• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Diwali Gift

ଦାନ କରିବାରେ ରେକର୍ଡ
Inspirational Example: ଦେଶର ୧ ନମ୍ବର ଦାନବୀର, କର୍ମଚାରୀଙ୍କୁ ମହଙ୍ଗା ଉପହାର ଦେବାରେ କରିଛନ୍ତି ରେକର୍ଡ

ଆଜିକା ସମୟରେ ବି ଏପରି ବି କିଛି ବଦାନ୍ୟ ବ୍ୟକ୍ତି ଅଛନ୍ତି, ଯାହାଙ୍କ ପାଇଁ ଦୁନିଆରେ ମଣିଷପଣିଆ ବଞ୍ଚିଛି । ଏପରି ଜଣେ ବ୍ୟକ୍ତି ହେଲେ ଉଦ୍ୟୋଗପତି ଶିବ ନାଦର । ତାଙ୍କୁ କଳିଯୁଗର ଦାନବୀର କୁହାଯାଇପାରିବ । ଦାନ ଦେବାରେ ଅଦାନୀ ଓ ଅମ୍ବାନୀଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ମୋଟ ସମ୍ପତ୍ତି ମାମଲାରେ ଅମ୍ବାନୀ ଓ ଅଦାନୀଙ୍କ ପଛରେ ତୃତୀୟରେ ତାଙ୍କ ନାମ ଆସେ । କିନ୍ତୁ ଦାନ ଦେବା କ୍ଷେତ୍ରରେ ତାଙ୍କ ନାମ ପ୍ରଥମରେ ଆସେ ।

Narendra Modi
ମୋଦି ସରକାରଙ୍କ ଦୀପାବଳି ଉପହାର ! ୭୫୦୦୦ ଯୁବପିଢ଼ିଙ୍କୁ ମିଳିବ ଚାକିରି

ଏଥର ଦୀପାବଳି ହେବ ସ୍ୱତନ୍ତ୍ର । ବେରୋଜଗାର ଯୁବପିଢ଼ିଙ୍କୁ ମିଳିବ ନିଯୁକ୍ତି ପତ୍ର ।

Company Gifted Electric Scooters To Its Employees
ଦୀପାବଳିରେ କର୍ମଚାରୀଙ୍କୁ ଇଲେକ୍ଟ୍ରିକ୍‌ ସ୍କୁଟି ଦେଇ ଚର୍ଚ୍ଚାରେ ଏହି କମ୍ପାନୀ

ଦୀପାବଳି ଅବସରରେ ଅନେକ କମ୍ପାନୀ ନିଜର କର୍ମଚାରୀଙ୍କୁ ବୋନସ୍‌ ପ୍ରଦାନ କରିଥାନ୍ତି। ହେଲେ ଆମେ ଆପଣଙ୍କୁ ଏମିତି ଏକ କମ୍ପାନୀ ବିଷୟରେ କହିବୁ, ଯିଏ ବୋନସ୍‌ ଆକାରରେ କର୍ମଚାରୀଙ୍କୁ ଇଲେକ୍ଟ୍ରିକ୍‌ ସ୍କୁଟି ଉପହାର ସ୍ୱରୂପ ପ୍ରଦାନ କରିଛି।