ଯେତେବେଳେ କୌଣସି ସିନେମା ନଥିଲା, ସେତେବେଳେ ନାଟକ ହିଁ ଥିଲା କେବଳ ମନୋରଂଜନର ମାଧ୍ୟମ। ଏବେ ସିନେମାର ପ୍ରଭାବରେ ଏହା ଲୋକଙ୍କ ଠାରୁ ଦୂରେଇ ଦୂରେଇ ଯାଉଛି ସିନା କିନ୍ତୁ ଏହାକୁ ଭଲ ପାଉଥିବା ଏକ ନିର୍ଦ୍ଦିଷ୍ଟ ଗୋଷ୍ଟି ଏବେ ବି ଭାରତରେ ଅଛନ୍ତି। କୁହାଯାଏ ଯେ ଭାରତରୁ ହିଁ ଏହାର ବିକାଶ ହୋଇଥିଲା।
କ୍ରେଜ୍ ଏତେ କି ହଲ୍ ଭିତରେ ହିଁ ନିଆଁ ଲଗାଇ ତା ଉପରେ ଡେଇଁଲେ।
୧୯୫୩ ମସିହାରେ ପ୍ରତିଷ୍ଠିତ ଓଡ଼ିଶାର ଏକ ପ୍ରମୁଖ ରଙ୍ଗମଞ୍ଚ ଏବେ ପାଲଟିଛି ଭୂତକୋଠି । ଜାଗା ବିବାଦର ପଷାପାଲି ଭିତରେ ଅସ୍ତିତ୍ୱ ଖୋଜୁଛି ଜନତା ରଙ୍ଗମଞ୍ଚ।
ଦିନେ ନାଟକ ହିଁ ଥିଲା କେବଳ ମନୋରଂଜନର ମାଧ୍ୟମ। ଏବେ ସିନେମାର ପ୍ରଭାବରେ ଏହା ଲୋକଙ୍କ ଠାରୁ ଦୂରେଇ ଦୂରେଇ ଯାଉଛି। କୁହାଯାଏ ଯେ ଭାରତରୁ ହିଁ ଏହାର ବିକାଶ ହୋଇଥିଲା।
ଆପଣଙ୍କର ହଲ୍କୁ ଯାଇ ଫିଲ୍ମ ଦେଖିବାକୁ ଭାରି ଇଛା ଥିବ। କିନ୍ତୁ ଘରେ ଛୋଟ ପିଲା ଥିବାରୁ ଆପଣ ଯାଇ ପାରୁ ନଥିବେ। କାରଣ ପିଲାମାନେ ହଲ୍ରେ କାନ୍ଦନ୍ତି। ହେଲେ ଏବେ ଆଉ ଏ ଅସୁବିଧା ହେବନି। ଏହି ସିନେମା ହଲ୍ ତିଆରି କରିଛି ସାଉଣ୍ଡ୍ ପ୍ରୁଫ୍ 'କ୍ରାଇଙ୍ଗ୍ ରୁମ୍'। ଜାଣନ୍ତୁ ଏହା କେଉଁଠି…
ମଞ୍ଚ ନାଟକର ପରିଚିତ ମଣିଷ ଥିଲେ ଅସୀମ ବସୁ। ଏଠି ପହଞ୍ଚିବା ପାଇଁ ତାଙ୍କୁ ଅନେକ ପରିଶ୍ରମ କରିବାକୁ ପଡିଛି। ଘର ଛାଡିବାକୁ ହୋଇଛି। ଲଣ୍ଡ୍ରି ଦୋକାନରେ କାମ କରିବା ଠାରୁ ଆରମ୍ଭ କରି ଛତୁଟେଳା ଖାଇବାକୁ ପଡିଛି। ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଏହି ମହାନ ବ୍ୟକ୍ତିଙ୍କ ବିଷୟ କିଛି କଥା ଜାଣିନେବା।
ସିନେମା ହଲ୍ ଉପରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦର ଚଡ଼କ। ୬୦ରୁ ଅଧିକ ଥିଏଟର ସିଲ୍ ହୋଇଥିବା ସୂଚନା ମିଳିଛି। ସରକାରଙ୍କ ଦର ଚାଟ୍କୁ ଖିଲାପ କରିବା ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।