/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665981107.jpg)
Panchang For Today
ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଗୁରୁବାର । ଚନ୍ଦ୍ର – କର୍କଟ ଦିବା ୧୦/୨୯ ଗତେ ସିଂହ, ତିଥି- ୧୦ ମୀ ଦିବା ୦୪/୦୫ ଗତେ ୧୧ଶୀ, ଘାତ ଚନ୍ଦ୍ର- ଦିବା ୧୦/୨୯ ଗତେ କର୍କଟ , ମକର । ଘାତ ବାର – ତୁଳା ଓ କୁମ୍ଭ ରାଶିର, ପୁଷ୍କର ଦୋଷ – ନାସ୍ତି
Advertisment
ଶୁଭ ସମୟ:
ପ୍ରାତଃ ୦୫/୪୬ ରୁ ୦୭/୧୮
ସନ୍ଧ୍ୟା ୦୬/୦୬ ରୁ ୦୯/୨୬
ରାତ୍ରି ୦୧/୦୫ ରୁ ୦୩/୧୬
ରାତ୍ରି ୦୪/୦୬ ରୁ ୦୫/୪୬
ଅଧିକ ପଢ଼ନ୍ତୁ:Daily Horoscope 20th Oct 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..
ଅଶୁଭ ସମୟ:
ଋାହୁକାଳ – ଦିବା ୧୨/୫୭ ରୁ ୦୨/୨୩
କାଳବେଳା - ଦିବା ୦୨/୨୩ ରୁ ୦୩/୫୦
ବାରବେଳା – ଦିବା ୦୩/୫୦ ରୁ ୦୫/୧୬
କାଳରାତ୍ରି – ରାତ୍ରି ୧୧/୩୧ ରୁ ୦୧/୦୫
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)