳି ସ୍ଥିତିରେ ସାଧାରଣ ଗରିବ ଲୋକଟିଏ କଣ ଖାଇବ ଜାଣିପାରୁନି ।
Advertisment
ବଜାରରେ ଭଳିକି ଭଳି ପନିପରିବା । ବେପାରି ପରିବା ଧରି ବିକିବା ପାଇଁ ବସିଛି । ଗ୍ରାହକ ବି ପରିବା କିଣିବା ପାଇଁ ବଜାରରେ ବୁଲୁଛନ୍ତି । ହେଲେ ଦର ପଚାରି ପରିବାରେ ହାତ ନ ମାରି ଚାଲି ଯାଉଛନ୍ତି। କାରଣ ଆକାଶଛୁଆଁ ହୋଇଛି ପରିବା ଦର। କାର୍ତ୍ତିକ ମାସରେ ହୁ ହୁ ହୋଇ ବଢିଛି ପରିବା ଦର । ସାରା ରାଜ୍ୟରେ ପରିବା ଦର ଆକାଶ ଛୁଆଁ । ଅଧିକାଂଶ ପରିବା ଏବେ ୫୦ଟଙ୍କା ଉପରେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)