• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

delhihighcourtjudg
High Court Judge: ଜଜ୍‌ଙ୍କ ଘରୁ ବିଡ଼ାବିଡ଼ା ଟଙ୍କା ମିଳିବା ଘଟଣା: ତଦନ୍ତ ପାଇଁ ଗଠନ ହେଲା ୩ ଜଣିଆ କମିଟି

ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କୁ କୌଣସି ନ୍ୟାୟିକ କାର୍ଯ୍ୟ ନ ଦେବାକୁ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଏହି ଘଟଣାରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ରିପୋର୍ଟ, ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ଉତ୍ତର ଓ ଅନ୍ୟାନ୍ୟ ଦସ୍ତାବିତ ସୁପ୍ରିମକୋର୍ଟଙ୍କ ୱେବସାଇଟରେ ଅପଲୋଡ୍ କରାଯାଉଛି।

sushant-singh-rajput
Sushant Singh Rajput: ସୁଶାନ୍ତ ସିଂହ ମୃତ୍ୟୁ: କ୍ଲୋଜର ରିପୋର୍ଟ ଦାଖଲ କଲା ସିବିଆଇ

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାରକୁ କ୍ଲିନଚିଟ୍ ଦେଇଛି ତଦନ୍ତକାରୀ ସଂସ୍ଥା। ସୁଶାନ୍ତଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ବୋଲି ସିବିଆଇ କ୍ଲୋଜର ରିପୋର୍ଟରେ ଉଲ୍ଲେଖ କରିଥିବା ସୂଚନା ମିଳିଛି।

ଡିଲିମିଟେସନ୍‌: ବିରୋଧୀ ମେଳି
Delimitation JAC meeting: ଚେନ୍ନାଇରେ ଡିଲିମିଟେସନ ବିରୋଧୀ ଗୋଷ୍ଠୀଙ୍କ ମେଳି, ବିଜେଡି ସହ ୮ ରାଜ୍ୟର ବିରୋଧୀ ଦଳ ପ୍ରତିନିଧି ସାମିଲ

କେନ୍ଦ୍ର ସରକାରଙ୍କ ପକ୍ଷରୁ ହେବାକୁ ଯାଉଥିବା ସୀମା ପୁନଃ ନିର୍ଦ୍ଧାରଣ ଦ୍ୱାରା ଏହି ସବୁ ରାଜ୍ୟ ପ୍ରଭାବିତ ହେବ ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

fire
ଘରେ ଲାଗିଲା ନିଆଁ, ଜଜଙ୍କ ମୁଖା ଖୋଲିଲା

ଆଇନ ବୃତ୍ତିରେ ଥାଇ ବି ଚଳାଇଥିଲେ ବେଆଇନ କାମ! ଜଜଙ୍କ ଘରେ ନିଆଁ ଲାଗିବା ପରେ ଠାବ ହେଲା ବିଡ଼ା ବିଡ଼ା ଟଙ୍କା।

  • Saturday, 22 March 2025
  • Delhi
Karnnataka
ବିଧାନସଭାରୁ_ଟେକିନେଲେ

ବିଧାୟକଙ୍କୁ ଟେକି ନେଲେ ମାର୍ଶଲ୍‌ । ବାଚସ୍ପତି ନିର୍ଦ୍ଦେଶ ଦେଲେ । ବିଧାନସଭାରୁ ବିଦାହେଲେ ୧୮ ବିଧାୟକ । ଏ ଦୃଶ୍ୟ ହେଉଛି କର୍ଣ୍ଣାଟକ ବିଧାନସଭାର । ବିଧାୟକଙ୍କୁ ବିଧାନସଭାରୁ ମାର୍ଶଲମାନେ ଟେକି ଟେକି ବାହାରକୁ କାଢ଼ିଦେବା ବେଳର ଚତ୍ର । କର୍ଣ୍ଣାଟକର କଂଗ୍ରେସ ସରକାର ‘୬୦ ପ୍ରତିଶତ କମିଶନ୍’ ନେଉଥିବା ଅଭିଯୋଗରେ ବିରୋଧ ପ୍ରଦର୍ଶନ କରୁଥିଲେ ବିଜେପି ବିଧାୟକ ।

  • Saturday, 22 March 2025
  • BJD
  • BJP
ନିଆଁ ଖୋଲିଲା ଜଜ୍‌ଙ୍କ କଳା ଗୁମର !
ନିଆଁ ଖୋଲିଦେଲା କି ନ୍ୟାୟାଧୀଶଙ୍କ କଳା ଗୁମର ?

