ଦୁଃଖ ଓ ପରିତାପର ବିଷୟ ହେଲା ଅଞ୍ଚଳରେ ନେଟୱର୍କ ସୁବିଧା ନ ଥିବାରୁ ନିଇତି ଛଣବଣିଆ ଗାଁ ଠାରୁ ଏକ କିମି ପାହାଡ ଚଢ଼ି ସକାଳ ୬ ଟା ରୁ ସନ୍ଧ୍ୟା ୬ ଟା ଯାଏଁ ଲୋକଙ୍କୁ ସେବା ଯୋଗାଉଛନ୍ତି । ଗଛରେ ମିଶନ ଶକ୍ତିର ବ୍ୟାନର ବନ୍ଧା ହୋଇଛି, ଆଉ ଗଛ ଡ଼ାଳରେ ୱାଇଫାଇ ଟଙ୍ଗା ହୋଇଛି । ମୋବାଇଲରେ ନେଟୱର୍କ କନେକ୍ସନ୍ କରି ଲୋକଙ୍କୁ ସେବା ଯୋଗାଉଛନ୍ତି ବ୍ୟାଙ୍କ୍ ସଖି ।
ମସିହା ୨୦୧୮, ସ୍ଥାନ- ଭଦ୍ରକର ଛେଡାକ ଗାଁ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁର ତିନିଜଣ ଯୁବକ ଦେବେନ୍ଦ୍ର ଦାସଙ୍କ ସାନ ଝିଅକୁ ପେଟ୍ରୋଲ ଢ଼ାଳି ମାରି ଦେଇଥିଲେ । ଆଖି ସାମ୍ନାରେ ଝିଅର ମୃତ୍ୟୁକୁ ବିରୋଧ କରିବା ସହିତ ଥାନାରେ ଏନେଇ କେସ୍ କରିଥିଲେ ମାଆ ଟୁନି ଦାସ୍ । ତେବେ ଥାନାରେ ମାମଲା ଦାୟର କରିବାରୁ ଗତ ୨୩ /୦୨/୨୩ ତାରିଖରେ ଟୁନିଙ୍କୁ ଉଠାଇ ନେଇଥିଲେ ଦୁର୍ବୃତ୍ତ । ଖାଲି ଉଠାଇ ଥିଲେ ତାହା ନୁହେଁ ବରଂ ତାଙ୍କୁ ଦୁଷ୍କର୍ମ କରିବା ସହିତ ପୋଡ଼ି ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ବଡ଼ ଝିଅ ସସ୍ମିତା ଓ ବାପା ଦେବେନ୍ଦ୍ର ।
ଛାତରୁ ତଳକୁ ପଡ଼ି ଆଖି ବୁଜିଲେ ମେଡିକାଲ ଛାତ୍ର। ଏପରି ଏକ ଅଭାବନୀୟ ଘଟଣା ଗତ ରାତିରେ ବାଲେଶ୍ୱର ଜିଲ୍ଲା ଫକୀରମୋହନ ମେଡିକାଲ କଲେଜରେ ଘଟିଛି।
କମିଶନରେଟ ପୋଲିସ୍ କବ୍ଜାରେ ରାଜଧାନୀର ଦୁର୍ଦ୍ଦାନ୍ତ ‘ବାଉନ୍ସର ଗ୍ୟାଙ୍ଗ’। ବଳିଷ୍ଠ ଚେହେରା ସାଙ୍ଗକୁ ଦେହରେ ଟାଟୁ କରିଥିବା ଏହି ଯୁବକମାନେ ବିବାଦୀୟ ଜମି ଅକ୍ତିଆର କରାଇବାକୁ ନେଉଥିଲେ ସୁପାରୀ।
୧୦ ବର୍ଷ ପୂର୍ବେ ମହାନଦୀରେ ବୁଡ଼ି ବଡ଼ ଭାଇର ଯେମିତି ଜୀବନ ଚାଲି ଯାଇଥିଲା, ସେମିତି ଗାଁ ପୋଖରୀରେ ବୁଡ଼ି ୧୨ ବର୍ଷର ସାନ ଭାଇର ଅକାଳ ବିୟୋଗ ହୋଇଛି।
ଗ୍ରାମାଞ୍ଚଳରେ ଆଉ ନୂଆ ମଦ ଦୋକାନ ଖୋଲିବ ନାହିଁ । ସେହିପରି ବିଦେଶୀ ଠିପି ବନ୍ଦ ମଦ ଦୋକାନ ଲାଇସେନ୍ସ ପାଇଁ ଆପ୍ଲିକେସନ୍ ଫି’ ମଧ୍ୟ ବୃଦ୍ଧି ପାଇଛି।
ଆଜି ବି ଜଣେ ମହିଳା ବସୁଧା ଯୋଜନାରେ ପାଣି ନପାଇ ସରପଞ୍ଚଙ୍କୁ ଗୁହାରି କରିବାକୁ ଆସିଛନ୍ତି। ପଂଚାୟତର ଦକ୍ଷିଣ କୁଅଁରପୁର ଗ୍ରାମର ରମାମଣି ବେହେରାଙ୍କ ଅବିଯୋଗ ଶୁଣିଲେ ଆପଣ ବି ବ୍ୟସ୍ତ ହୋଇପଡ଼ିବେ । କାରଣ ତାଙ୍କ ଗାଁକୁ ବସୁଧା ଯୋଜନାରେ ଘରକୁ ଟ୍ୟାପ ସଂଯୋଗ ଥାଇ ବି ପାଣି ଆସୁନାହିଁ । ପାନୀୟଜଳ ଅସୁବିଧା ପାଇଁ ସରପଞ୍ଚଙ୍କୁ କହିଛନ୍ତି ହେଲେ ସୁଫଳ ମିଳୁନି ।
ଭୁବନେଶ୍ୱର ଦୟା ନଦୀରେ ଭାସି ନିଖୋଜ ନାବାଳକର ମୃତଦେହ ଉଦ୍ଧାର ହୋଇଛି। ଗତକାଲି ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ନିକଟରେ ସେ ଭାସି ଯାଇଥିଲେ।
ସମ୍ବଲପୁର ଜିଲ୍ଲା ଶାସନ କେନାଲ ନିକଟରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। କେନାଲକୁ ବୋଲେରୋ ଖସି ପଡ଼ିବା ଯୋଗୁ ୭ ଜଣଙ୍କ ମୃତ୍ୟୁ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଏଭଳି ମିଥ୍ୟା ଖବର କରି ଭାଇରାଲ୍ କରିବା ଆଇନତଃ ଅପରାଧ।
ଏହି ଉତ୍ସବରେ ବିମଣ୍ଡିତ କାର୍ଯ୍ୟଧାରାକୁ ସମସ୍ତ ସାଧୁ ସନ୍ଥ ଓ ସମାଜ ସେବୀ ଏବଂ ସମାଜ ଶୁଦ୍ଧାରକ ଭୂରି ଭୂରି ପ୍ରଶଂସା କରିଥିଲେ ଓ ଆଶୀବାଣୀର ସ୍ରୋତ, ବେଦ ପାଠରେ କମ୍ପିଥିଲା ପୂରା ଏରିଆ
ଧର୍ମର ପ୍ରତୀକ, ଏକତାର ଆଦର୍ଶ, ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ । ପବିତ୍ର ରାମ ନବମୀରେ ରାମ ମୟ ଚତୁର୍ଦ୍ଦିଗ । ରାମ ନାମ ଧ୍ୱନିରେ କମ୍ପୁଛି ମନ୍ଦିର ।
ମନ୍ତ୍ରୀ ନବଦାସ ଗୁଳିକାଣ୍ଡ ହେଉ କି ନାବାଳକ ସମର୍ଥ ଅଗ୍ରୱାଲକୁ ଅପହରଣ ପରେ ଜଘନ୍ୟ ହତ୍ୟା। ଝାରସୁଗୁଡ଼ା ଜିଲ୍ଲା ପାଇଁ ଏ ଦୁଇଟି ଯାକ କଳଙ୍କିତ ଘଟଣାର ତାରିଖ ସମାନ...
ସାରା ରାଜ୍ୟରେ ଜାଲ୍ ସାର୍ଟିଫିକେଟ୍ ରାକେଟ୍ । ବଣିକ୍ ଭଳି କୋଚିଂ ସେଣ୍ଟର ନାଁରେ ଟ୍ୟାକ୍ସ ଫାଙ୍କିବା ଅଭିଯୋଗ । ଉଭୟ ଘଟଣାରେ ବିଜେଡି ନେତାଙ୍କ ଲିଙ୍କ୍ ବିଜେଡି ସରକାରର ଛତ୍ରଛାୟାରେ ଚାଲିଛି କି ଏସବୁ କାରବାର ?
