ସେହି ୪ଟି ଜିଲ୍ଲା ଖଣି ଖାଦାନରେ ଭରପୁର । ବ୍ଲାକରୋଜ କଥା ବି ଉଠାଇଲେ ଜୟନାରାୟଣ ।
୧୯୫୩ ମସିହାରେ ପ୍ରତିଷ୍ଠିତ ଓଡ଼ିଶାର ଏକ ପ୍ରମୁଖ ରଙ୍ଗମଞ୍ଚ ଏବେ ପାଲଟିଛି ଭୂତକୋଠି । ଜାଗା ବିବାଦର ପଷାପାଲି ଭିତରେ ଅସ୍ତିତ୍ୱ ଖୋଜୁଛି ଜନତା ରଙ୍ଗମଞ୍ଚ।
କେନ୍ଦ୍ରାପଡ଼ାରେ ବି ସାର୍ଟିଫିକେଟ୍ ଜାଲିଆତି । ଯେତେ ଅଧିକ ଟଙ୍କା, ସେତେ ଅଧିକ ମାର୍କ ।
ଅଡୁଆ ହୋଇପାରେ ତଳମୁଣ୍ଡରେ ଜଳ ସଂରକ୍ଷଣ ପଦକ୍ଷେପ ।
୨୦୨୪ରେ କ୍ଷମତା ଦଖଲ ପାଇଁ ବିଜେପିର ବ୍ଲୁ ପ୍ରିଣ୍ଟ । ନବୀନ ସରକାର ବିରୋଧରେ ବଡ଼ ଲଢେଇ ପାଇଁ ସଜବାଜ ।
ବିଧାନସଭାରେ ବିଲ୍ ଆଗତ କଲେ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ । ଫ୍ରି ହୋଲ୍ଡ, ଲିଜ୍ ହୋଲ୍ଡ ସବୁ ଜମି ଉପରେ ଲାଗୁ ହେବ ନିୟମ ।
ଏନସିଆରବି ତଥ୍ୟ, ବଢିଛି ୧୨ % ମାମଲା, ବିଶେଷଜ୍ଞ ବତାଇଲେ ବର୍ତ୍ତିବାର ବାଟ....
ଓଲିଉଡରେ ପୁଣି ଥରେ ବିବାଦ ଦେଖାଦେଇଛି । ଘର ବିକ୍ରି କରିବା ନାଁରେ ଜଣେ ଫିଲ୍ମ ପ୍ରଡ୍ୟୁସର ଗିରଫ ହୋଇଛନ୍ତି । ୭୫ ଲକ୍ଷ୍ୟ ଟଙ୍କା ଠକେଇ ମାମଲାରେ ଫିଲ୍ମ ପ୍ରଡ୍ୟୁସର ଅଜିତାଭ୍ ମଲ୍ଲିକଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ ।
ସ୍କୁଲ ଆଖପାଖରେ ଧରପଗଡ଼ ହେବ ବୋଲି କହିଛନ୍ତି ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର ଲାଲମୋହନ ସେଠୀ । ଆସନ୍ତାକାଲିଠୁ ଏହି କଟକଣା ଲାଗୁ କରାଯିବ ।
ଆଜି ୪୦ରୁ ୫୦ କିମି, କାଲି ୩୦ରୁ ୪୦ କିମି ବେଗରେ ପବନ ବହିପାରେ
ଭାରତରେ ଲଗାତାର ବଢୁଛି କରୋନା ସଂକ୍ରମଣ ସଂଖ୍ୟା
ମାଛଗାଁ ନିକଟରେ ଗାଧୋଇଲା ବେଳେ ଭାସିଯାଇ ୩ ଜଣ ନିଖୋଜ
ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆସନ୍ତା ୨୯ ତାରିଖ ଯାଏ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ରହସ୍ୟ ଘେରରେ ବଲାଙ୍ଗିରରେ ଯୁବ ଆଲବମ୍ ଅଭିନେତ୍ରୀ ରୁଚିସ୍ମିତା ଗୁରୁଙ୍କ ମୃତ୍ୟୁ। ଗତକାଲି ରାତିରେ ରହସ୍ୟଜନକ ଭାବେ ବଲାଙ୍ଗିର ଜିଲ୍ଲା ସୁଦପଡ଼ାର ଏକ ଘରୁ ରୁଚିସ୍ମିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।
ରାସ୍ତା ଉପରେ ଖରାପ ହୋଇ ପଡ଼ିଥିବା ହାଇୱାକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ମୃତ୍ୟରୁ କାରଣ ଜଣାପଡ଼ିନାହିଁ, ପୋଲିସ ତଦନ୍ତ ଆରମ୍ଭ ହୋଇଛି।