ଏଭଳି ଦାଗ ଲାଗିଥିବା ବିଚାରପତିଙ୍କୁ କାହିଁକି ଆମ ପାଖକୁ ପଠାଯାଉଛି, ଆମେ କ’ଣ ଡଷ୍ଟବିନ୍ ବୋଲି ପ୍ରଶ୍ନ କରିଛି ଆହ୍ଲାବାଦ ହାଇକୋର୍ଟ ବାର୍ ଆସୋସିଏସନ୍ । ଯାହାକି ନ୍ୟାୟପାଳିକା ଭିତରେ ବି ଝଡ଼ ସୃଷ୍ଟି କରିଛି ।

ନିଆଁ ଖୋଲିଲା ଜଜ୍‌ଙ୍କ କଳା ଗୁମର !
Cash found in Judge’s home: ନିଆଁ ଖୋଲିଦେଲା କି ନ୍ୟାୟାଧୀଶଙ୍କ କଳା ଗୁମର ? ଦିଲ୍ଲୀ ହାଇକୋର୍ଟ ଜଜ୍‌ଙ୍କ ଘରୁ ୧୫ କୋଟି କ୍ୟାସ୍ ସିଜ୍

ଏଭଳି ଦାଗ ଲାଗିଥିବା ବିଚାରପତିଙ୍କୁ କାହିଁକି ଆମ ପାଖକୁ ପଠାଯାଉଛି, ଆମେ କ’ଣ ଡଷ୍ଟବିନ୍ ବୋଲି ପ୍ରଶ୍ନ କରିଛି ଆହ୍ଲାବାଦ ହାଇକୋର୍ଟ ବାର୍ ଆସୋସିଏସନ୍ । ଯାହାକି ନ୍ୟାୟପାଳିକା ଭିତରେ ବି ଝଡ଼ ସୃଷ୍ଟି କରିଛି ।

ଘରେ ଲାଗିଲା ନିଆଁ, ଜଜ୍‌ଙ୍କ ମୁଖା ଖୋଲିଲା
ଘରେ ଲାଗିଲା ନିଆଁ, ଜଜ୍‌ଙ୍କ ମୁଖା ଖୋଲିଲା

ରିପୋର୍ଟ ଅନୁସାରେ, ଜଷ୍ଟିସ୍ ବର୍ମା ଦିଲ୍ଲୀର ଏକ ଆବାସିକରେ ପରିବାର ସହ ରହୁଥିଲେ। ଗୁରୁବାର ଯଶୱନ୍ତ ବର୍ମାଙ୍କ ଘରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା।

MLAs Suspended
Suspension: କର୍ଣ୍ଣାଟକ ବିଧାନସଭାରେ ୧୮ ବିଜେପି ବିଧାୟକଙ୍କୁ ୬ ମାସ ସସପେଣ୍ଡ, ଟେକି ଟେକି ଆଣିଲେ

ବିଶୃଙ୍ଖଳିତ ଆଚରଣ ପାଇଁ କର୍ଣ୍ଣାଟକ ବାଚସ୍ପତି ୟୁଟି ଖାଡେର ୧୮ ବିଧାୟକଙ୍କୁ ଗୃହରୁ ବାହାରି ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ବିଧାୟକ ବାହାରକୁ ନଯିବାରୁ ଶେଷରେ ମାର୍ଶାଲ ଲଗାଇ ଟେକି ଟେକି ସେଠୁ ବହାରକୁ ବାହାର କରିଛନ୍ତି।

Justice Harish Tandon
Harish Tandon: ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ

ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ନିଯୁକ୍ତ ହେଲେ ଜଷ୍ଟିସ୍ ହରିଶ ଟଣ୍ଡନ । ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂଙ୍କର ଅବସର ପରେ ଏହି ସ୍ଥାୟୀ ମୁଖ୍ୟ ବିଚାରପତି ପଦ ଖାଲି ରହିଥିଲା । ପଢନ୍ତୁ ପୁରା ଖବର

Cash Pile
High Court Judge: ନିଆଁ ଧରାଇଦେଲା ଦୁର୍ନୀତି, ଜଜଙ୍କ ଘରୁ ମିଳିଲା ଆଖି ଖୋସି ହୋଇଗଲା ଭଳି ବିଡ଼ା ବିଡ଼ା ଟଙ୍କା

ନିଆଁ ଲାଗିବା ସମୟରେ ଜଷ୍ଟିସ ବର୍ମା ଘରେ ନଥିଲେ । ସହର ବାହାରେ ଥିଲେ । ତେଣୁ ତାଙ୍କ ପରିବାର ସଦସ୍ୟମାନେ ଦମକଳ ବାହିନୀ ଓ ପୋଲିସକୁ ଖବର ଦେଇଥିଲେ । ନିଆଁ ଲିଭାଇଥିଲେ ଦମକଳ ବାହିନୀର କର୍ମଚାରୀ । ତେବେ ଗୋଟିଏ ରୁମ୍ ଖୋଲିଲା ବେଳକୁ ଟଙ୍କା ବିଡ଼ା ସବୁ ଦେଖିଥିଲେ କର୍ମଚାରୀ । ଉପସ୍ଥିତ ଥିବା କର୍ମଚାରୀ ଓ ପୋଲିସ ହଠାତ୍ କିଛି ବୁଝି ପାରିନଥିଲେ । କ’ଣ କରିବେ ବୋଲି ଉପରିସ୍ଥ ଅଫିସରଙ୍କୁ ପଚାରିଥିଲେ । ଜଜଙ୍କ ଘରୁ ଟଙ୍କା ରିକଭରୀ କରିବାକୁ ସାହସ ଜୁଟାଇପାରିନଥିଲେ ।

TelanganaPolice
୨୫ ଟପ୍ ସେଲିବ୍ରେଟିଙ୍କ ନାଁରେ ତେଲେଙ୍ଗାନା ପୋଲିସର FIR

ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଗିରଫ ବିବାଦ ଏଯାଏଁ ଥମିନଥିବା ବେଳେ ଟଲିଉଡରେ ମୁଣ୍ଡ ଟେକିଛି ଆଉ ଏକ ବିବାଦ । ତେଲୁଗୁ ସିନେମାର ୨୫ ଜଣ ସେଲିବ୍ରିଟିଙ୍କ ନାଁରେ ମାମଲା ରୁଜୁ କରିଛି ତେଲେଙ୍ଗାନା ପୋଲିସ । ସୁପରଷ୍ଟାର ବିଜୟ ଦେବ୍ରକୋଣ୍ଡା ଓ ପ୍ରକାଶ ରାଜଙ୍କ ନାଁରେ ବି ପୋଲିସ୍ କେସ୍ । ଅଭିନେତ୍ରୀ ନିଧି ଅଗ୍ରୱାଲ, ଅନନ୍ୟା ନାଗଲା, ପ୍ରଣୀତା ଓ ଶ୍ରୀମୁଖୀ ନାଁରେ ବି ମାମଲା ।

Cuttack New Airport
Proposed Charbatia Airport: କଟକରେ ହେବ ନୂଆ ବିମାନବନ୍ଦର; କ'ଣ ରହିଛି ବର୍ତ୍ତମାନର ସ୍ଥିତି?

