• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ncrb

Accident
ଜୀବନ ନେଉଛି ବେପରୁଆ ଗାଡ଼ି ଚାଳନା; ରିପୋର୍ଟ ଦେଲା NCRB 

ଓଭର ସ୍ପିଡିଂ, ବେପରୁଆ ଡ୍ରାଇଭିଂ, ମଦ୍ୟପାନ କରି ଗାଡ଼ି ଚାଳନା। ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁର ବଡ଼ କାରଣ। NCRB ଦ୍ବାରା ପ୍ରକାଶିତ ସଦ୍ୟତମ ରୋଡ୍ ଆକ୍ସିଡେଣ୍ଟସ୍ ଆଣ୍ଡ ସୁଇସାଇଡ୍ ଇନ୍ ଇଣ୍ଡିଆ ରିପୋର୍ଟରୁ ମିଳିଛି ଏମିତି ଚିନ୍ତାଜନକ ତଥ୍ୟ।

Accident
NCRB ରିପୋର୍ଟ: ମଦ୍ୟପାନ-ଓଭରସ୍ପିଡିଂ-ବେପରୁଆ ଗାଡ଼ି ଚାଳନା ନେଉଛି ଅଧିକ ଜୀବନ

ସଡ଼କ ଦୁର୍ଘଟଣାର ୮୦ ଭାଗ ମୃତ୍ୟୁ ପଛର ମୁଖ୍ୟ କାରଣ । NCRBର ସଦ୍ୟତମ ତଥ୍ୟରେ ୩ କାରଣକୁ ଦାୟୀ କରାଯାଇଛି ।

World Suicide Prevention Day
ବିଶ୍ୱ ପାଳୁଛି ଆତ୍ମହତ୍ୟା ନିବାରଣ ଦିବସ; ମାନସିକ ଅବଶାଦକୁ କେମିତି କରିବେ ନିୟନ୍ତ୍ରଣ ?

ଅବସାଦ, ହତାଶ ଆଉ ନିରାଶ । ସାଜିଛି ଶୀତଳ ମୃତ୍ୟୁର ସୌଦାଗର । କେତେବେଳେ ଭେଣ୍ଡିଆ ପୁଅକୁ ଟାଣି ନେଉଛି ମରଣର କୋଳକୁ, ତ’ ଆଉ କେବେ ଅନାଥ କରିଦେଉଛି ପରିବାରକୁ । ଚରମ ନିଷ୍ପତ୍ତି ନେଇ ଜୀବନ ହାରିବାକୁ ପଛାଉନି ମଣିଷ ।

NCRB report
ଚିନ୍ତା ବଢ଼ାଇଲା NCRB ତଥ୍ୟ; ମହିଳା ନିଖୋଜ କ୍ଷେତ୍ରରେ ଦେଶର ୪ର୍ଥ ସ୍ଥାନରେ ଓଡ଼ିଶା

କେତେ ଯେ ବାପା-ମାଆ ଆଜି ବି ସେମାନଙ୍କ ନିଖୋଜ ପିଲାଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି, ତାର ହିସାବ ନାହିଁ । ଏଭଳି ସ୍ଥିତିରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ବା NCRB ତଥ୍ୟ ଏ କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଯେଉଁ ତଥ୍ୟ ରଖିଛି, ତାହା ଅତି ଉଦବେଗଜନକ ।

Odisha records higher suicide rate
ରାଜ୍ୟରେ ବଢ଼ୁଛି ଆତ୍ମହତ୍ୟା ପ୍ରବଣତା ! ଡିଜେ ଆଜେକ୍ସ ଠାରୁ ଆରମ୍ଭ କରି ରୁଚିସ୍ମିତାଙ୍କ ପର୍ଯ୍ୟନ୍ତ . .

ଏନସିଆରବି ତଥ୍ୟ, ବଢିଛି ୧୨ % ମାମଲା, ବିଶେଷଜ୍ଞ ବତାଇଲେ ବର୍ତ୍ତିବାର ବାଟ....

NCRB
NCRB ଦେଲା ସାଂଘାତିକ ତଥ୍ୟ ! ରାଜ୍ୟରେ ବର୍ଷକରେ ହଜିଲେଣି ୪,୧୩୩ ଶିଶୁ, କୁଆଡ଼େ ଯାଉଛନ୍ତି ପତ୍ତା ନାହିଁ

ରାଜ୍ୟରେ ଦିନକୁ ଗାଏବ୍ ହେଉଛନ୍ତି ୧୧ ଶିଶୁ, ବର୍ଷକରେ ଶିଶୁ ନିଖୋଜ ଘଟଣାରେ ୪୨% ବୃଦ୍ଧି ।

NCRB Report
ରାଜ୍ୟରେ କ୍ରମାଗତ ଭାବେ ବଢ଼ି ଚାଲିଛି ମହିଳା ବିରୋଧୀ ଅପରାଧ

ଜାତୀୟ କ୍ରାଇମ୍ ରେକର୍ଡସ ବ୍ୟୁରୋ-ଏନ୍‌ସିଆର୍‌ବିର କ୍ରାଇମ୍-ଇନ୍ ଇଣ୍ଡିଆ ରିପୋର୍ଟର ତଥ୍ୟ ଅନୁଯାୟୀ ରାଜ୍ୟରେ 2020 ତୁଳନାରେ 2021ରେ ମହିଳା ବିରୋଧୀ ଅପରାଧ ମାମଲା ପାଖାପାଖି ୨୩ ପ୍ରତିଶତ ବଢ଼ିଛି ।

NCRB Report
ମହିଳାଙ୍କ ପାଇଁ ଅସୁରକ୍ଷିତ ଓଡ଼ିଶା, ଚିନ୍ତା ବଢ଼ାଇଲା NCRB ରିପୋର୍ଟ

ମହିଳାଙ୍କ ପ୍ରତି ଅପରାଧରେ ୨୩% ବୃଦ୍ଧି, ଦେଶରେ ୩ ନମ୍ବର । ଆଇନ୍‌ଶୃଙ୍ଖଳା ସ୍ଥିତିକୁ ନେଇ ବର୍ଷିଲେ ବିରୋଧୀ ।

Love Crime
ପ୍ରେମଜନିତ ହତ୍ୟାକାଣ୍ଡରେ ଦେଶରେ ଓଡ଼ିଶାର ସ୍ଥାନ ସପ୍ତମ

ପୂର୍ବତନ ମହିଳା କମିଶନ ସଦସ୍ୟାଙ୍କ ମତରେ, ଯୁବ ସମାଜ ଏବେ ବାଟହୁଡ଼ା ହୋଇଛି। ଯୌଥ ପରିବାର ପରିବର୍ତ୍ତେ ଛୋଟ ପରିବାରରେ ରହଣୀ, ସୋସିଆଲ୍ ମିଡିଆର ବହୁଳ ବ୍ୟବହାର ଏଭଳି କାଣ୍ଡ ଭିଆଇବାରେ ସହଯୋଗ କରୁଛି।