• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Deepali Das

ନବୀନଙ୍କୁ ଭରସା କରୁଥିଲେ ଦିପାଳୀ
ନବୀନଙ୍କୁ ଭରସା କରୁଥିଲେ ଦିପାଳୀ, କିନ୍ତୁ...

କୌଣସି ଏକ ପରିସ୍ଥିତିରେ ପଡି ଦିପାଳୀ ସେତେବେଳେ ଚୁପ ଥିଲେ। ଆଉ ଏବେ ତଦନ୍ତକାରୀ ଅଫିସର ବଦଳିବା ପରେ କିଛି ନୁଆ ତଥ୍ୟ ଦେଇ ଥାଇପାରନ୍ତି ଦିପାଳୀ ।

Naba ECG Report Goes Missing
Naba ECG Report Goes Missing: କୁଆଡ଼େ ଗଲା ନବଙ୍କ ECG ରିପୋର୍ଟ, କାହିଁକି ନବଙ୍କୁ ଘରୋଇ ହସପିଟାଲ ନିଆଯାଇଥିଲା ?

ନବ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସଙ୍କ ଓକିଲଙ୍କ ଚାଞ୍ଚଲ୍ୟକର ତଥ୍ୟ । ଗୁଳିକାଣ୍ଡ ପରେ ନବ ଦାସଙ୍କୁ ଆମ୍ବୁଲାନସରେ ଏୟରପୋର୍ଟକୁ ନେବା ଆଉ ଏୟାରପୋର୍ଟରୁ ଭୁବନେଶ୍ବର ହସପିଟାଲକୁ ଏୟାରଲିଫ୍ଟ କରିବା ସମୟରେ ଷ୍ଟ୍ରେଚରରେ ନେବା ସନ୍ଦେହ ସୃଷ୍ଟି କରିଛି। 

Mohan Charan Majhi
Naba Das Murder Mystery: 'ନବ ଦାସଙ୍କ ହତ୍ୟା ମାମଲାରେ ପ୍ରକୃତ ଦୋଷୀଙ୍କୁ ଧରାଯାଇ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହେବ’

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେଉଁଭଳି ଭାବେ ଏହି ଘଟଣା ଘଟିଲା ତାହା ଅତ୍ୟନ୍ତ ଦୁଃଖଦ ଓ ନିନ୍ଦନୀୟ । ଏହି ଘଟଣାରେ ସରକାର ସବୁ ଦିଗକୁ ପୁଣି ଥରେ ତନ୍ନ ତନ୍ନ କରି ପରୀକ୍ଷା କରିବେ ଏବଂ ପ୍ରକୃତ ଦୋଷୀକୁ ଖୋଜି ବାହାର କରିବେ ।

ପ୍ରତିକ୍ରିୟା ରଖିଲେ ଦୀପାଳି ଦାସ ।
Naba Das Murder Case:CBI ଚିଠି ରେଡି ମୁଖ୍ୟମନ୍ତ୍ରୀଙ୍କ ଅନୁମତିକୁ ଅପେକ୍ଷା

ନବ ଦାସ ହତ୍ୟା ତଦନ୍ତ ନେଇ ପ୍ରତିକ୍ରିୟା ରଖିଲେ ଝିଅ ଦୀପାଳି ଦାସ । କହିଲେ,‘ମୋ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ଅନୁମତି ମାଗିଛୁ ।'

Naba Das
Naba Das Murder Case: ବିଜେଡିର ଷଡ଼ଯନ୍ତ୍ର ବିଜେପି କରିବ ତଦନ୍ତ, ହତ୍ୟାଘଟଣାର ଲିଙ୍କ ପର୍ଯ୍ୟନ୍ତ ପହଞ୍ଚିବ କ୍ରାଇମବ୍ରାଞ୍ଚ

ନବ ଦାସଙ୍କ ହତ୍ୟା ଘଟଣାର ସାନି ତଦନ୍ତ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବିଧାନସଭାରେ ଏହି କଥା କହିଛନ୍ତି । ନବଙ୍କ ପରିବାର ସେତେବେଳର କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୁଷ୍ଟ ନଥିବା କଥା କହିବାରୁ ରାଜ୍ୟ ସରକାର ପୁଣି ଥରେ କ୍ରାଇମବ୍ରାଞ୍ଚକୁ ତଦନ୍ତ କରିବାକୁ କହିଛନ୍ତି ।

BJD Leader Deepali Criticised for Silence on CBI Probe into Min Naba Das' Murder
ବିଜେଡି ଚାପରେ ଦୀପାଲି ଚେପା !