ARC ଦ୍ୱାରା ପରିଚାଳିତ ଚାରବାଟିଆ ଏୟାରଷ୍ଟ୍ରିପରେ ୪.୯ କିଲୋମିଟର ରନୱେ ରହିଛି । ଯାହା ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (BPIA) ରନୱେର ଦୁଇଗୁଣ । ଫଳରେ ଏହା ବଡ଼ ବଡ଼ ବିମାନ ପରିଚାଳନା କରିବା ପାଇଁ ସମ୍ପୂର୍ଣ୍ଣ ସକ୍ଷମ ।

Zero Tolerance Policy
Zero Tolerance Policy: ‘ଆତ୍ମସମର୍ପଣ ନ କଲେ ଶୂନ୍ୟ ସହନଶୀଳତା ନୀତି ଆପଣାଇବୁ’

ଛତିଶଗଡରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତ।। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨୨ ନକ୍ସଲ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଲେ ସବୁ ସଫା କରିଦେବୁ ।

Naxal
Naxal Operations: ବଡ଼ ଏନକାଉଣ୍ଟର, ୨୨ ମାଓବାଦୀ ସଫା

ଛତିଶଗଡ଼ର ବିଜାପୁର-ଦନ୍ତେୱାଡ଼ା ସୀମା ଗାଙ୍ଗାଲୁର ଥାନା ଅଞ୍ଚଳରେ ୧୮ ନକ୍ସଲ ନିପାତ ହୋଇଥିବା ବେଳେ କାଙ୍କେରଠାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଆଉ ୪ ନକ୍ସଲ ନିହତ ହୋଇଛନ୍ତି। ୧୮ ଜଣ ନକ୍ସଲଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ଆହୁରି ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

Sunita Williams
ସୁନୀତାଙ୍କ ଘରବାହୁଡ଼ା ପରେ ଆଶ୍ୱସ୍ତ ବିଶ୍ୱ

ପ୍ରମାଣ ଖୋଜି ନଥିଲା, ଏବେ ଗୋଟାଉଛି ଗୋଟି ଗୋଟି ପ୍ରମାଣ । ନବଙ୍କ ହତ୍ୟାକୁ ନେଇ ଫୁଲ୍‌ ଆକ୍ଟିଭ୍‌ କ୍ରାଇମବ୍ରାଞ୍ଚ ଟିମ୍‌ । ନବଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀଙ୍କୁ ମେଲ୍‌ ଦେବା ପରେ ଯେମିତି ଆକ୍ସନ ମୋଡକୁ ଆସିଛି କ୍ରାଇମ୍‌ବ୍ରାଞ୍ଚ । ଝାରସୁଗୁଡ଼ାକୁ ଯାଇ ଖୋଳତାଡ଼ କରୁଛନ୍ତି କ୍ରାଇମବ୍ରାଞ୍ଚର ଅଧିକାରୀ।

Bihar
ବରକୁ ବୟସ ୪୦, କନ୍ୟାକୁ ୨୪...

ଗୀତର ତାଳେ ତାଳେ ଠୁମ୍‌କା ଲଗାଉଛନ୍ତି କନ୍ୟା । ବର ବି କନ୍ୟାର ସାଥ୍‌ ଦେଇ ଚାଲିଛନ୍ତି । ଗୀତ ବାଜୁଛି ଦୁହେଁ ବିବାହ ଖୁସିରେ ନାଚି ଚାଲିଛନ୍ତି । ଆପଣ ଭାବୁଥିବେ ଏଥିରେ କ’ଣ ଅଛି ଯେ’ ଆମେ ଆପଣଙ୍କୁ ଦେଖାଇ ଚାଲିଛୁ । ଆଉ ବର ଓ କନ୍ୟାଙ୍କ ବିଷୟରେ ଏତେ ସବୁ କହୁଛୁ । ତେବେ ଜାଣନ୍ତୁ ପୂରା ଘଟଣା ।

  • Thursday, 20 March 2025
  • Bihar
Sunita Williams
Sunita Williams Latest News: ସୁନୀତାଙ୍କ ଅନ୍ତରୀକ୍ଷ କାହାଣୀକୁ ନେଇ ଚର୍ଚ୍ଚା; ପ୍ରଥମେ ନାସା ଗ୍ରହଣ କରିନଥିଲା ଆବେଦନ