ବିଜେପିର ନୂଆ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ବିପୁଳ ସ୍ୱାଗତ, ସମ୍ବର୍ଦ୍ଧନା । ଦାୟିତ୍ୱ ନେବା ପୂର୍ବରୁ ଭଦ୍ରକରେ ଶୋଭାଯାତ୍ରା । ଭଦ୍ରକ-ଭୁବନେଶ୍ୱର ରାସ୍ତାର ବିଭିନ୍ନ ଛକରେ ଦଳୀୟ କର୍ମୀ, ନେତାଙ୍କ ଭବ୍ୟ ସ୍ୱାଗତ । ଆଉ ଭୁବନେଶ୍ୱର ସ୍ଥିତ ଦଳୀୟ ମୁଖ୍ୟାଳୟରେ ବ୍ୟାପକ ସମ୍ବର୍ଦ୍ଧନା ।
ସମ୍ବଲପୁର ପୋଲିସ ଜିଲ୍ଲାରେ ମହିଳାଙ୍କ ପାଇଁ ମୋଟ ୫୧ଟି କନଷ୍ଟେବଲ ପଦବୀ ସଂରକ୍ଷିତ ଥିବା ବେଳେ, ରିଟିନ୍ ଓ ଫିଜିକାଲ୍ କ୍ୱାଲିଫାଏ କରି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛନ୍ତି ମାତ୍ର ୬ ଜଣ ପ୍ରାର୍ଥିନୀ । ଅର୍ଥାତ୍ ମାତ୍ର ୧୧.୭୬ ପ୍ରତିଶତ ପୂରଣ ହେଲା, ୪୫ଟି ପଦବୀ ଖାଲି ପଡ଼ିଲା ।
କେନ୍ଦ୍ରାପଡା ଯାତ୍ରା ମଞ୍ଚରେ ପରଫର୍ମ ନେଇ ଆଇଟମ୍ ଗାର୍ଲ ନିଶା ମହାରଣାଙ୍କ ଏହି ପ୍ରଚାର ତତାଇ ଦେଇଛି କଳାକାରଙ୍କୁ । ସମସ୍ତେ କ୍ଷୁବ୍ଧ । ସଫା ସଫା କହିଛନ୍ତି, ନିଶା ଷ୍ଟେଜକୁ ଚଢିଲେ ସେମାନେ ଯାତ୍ରା ମଂଚ ବର୍ଜନ କରିବେ ।
ବିକାଶଙ୍କ ବାନ୍ଧବୀଙ୍କ ଜନ୍ମଦିନ ପାଳିବା ପାଇଁ ନିଜ ବାନ୍ଧବୀଙ୍କୁ ଧରି ରାତିରେ ଏହି ହୋଟେଲରେ ପହଞ୍ଚିଥିଲେ ଦୁର୍ଗାପ୍ରସାଦ । ବିକାଶ ଏବଂ ଦୁର୍ଗାପ୍ରସାଦ ୨ଟି ରୁମ୍ ବୁକ କରିଥିଲେ । ଆଉ ଠିକ୍ ରାତି ୧୨ଟା ହେବା କ୍ଷଣି ଆରମ୍ଭ ହୋଇଥିଲା ସେଲିବ୍ରେସନ । କଟାଯାଇଥିଲା ବାର୍ଥ ଡେ କେକ୍ । ତା’ପରେ ଆରମ୍ଭ ହୋଇଥିଲା ଖିଆପିଆ
ପ୍ରଥମେ ପଶ୍ଚିମ ଓଡ଼ିଶା । ତାପରେ ଦକ୍ଷିଣ । ଆଉ ଏବେ ଫୋକସରେ ନିଜ ଜିଲ୍ଲା ଗଂଜାମ । କବିସୂର୍ଯ୍ୟନଗର, ହିଂଜିଳିକାଟୁ ଓ ଛତ୍ରପୁରରେ ଆଜି ଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରୀ କାର୍ଯ୍ୟକ୍ରମ । ହେଲେ ସଭା ଦେଖି ଲାଗୁଥିଲା ଯେମିତି ନିର୍ବାଚନ କ୍ୟାମ୍ପେନ୍ ।
ଅଟେଇ ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ଏକ ଗାଁର ମଇଁଷି ପଲ ରାତିରେ ଜଙ୍ଗଲରେ ବୁଲଥିବା ବେଳେ, ବାଘ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
କଟକ ଦୂର ହୋଇଥିବାରୁ ଅଧିକ ଖର୍ଚ୍ଚାନ୍ତ ହୋଇଥିବା ଅଭିଯୋଗ କରିଛନ୍ତି । ସେପଟେ ଏକ ଅଘଟଣରୁ ପୂର୍ଣ୍ଣଚନ୍ଦ୍ର ମହାରଣାଙ୍କ ପୁଅ ଦେହରେ ନିଆଁ ଲାଗିଯିବାରୁ ସେ ବି ନାହିଁ ନଥିବା ହଇରାଣ ହୋଇଛନ୍ତି ।
ଗତ ୨୪ ଘଣ୍ଟାରେ ଦେଶରେ ୧୮୯୦ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି ।