ପ୍ରବାସୀ ଭାରତୀୟ ଓଡ଼ିଶା ଆସିଛନ୍ତି । ସାରା ଓଡ଼ିଶା ବୁଲିବେ । ପୁରୀ ସମୁଦ୍ର କୂଳ ବି । ଠିକ୍ ଏହି ସମୟରେ ରାଜ୍ୟର ଭାସ୍କର୍ଯ୍ୟ ଶିଳ୍ପୀମାନେ ଦେଖାଇଛନ୍ତି ହାତର ଯାଦୁ । ଚମକୁଛି ପୁରୀ ବେଳାଭୂମି ।
ଏହି ନନ୍ଦୀ ମୂର୍ତ୍ତି ଦେହରେ ଘଣ୍ଟି, ମାଳ ଏବଂ ଦଉଡ଼ିକୁ ମଧ୍ୟ ନିଖୁଣ ଭାବେ ପଥରରେ ଉତାରିଛନ୍ତି ଶିଳ୍ପୀ ଅରୁଣ ଯୋଗୀରାଜ । କିଛି ଦିନ ତଳେ ଏହି ମୂର୍ତ୍ତି ମହୀଶୁରରୁ ପଠାଯାଇ ଅମରାନାଥ ପୀଠ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି ।
କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ଚାଲିଛି ସଂଘର୍ଷ.. ହେଲେ ଏମିତି କେତେ ଦିନ ଚାଲିବ ! ସଂଘର୍ଷ ଭିତରେ ହଜିଯିବନି ତ ପଥର କଳା ?
କମାଲ କଲେ ଓଡ଼ିଆ ଶିଳ୍ପୀ। ଦେଶ ପାଳିଲା ୭୩ତମ ସାଧାରଣତନ୍ତ୍ର ଦିବସ। ଏହାକୁ ସ୍ମରଣୀୟ କରି ରଖିବାକୁ ଆମ ଓଡ଼ିଶାର ଏହି ଯୁବ ଶିଳ୍ପୀ, ଚକ୍ ଖଡ଼ି ଅଗରେ ତିଆରି କରିଦେଲେ, ଦେଶର ୭୩ଟି ଐତିହ୍ୟ। କଥାଟି ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ, କିନ୍ତୁ ସତ। ଚକ୍ ଅଗରେ ତିଆରି ହୋଇଛି ମନ୍ଦିର, କୋଠା ଏବଂ ଆହୁରି କେତେ କଣ। ଦେଖନ୍ତୁ ଏହି ଭିଡିଓ।