Karnnataka
ବିଧାୟକଙ୍କୁ ଟେକି ନେଲେ ମାର୍ଶଲ୍ । ବାଚସ୍ପତି ନିର୍ଦ୍ଦେଶ ଦେଲେ । ବିଧାନସଭାରୁ ବିଦାହେଲେ ୧୮ ବିଧାୟକ । ଏ ଦୃଶ୍ୟ ହେଉଛି କର୍ଣ୍ଣାଟକ ବିଧାନସଭାର । ବିଧାୟକଙ୍କୁ ବିଧାନସଭାରୁ ମାର୍ଶଲମାନେ ଟେକି ଟେକି ବାହାରକୁ କାଢ଼ିଦେବା ବେଳର ଚତ୍ର । କର୍ଣ୍ଣାଟକର କଂଗ୍ରେସ ସରକାର ‘୬୦ ପ୍ରତିଶତ କମିଶନ୍’ ନେଉଥିବା ଅଭିଯୋଗରେ ବିରୋଧ ପ୍ରଦର୍ଶନ କରୁଥିଲେ ବିଜେପି ବିଧାୟକ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)