ପ୍ରଥମେ କିଡନ୍ୟାପ୍ ଆଉ ତା’ପରେ ହତ୍ୟା କରି ସମର୍ଥଙ୍କୁ ମରଣଶେଷରେ ଶୁଆଇଦେଲେ ଦୁର୍ବୃତ୍ତ । ଆଜି ନୀରବି ଯାଇଛି ସାରା ଝାରସୁଗୁଡ଼ା । ସ୍ତବ୍ଧ ହୋଇଯାଇଛନ୍ତି ଆତ୍ମୀୟ ସ୍ୱଜନ ପରିବାର ।
ମହଙ୍ଗା ମାଡ଼ରେ ଆକ୍ତାମାକ୍ତା ଖାଉଟି ଉପରେ ଏବେ ପଡ଼ିବ କ୍ଷୀର ଦରବୃଦ୍ଧି ଚଡ଼କ। କାରଣ ପ୍ରତି ଘରେ ସକାଳୁ ନିଇତି ଖୋଜା ପଡ଼ୁଥିବା କ୍ଷୀର ଦାମ୍ ଲିଟର ପିଛା ୪ ଟଙ୍କା ବଢ଼ାଇବାକୁ ନିଷ୍ପତ୍ତି ନେଇଛି ଓମଫେଡ୍।
କଟକ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।
କଟକ ବାଦାମବାଡ଼ିରେ ଥିବା ଭି ବଜାରରେ ପୋଲିସ୍ ଚଢ଼ଉ କରିଛି। ଏକ୍ସପାଏରୀ ସାମଗ୍ରୀ ବିକ୍ରି ଅଭିଯୋଗରେ ଏହି ଚଢାଉ ହୋଇଛି।
ଆଜି ୨୫ ଜିଲ୍ଲାରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୨୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଆଙ୍କର ହୋଇଥିବା କୁନି ଝିଅ ସ୍ଥାନୀୟ ଅଂଚଳର ଗୀତାଞ୍ଜଳି ବିଶ୍ୱାଳ ହୋଇଥିବା ବେଳେ ରିପୋର୍ଟର ହୋଇଥିବା ପୁଅ ଜଣକ ହେଉଛନ୍ତି ଜଗନ୍ନାଥ ବେହେରା । ଗତକାଲି ପୁରୀରେ ଟ୍ରେନ୍ ଲାଇନଚ୍ୟୁତ୍ ହେବା ପରେ ଏଇ ଦୁଇ ଜଣ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଆଉ ଆରମ୍ଭ କରିଦେଇଥିଲେ ନିଜ ଦର୍ଶକଙ୍କୁ ଖବର ଦେବା । ଏମାନେ ଖବର ଦେବାରେ ଏମିତି ମଜି ଯାଇଥିଲେ ଯେ ସେମାନେ ନିଜେ କେତେବେଳେ ଖବର ଭିତରକୁ ଆସିଗଲେ ତାହା ନିଜେ ବି ଜାଣିନଥିଲେ ।
ଘରର ଭୋଜନ କକ୍ଷ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହାକୁ ବାସ୍ତୁ ସିଦ୍ଧାନ୍ତରେ ନ କଲେ ଅନେକ ସମସ୍ୟା ଦେଖାଦେଇଥାଏ। ଆସନ୍ତୁ ଜାଣିବା ଭୋଜନ କକ୍ଷଟିଏ କଲାବେଳେ କେଉଁ ସବୁ ବାସ୍ତୁ ନିୟମ ପ୍ରତି ଧ୍ୟାନ ଦେବାକୁ ହୁଏ।
ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ଗୁରୁବାର
ଗତ କିଛିଦିନ ଧରି ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହେଉଛି। ଆଜି ମଧ୍ୟ କିଛି ସ୍ଥାନରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।
ବଢ଼ିଲା ଓମଫେଡ୍ କ୍ଷୀର ଦର। ଏପ୍ରିଲ ୧ ତାରିଖରୁ ନୂଆ ଦର ଲାଗୁ ହେବ। ପରେ ପ୍ରତି ହାଫ୍ ଲିଟର ଟୋନଡ କ୍ଷୀର ୨୧ ଟଙ୍କାରୁ ୨୩ ଟଙ୍କାକୁ ବୃଦ୍ଧି ପାଇଛି।