ଆଜି ଯେଉଁ ସୁନୀତାଙ୍କୁ ସାରା ବିଶ୍ବ ସାବାସୀ ଦେଉଛି ଓ ପ୍ରଶଂସାରେ ପୋତି ପକାଉଛି ଦିନେ ତାଙ୍କ ମହାକାଶ ଯାତ୍ରା ଆବେଦନକୁ ଗ୍ରହଣ କରିନଥିଲା ନାସା । ଏଥର ୨୮୬ ଦିନ ମହାକାଶ ରହଣିରେ ୧୧ ଘଣ୍ଟା ୨୬ ମିନିଟ୍ ସ୍ପେସ ୱାକ୍ କରି ରେକର୍ଡ କରିଛନ୍ତି ସୁନୀତା ।

Uttar Pradesh Murder Case
Wife And Lover Kill Husband: ପତି ପତ୍ନୀଙ୍କ ସମ୍ପର୍କ ଆଗରେ ଭାରି ପଡିଲା ପ୍ରେମ ନିଶା ଆଉ ତା'ପରେ...

ସୌରଭ ଜାଣିବାକୁ ପାଇଥିଲେ ତାଙ୍କ ପତ୍ନୀ ନିଜ ବନ୍ଧୁ ସାହିଲଙ୍କ ସହିତ ପ୍ରେମ ସମ୍ପର୍କରେ ଅଛନ୍ତି । ଏହାପରେ ଉଭୟଙ୍କ ମଧ୍ୟରେ ଝଗଡା ହେବା ସହିତ କଥା ଛାଡପତ୍ର ପର୍ଯ୍ୟନ୍ତ ପହଞ୍ଚିଥିଲା । କିନ୍ତୁ, ଶେଷରେ ସୌରଭ ତାଙ୍କ ଝିଅର ଭବିଷ୍ୟତ ବିଷୟରେ ଚିନ୍ତା କରି ନିଜର ନିଷ୍ପତ୍ତି ବଦଳାଇ ଦେଇଥିଲେ ।

Sunita Williams
Sunita Williams: ମହାଶୂନ୍ୟରୁ ଫେରୁଥିଲେ ସୁନୀତା; କାହିଁକି ପଢ଼ାଗଲା ହନୁମାନ ଚାଲିଶା

ସୁନୀତାଙ୍କ ଫେରିବା ପରେ ଭାରତରେ ସେଲିବ୍ରେସନ୍ କରାଯାଇଥିଲା। ସୁନୀତା ଫେରିବା ପରେ ବାଣ ଫୁଟାଇ, ମିଠା ଖାଇ ଖୁସି ମନାଇଛନ୍ତି ଗୁଜରାଟ ମେହସାନ୍ ବାସିନ୍ଦା। ସେହିପରି ଉଜୈନରେ ରାତିସାରା ଯଜ୍ଞ କରିଥିଲେ ଲୋକେ।

Covid Infection
ପୁଣି ଫେରିଲା କରୋନା, HKU1 ଭାରିଏଣ୍ଟରେ ଆକ୍ରାନ୍ତ କୋଲକାତା ରୋଗୀ

ଭାରତରେ ପୁଣି ଡରାଇଲାଣି ମହାମାରୀ କରୋନା । କୋଭିଡ଼ର HKU1 ନାମକ ଏକ ନୂଆ ଭାରିଏଣ୍ଟରେ ଆକ୍ରାନ୍ତ ହୋଇଛନ୍ତି କୋଲକାତାର ଜଣେ ବାସିନ୍ଦା । ଯାହା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢାଇ ଦେଇଛି । ଆଉ ପୁରା କୋଲକାତାରେ ମହାମାରୀ କରୋନାର ଡର ପୁଣି ଥରେ ବ୍ୟାପି ଯାଇଛି । 

