• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Vehicle

Vehicle Seized If Minor Ride
ସ୍କୁଲପିଲା ସାବଧାନ ! ଗାଡ଼ି ଚଳାଇଲେ ଅଭିଭାବକ ଗଣିବେ ୨୫ ହଜାର

ସ୍କୁଲ ଆଖପାଖରେ ଧରପଗଡ଼ ହେବ ବୋଲି କହିଛନ୍ତି ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର ଲାଲମୋହନ ସେଠୀ । ଆସନ୍ତାକାଲିଠୁ ଏହି କଟକଣା ଲାଗୁ କରାଯିବ ।

Vehicle Burn
ସ୍ତ୍ରୀ ସହ ଝଗଡ଼ା ପରେ ଏମିତି ରାଗିଲେ ସ୍ୱାମୀ, ଗୋଟି ଗୋଟି କରି ୮ ଗାଡ଼ି ପୋଡ଼ିଦେଲେ

ସ୍ୱାମୀ-ସ୍ତ୍ରୀଙ୍କ ବଚସା ପରେ ୮ଟି ଗାଡ଼ି ଜାଳିଦେଇଛନ୍ତି ସ୍ୱାମୀ । ୪ଟି ବାଇକ୍‌, ଦୁଇଟି କାର୍‌ ଓ ୨ଟି ଅଟୋ ନିଆଁରେ ଜଳିଯାଇଛି ।

Special Story | Vehicle Skids Off Hill, Passengers Safe
ଭୟଙ୍କର ଦୁର୍ଘଟଣାରୁ ଉଦ୍ଧାର କଲେ ମା ମଣିନାଗେଶ୍ୱରୀ

ସପରିବାର ଖୋର୍ଦ୍ଧା ଟାଙ୍ଗିରୁ ଯାଉଥିଲେ ନୟାଗଡ଼ର ମଣିନାଗେଶ୍ୱରୀ ପୀଠ। ଘାଟି ରାସ୍ତା ଦେଇ ଯାଉଥିବା ବେଳେ ପାହାଡ଼ରୁ ତଳକୁ ଖସିପଡ଼ିଲା କାର୍। କାର୍ ଭିତରେ ଛୋଟ ଛୁଆ ବି ଥିଲେ। ଗାଡ଼ି ଭାଙ୍ଗି ଚୁରମାର୍। ମାଆର ଦୟା... ଦେଖନ୍ତୁ କେମିତି ହେଲେ ଉଦ୍ଧାର

Special Story | Why Prez Kovind’s Vehicle Doesn’t Have Number Plate
ପୁରୀରେ ଯିବା ଆସିବା କରୁଛନ୍ତି ମହାମହିମ... ରାଷ୍ଟ୍ରପତିଙ୍କ ଗାଡ଼ିର ନମ୍ବର ପ୍ଲେଟ୍ କେତେ ?

ଓଡ଼ିଶାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ୨ ଦିନିଆ ଗ୍ରସ୍ତରେ ଆସି ଶ୍ରୀକ୍ଷେତ୍ର ପୁରୀ‌ରେ ସେ ଅଛନ୍ତି। ହେଲେ ରାଷ୍ଟ୍ରପତିଙ୍କ ଗାଡ଼ିରେ ନାହିଁ ନମ୍ବର ପ୍ଲେଟ୍‌ ! କଥାଟା ଟିକେ ଅଡ଼ୁଆ ଲାଗୁଥିଲେ ବି ସତ। ଓଡିଶାରେ ଯିବା ଆସିବା ପାଇଁ ବ୍ୟବହାର କରୁଥିବା ଗାଡି କଥା ଆମେ କହୁନୁ। ରାଷ୍ଟ୍ରପତି ଚଢୁଥିବା ସ୍ୱତନ୍ତ୍ର ଗାଡ଼ିରେ କୌଣସି ନମ୍ବର ପ୍ଲେଟ୍ ନଥାଏ କାହିଁକି?

DL AND RC
ଗାଡି କାଗଜପତ୍ର ଦରକାର ନାହିଁ, ମୋବାଇଲ ଦେଖିଲେ ଛାଡି ଦେବ ପୋଲିସ୍

ଗାଡି ଚାଳକଙ୍କ ପାଇଁ ଖୁସି ଖବର। ଚେକିଂ ବେଳେ ଆପଣ ଆଉ ଅସୁବିଧାରେ ପଡିବେନି। ଏବେ ଡ୍ରାଇଭିଂ ଲାଇସେନ୍ସ ବା ଡିଏଲ ଓ ରେଜିଷ୍ଟ୍ରେସନ ସାର୍ଟିଫିକେଟ ବା ଆରସି ଧରି ଘରୁ ବାହାରିବାର ଆବଶ୍ୟକ ନାହିଁ। ଡିଜି-ଲକର ପ୍ଲାଟଫର୍ମ ବା ଏମ୍-ପରିବହନ ମୋବାଇଲ ଆପରେ ନିଜ ଡକ୍ୟୁମେଣ୍ଟକୁ ରଖି ଡିଜିଟାଲ ରୂପେ ତାହାକୁ ଆପଣ ଦେଖାଇ ପାରିବେ। ଆସନ୍ତୁ ଜାଣିବା ଏହି ନୂଆ ନିୟମ ସମ୍ପର୍କରେ।