ବିଜେଡି ଚାପରେ ଦୀପାଲି ଚେପା ! ଖେଲିଲେ ମୁହଁ ଆହୁରି ବଢ଼ିବ ବିପଦ ! ନବଙ୍କ ହତ୍ୟାକୁ ନେଇ ଦୀପାଲିଙ୍କ ହାତ ଖାଲି, ପାଟି ବି ଚୁପ୍‌ । ସିବିଆଇ ତଦନ୍ତ କରିବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିବାକୁ କହିଥିବା ଦୀପାଲି ଏବେ ମୁହଁ ବନ୍ଦ କରି ବସିଛନ୍ତି । ଘଟଣାକୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚିନି ଦୀପାଲିଙ୍କ ଚିଠି । ଆଉ ଏହାକୁ ନେଇ ପୁଣି ମୁହଁ ଖୋଲିଛନ୍ତି, ବିଜେପି ସାଂସଦ ପ୍ରଦୀପ ପୁରୋହିତ ।

Dipali Silent on Naba Das Murder
ଛାନିଆଁ ଦୀପାଲି !

ବିଜେଡି ଚାପରେ ଦୀପାଲି ଚେପା ! ମୁହଁ ଖୋଲିଲେ ଆହୁରି ବଢ଼ିବ ବିପଦ ! ନବଙ୍କ ହତ୍ୟାକୁ ନେଇ ଦୀପାଲିଙ୍କ ହାତ ଖାଲି, ପାଟି ବି ଚୁପ୍‌ । ସିବିଆଇ ତଦନ୍ତ କରିବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିବାକୁ କହିଥିବା ଦୀପାଲି ଏବେ ମୁହଁ ବନ୍ଦ କରି ବସିଛନ୍ତି । ଘଟଣାକୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚିନି ଦୀପାଲିଙ୍କ ଚିଠି । ଆଉ ଏହାକୁ ନେଇ ପୁଣି ମୁହଁ ଖୋଲିଛନ୍ତି, ବିଜେପି ସାଂସଦ ପ୍ରଦୀପ ପୁରୋହିତ ।

bjd
BJD Pressure: ଦୀପାଳିଙ୍କ ଉପରେ ବିଜେଡିର ଚାପ, ଅଭିଯୋଗ ଆଣିଲେ ପ୍ରଦୀପ ପୁରୋହିତ

ସିବିଆଇ ତଦନ୍ତ ପାଇଁ ନବଙ୍କ ପରିବାର ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣେଇଲେ ବିଜେଡିର ଦୁଇଟି ବଡ଼ ମୁଣ୍ଡ ଏ ଭିତରେ ଫସିଯିବେ। ସେମାନେ ଜେଲକୁ ଯିବେ । ସେଥିପାଇଁ ଦୀପାଳିଙ୍କ ଉପରେ ବିଜେଡିର ଚାପ ବଢିଛି ।

ସରୁନି ଚିଠି ଲେଖା
ଦୀପାଲିଙ୍କ ସରନି ଚିଠିଲେଖା, CBI କେବେ କରିବ ତଦନ୍ତ ?

ଦୀପାଲି ଚିଠିରେ ଲେଖୁଛନ୍ତି କ’ଣ ? ବିତିଲାଣି ୧୫ ଦିନ । ଆହୁରି ଦରକାର ଦୁଇ ସପ୍ତାହ । ବାପାଙ୍କ ହତ୍ୟାକାରୀକୁ ଖୋଜିବାକୁ ଚାହୁଁନାହାନ୍ତି କି ଦୀପାଲି ? ନା ନେତାଙ୍କ ବିବୃତି ବାଧ୍ୟ କରୁଛି CBI ତଦନ୍ତ ଚିଠି ଲେଖିବାକୁ ।

ବିତିଲା ୨ ବର୍ଷ ଫିଟିଲାନି ରହସ୍ୟ
ନବ ଦାସ ହତ୍ୟାକାଣ୍ଡ: ଦୁଇ ବର୍ଷ ପରେ ବି ଫିଟୁନି ରହସ୍ୟ

ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀରେ ବି ନବ ଦାସ ହତ୍ୟାକୁ ନେଇ ଅସମାହିତ ପ୍ରଶ୍ନ । କ'ଣ ସତରେ ଗୋପାଳ ଏକମାତ୍ର ଅଭିଯୁକ୍ତ ? ନା ରିମୋଟ୍ କଣ୍ଟ୍ରୋଲ୍ ଥିଲା ଆଉ କାହା ହାତରେ ?

Naba Das Murder Investigation
ନବ ଦାସ ହତ୍ୟା ମାମଲାକୁ ନେଇ ରାଜନୈତିକ ହଟଚମଟ।

ନବ ଦାସ ହତ୍ୟା ମାମଲାକୁ ନେଇ ପୁଣି ବଡ଼ ରାଜନୈତିକ ହଟଚମଟ। ଫୋରେନସିକ୍ ଟୁଇଷ୍ଟ ପରେ ତେଜିଲା ରାଜନୀତି। ବିଜେପି ଆଣିଲା ସାଂଘାତିକ ଅଭିଯୋଗ ।

ନବ ଦାସ ହତ୍ୟା: ହାଇକୋର୍ଟରେ ମାମଲା
Naba Das Murder Case: CBI ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା, କେନ୍ଦ୍ର-ରାଜ୍ୟ ସରକାର ଓ ଡିଜିପି ପକ୍ଷଭୁକ୍ତ

ପ୍ରାୟ ଦୁଇ ବର୍ଷ ପରେ ପୁଣି ଓଡ଼ିଶା ରାଜନୀତିରେ ଉଠିଲା ନବ ଦାସ ହତ୍ୟା ପ୍ରସଙ୍ଗ । ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡରେ ସିବିଆଇ ତଦନ୍ତକୁ ନେଇ ତେଜିଲା ରାଜନୀତି ।

ନବ ଦାସ ହତ୍ୟା ନେଇ ପୁଣି ରାଜନୈତିକ ଉଷ୍ଣତା
Naba Das Murder Mystery: ନବ ଦାସ ହତ୍ୟା ରହସ୍ୟ, ସିବିଆଇ ତଦନ୍ତ ଦାବି ପରେ ପୁଣି ରାଜନୈତିକ ଉଷ୍ଣତା

ଓଡ଼ିଶାର ଆଇନମନ୍ତ୍ରୀ ପୃଥ୍ୱିରାଜ ହରିଚନ୍ଦନ ମଧ୍ୟ ବିିଶାଳ ଦାସ ଓ ଦୀପାଳୀ ଦାସଙ୍କୁ ଲିଖିତ ଭାବରେ ରାଜ୍ୟ ସରକାରଙ୍କୁ ସିବିଆଇ ତଦନ୍ତ ଆଦେଶ ଦେବା ପାଇଁ ଆବେଦନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଶ୍ରୀ ହରିଚନ୍ଦନଙ୍କ ପରାମର୍ଶ ମଧ୍ୟ ବେଶ୍ ପ୍ରଣିଧାନଯୋଗ୍ୟ । କାରଣ ଏକ ଲିଖିତ ଆବେଦନ ସରକାରଙ୍କୁ ଆନୁଷ୍ଠାନିକ ଭାବେ ସିବିଆଇ ତଦନ୍ତ ଆଦେଶ ଦେବା ଲାଗି ପଥ ପରିଷ୍କାର କରିବ ।

‘କହିଲେ ହେବନି, ଲେଖିକି ଦିଅ’
ନବ ଦାସ ହତ୍ୟା ମାମଲାକୁ ନେଇ ପୁଣି ତେଜିଲା ରାଜନୀତି

ଚାଲେଞ୍ଜ, କାଉଣ୍ଟର ଚାଲେଞ୍ଜ । ପୁଣି ରାଜନୀତିରେ ନବ ଦାସ ହତ୍ୟା ପ୍ରସଙ୍ଗ। ମୁହାଁମୁହିଁ ଦୀପାଳି ଏବଂ ପୃଥ୍ୱୀରାଜ ହରିଚନ୍ଦନ। ସିବିଆଇ ତଦନ୍ତକୁ ନେଇ ତେଜିଲା ରାଜନୀତି।