Tej Pratap Yadav Controversy
ତେଜ ପ୍ରତାପଙ୍କ ତେଜ୍, ଖାକି ବର୍ଦ୍ଦିରେ ଥିବା ଅଙ୍ଗରକ୍ଷୀଙ୍କୁ ନଚାଇଲେ

ରାଉଡି ରାଠୋର୍ ଫିଲ୍ମରେ ମୁନ୍ନା । ଆଉ ଏଠି ତେଜ ପ୍ରତାପ। ହୋଲି ସେଲିବ୍ରେସନ ବେଳେ ମୁନ୍ନା ଭଳି ପାଗଳାମୀ ଦେଖାଇଛନ୍ତି ତେଜ ପ୍ରତାପ ଯାଦବ । ସମାନ ଷ୍ଟାଇଲରେ ଖାକି ବର୍ଦ୍ଦିରେ ଥିବା ନିଜର ଅଙ୍ଗରକ୍ଷୀ କନେଷ୍ଟବଳ ଦୀପକଙ୍କୁ ନାଚିବାକୁ କହିଥିଲେ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ବିହାରର ପୂର୍ବତନ ମନ୍ତ୍ରୀ ତେଜ ପ୍ରତାପ ଯାଦବ । ଯାହାକୁ ନେଇ ବିହାର ରାଜନୀତି ଉଠୁଛି ପଡୁଛି ! ଭଲ କରି ଆଉ ଥରେ ଦେଖନ୍ତୁ, ହୋଲି ଦିନର ସେହି ଭିଡ଼ିଓକୁ…

Sunita Williams
Sunita Williams: ୮ ଦିନରୁ ୯ମାସ ; ମହାଶୂନ୍ୟରେ କ’ଣ ଖାଉଥିଲେ ସୁନୀତା

ସୁନୀତା ୮ ଦିନ ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ନେଇ ମହାକାଶକୁ ଯାଇଥିଲେ। ହେଲେ ତାଙ୍କୁ ମହାକାଶରେ ୯ ମାସ ରହିବାକୁ ପଡ଼ିଥିଲା। ମିଳିଥିବା ସୂଚନା ଅନୁସାରେ ସୁନୀତା ସେଠାରେ ବଭିନ୍ନ ପ୍ରକାରର ଖାଦ୍ୟ ଖାଉଥିଲେ।

/sunita williams
Sunita Williams: ଫେରିଲେ ସୁନୀତା; ଖୁସିରେ ନାଚିଲେ ଡଲଫିନ୍

ସବୁ ପ୍ରତୀକ୍ଷାର ଘଟିଲା ଅବସାନ। ସଫଳତାର ସହ ପୃଥିବୀ ପୃଷ୍ଠକୁ ଫେରିଲେ ସୁନୀତା ୱିଲିୟମ୍ସ। ମହାକାଶ ପରୀ ସୁନୀତାଙ୍କ ସମେତ ସାଥୀ ବୁଚ୍ ୱିଲମୋର ଏବଂ ଅନ୍ୟ ୨ ମହାକାଶଚାରୀ ସଫଳତାର ସହ ପୃଥିବୀ ପୃଷ୍ଠରେ ଅବତରଣ କରିଛନ୍ତି

Sunita Williams
Sunita Williams: କାଲି ସୁନୀତାଙ୍କ ପୃଥିବୀ ବାହୁଡ଼ା; କାଉଣ୍ଟଡାଉନ ଆରମ୍ଭ

ଆସନ୍ତାକାଲି ଭାରତୀୟ ସମୟ ମାର୍ଚ୍ଚ ୧୯ ଭୋର୍ ୩ଟା ୨୭ରେ ଆମେରିକାର ଫ୍ଲୋରିଡ଼ା ତଟରେ ମହାକାଶରୁ ସମୁଦ୍ରରେ ଓହ୍ଲାଇବେ ସୁନୀତା। ଏହାର ୧୭ ଘଣ୍ଟା ପୂର୍ବରୁ ହେବ ଡ୍ରାଗନ୍ ସ୍ପେଶକ୍ରାଫ୍ଟର ଅନ୍-ଡକିଂ।