‘କହିଲେ ହେବନି, ଲେଖିକି ଦିଅ’
Naba Das Murder Case: ନବ ଦାସ ହତ୍ୟା ମାମଲାକୁ ନେଇ ପୁଣି ତେଜିଲା ରାଜନୀତି, ଦୀପାଳିଙ୍କ କୋର୍ଟକୁ ବଲ୍ ପିଙ୍ଗିଲେ ଆଇନ ମନ୍ତ୍ରୀ

ଚାଲେଞ୍ଜ, କାଉଣ୍ଟର ଚାଲେଞ୍ଜ । ପୁଣି ରାଜନୀତିରେ ନବ ଦାସ ହତ୍ୟା ପ୍ରସଙ୍ଗ। ମୁହାଁମୁହିଁ ଦୀପାଳି ଏବଂ ପୃଥ୍ୱୀରାଜ ହରିଚନ୍ଦନ। ସିବିଆଇ ତଦନ୍ତକୁ ନେଇ ତେଜିଲା ରାଜନୀତି।

Naba Das Murder Case
Naba Das Murder Case: ‘ବିଳମ୍ବରେ ହେଲେ ବି ନବ ଦାସଙ୍କ ପରିବାରର ଜ୍ଞାନ ଉଦୟ ହୋଇଛି’ 

ନବ ଦାସଙ୍କ ହତ୍ୟା ପ୍ରଥମରୁ ହିଁ ସନ୍ଦେହଜନକ । ସେହି ସମୟରେ ଆମେ ବିଧାନସଭାରେ ସିବିଆଇ ତଦନ୍ତ ନଚେତ ନ୍ୟାୟିକ ତଦନ୍ତ ଦାବି କରିଥିଲୁ। ସେତେବେଳର ସରକାର ଏକମତ ହେଲେ ନାହିଁ ବୋଲି କହିଛନ୍ତି ସାଲୁଜା। 

Deepali Das Criticizes BJP
Deepali Das Criticizes BJP: ବାପାଙ୍କ କଥା କହି ଫସିଲେ ଦୀପାଳି ! ଘେରିଲାଣି ବିଜେପି...

ନୂଆ ସରକାରକୁ ଟାର୍ଗେଟ୍‌ କଲେ ଦୀପାଳି । କିର୍ମିରା ପଞ୍ଚାୟତରେ ଅନାସ୍ଥା ପ୍ରସ୍ତାବକୁ ନେଇ ଝାଡ଼ିଲେ ରାଗ । କହିଲେ, ଟାଳଟୁଳ ନୀତି ଅବଲମ୍ବନ କଲା ପ୍ରଶାସନ । 

ବିଶାଲ ଅଟକ ହାଇଡ୍ରାମା !
ଅନାସ୍ଥା ଭୋଟ୍ ନେଇ ଝାରସୁଗୁଡ଼ାରେ ହଟଚମଟ

କିରମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍ ନେଇ ଝାରସୁଗୁଡ଼ାରେ ରାଜନୈତିକ ହଟଚମଟ । ବିତିଗଲା ୨୪ ଘଣ୍ଟା। ଚାଲିଛି ହାଇଡ୍ରାମା । ଅନାସ୍ଥା ଭୋଟ୍ ଦେବାକୁ ନା କେହି ଆସିଲେ ନା ଭୋଟ୍ ପଡ଼ିଲା ଅନାସ୍ଥା ସପକ୍ଷରେ ।

ବିଶାଲ ଅଟକ ହାଇଡ୍ରାମା !
Bishal Das: ଅନାସ୍ଥା ଭୋଟ୍ ନେଇ ଝାରସୁଗୁଡ଼ାରେ ହଟଚମଟ, ଭାଇ ସହ ନିଜେ ଫସିଗଲେ କି ଦୀପାଳି ?

କିରମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍ ନେଇ ଝାରସୁଗୁଡ଼ାରେ ରାଜନୈତିକ ହଟଚମଟ । ବିତିଗଲା ୨୪ ଘଣ୍ଟା। ଚାଲିଛି ହାଇଡ୍ରାମା । ଅନାସ୍ଥା ଭୋଟ୍ ଦେବାକୁ ନା କେହି ଆସିଲେ ନା ଭୋଟ୍ ପଡ଼ିଲା ଅନାସ୍ଥା ସପକ୍ଷରେ ।

vishal das
Vishal Das Detained:ନବ ଦାସଙ୍କ ପୁଅକୁ ଅଟକ ରଖିଲା ଛତିଶଗଡ ପୋଲିସ

ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ଛତିଶଗଡ ପୋଲିସ ଅଟକ ରଖିଛି। ମହାସମୁଦ ଜିଲ୍ଲା ଅନ୍ତର୍ଗତ ସରେଇପାଲି ଥାନା ପୋଲିସ ବିଶାଳଙ୍କୁ ଅଟକ ରଖିଛି। ଗୁରୁବାର ବିଳମ୍ବିତ ରାତିରୁ ବିଶାଳ ଅଟକ ଥିବା ସୂଚନା ମିଳିଛି। ବିଶାଲଙ୍କ ସହ କିଛି ସମିତି ସଭ୍ୟ ଓ ସରପଞ୍ଚ ମଧ୍ୟ ଅଟକ ରହିଥିବା ଜଣାପଡିଛି।

Deepali Das
ଝାରସୁଗୁଡା ବିଧାନସଭା ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ, ହାଇକୋର୍ଟ ଗଲେ ଦୀପାଳି ଦାସ

ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଦୀପାଳି ଦାସ । ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ଫଳାଫଳକୁ ଚାଲେଞ୍ଜ କରି ହାଇକୋର୍ଟ ପହଞ୍ଚିଛନ୍ତି ବିଜେଡିର ପୂର୍ବତନ ବିଧାୟିକା ଦୀପାଳି ଦାସ ।

EVM Recounting
ECI ଗ୍ରହଣ କଲେ ଦୀପାଳିଙ୍କ ଆବେଦନ, ଝାରସୁଗୁଡ଼ାରେ ପୁଣି ଯାଞ୍ଚ ହେବ EVM

ଝାରସୁଗୁଡ଼ାରେ ନିର୍ବାଚନ କମିଶନରଙ୍କ ତତ୍ତ୍ୱାବଧାନରେ ଏକ ଇଞ୍ଜିନିୟରିଂ ଟିମ୍‌ର ଉପସ୍ଥିତିରେ ୧୩ଟି ବୁଥ୍‌ରେ, ୧୩ ସେଟ୍ ଇଭିଏମ୍ ଓ ଭିଭିପାଟ୍ ଯାଞ୍ଚ କରାଯିବ ।

BJD leader Dipali Das meets party supremo
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦୀପାଳି, କହିଲେ- ବାପାଙ୍କ ସ୍ୱପ୍ନ ପୂରଣ କରିବି

ଝାରସୁଗୁଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୪୮ ହଜାର ୭୨୧ ଭୋଟରେ ପରାସ୍ତ କରି ବିଜୟ ହାସଲ କରିଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ।

Here's what Deepali Das says about father Naba Das' death
ନ୍ୟାୟ ମିଳିବା କଥା ଯାହା କହୁଛନ୍ତି, ଭଗବାନ ଅଛନ୍ତି: ଦୀପାଳି ଦାସ

ବାପା ତ ଚାଲିଗଲେ, ତାଙ୍କୁ ତ ଆଉ ଫେରାଇ ଆଣି ହେବନି। କାରଣ ଯାହା ବି ଥାଉ, ଏହା ବିଧିର ବିଧାନ ଥିଲା...

Jharsuguda gears up for by-elections
ଝାରସୁଗୁଡ଼ା ଯୁଦ୍ଧ ମଇଦାନରେ ଲଢ଼େଇ ହେବ; ଘୁଞ୍ଚିଯା ଘୁଞ୍ଚିଯା ଖଣ୍ଡା ବୁଲିଲା

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଏବେଠୁ ଚଳଞ୍ଚଳ ହେଲାଣି ମଇଦାନ । ଆଉ ମଇଦାନରେ ଶକ୍ତି ପ୍ରଦର୍ଶନ ପୂର୍ବରୁ ବଳ ଦେଖାଇଲେଣି ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ନାରଣ କହିଲାଣି, ଝାରସୁଗୁଡ଼ା ଯୁଦ୍ଧ ମଇଦାନରେ ଲଢ଼େଇ ହେବ; ଘୁଞ୍ଚିଯା ଘୁଞ୍ଚିଯା ଖଣ୍ଡା ବୁଲିଲା...