• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Mann Ki Baat
୧୦ ବର୍ଷ ପୂରଣ କଲା ‘ମନ୍ କି ବାତ୍’; ଆଜିର ଏପିସୋଡ ଭାବପ୍ରବଣ କହିଲେ ମୋଦି 

୧୦ ବର୍ଷ ତଳେ ବିଜୟା ଦଶମୀରେ ଆରମ୍ଭ ହୋଇଥିବା ଏହି ରେଡିଓଭିତ୍ତିକ କାର୍ଯ୍ୟକ୍ରମ ଆଜି ଦେଶର ଘରେ ଘରେ ପରିଚିତ, ପ୍ରଶଂସିତ। ଦେଶର କୋଣ ଅନୁକୋଣରେ ଲୁଚି ରହିଥିବା ବ୍ୟକ୍ତିଗତ ପ୍ରତିଭା ହେଉ ଅବା ସମାଜ ପାଇଁ ପରିଶ୍ରମ ଓ ଉତ୍ସର୍ଗ, ଲୋକଲୋଚନକୁ ଆସିବା ସହ ପ୍ରଚାର ପ୍ରସାର ବି ହୋଇଛି ।

Trinetra Ganesh temple
ପୁଣି ବିବାଦରେ ଲଡ଼ୁ.. ନଷ୍ଟ ହେଲା ୩ ହଜାର ୪୭୦ କେଜି

ନଷ୍ଟ କରାଗଲା ୩ ହଜାର ୪୭୦ କେଜିର ଲଡୁ । କ୍ୱିଣ୍ଟାଲ କ୍ୱିଣ୍ଟାଲ ଲଡୁକୁ ମାଟିରେ ପୋତି ଦିଆଗଲା ।

Mann Ki Baat
ମନ କି ବାତ୍‌ରେ ମୟୂରଭଞ୍ଜ କଥା, ସାନ୍ତାଳୀ ଭାଷା ପାଇଁ ମୟୂରଭଂଜ ଯୁବକଙ୍କ ଅବଦାନ କଥା କହିଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍’ରେ ମୟୂରଭଞ୍ଜ ଯୁବକଙ୍କ ପ୍ରଶଂସା । ସାନ୍ତାଳୀ ଭାଷା ପାଇଁ ମୟୂରଭଞ୍ଜର ଯୁବକ ରାମ୍ ଜିତ୍ ଟୁଡୁଙ୍କ ଅବଦାନ କଥା ଉଠାଇ ତାଙ୍କୁ ପ୍ରସଂଶା କରିଛନ୍ତି ମୋଦି ।

Neeraj Chopra
ସେଇଦିନ କ’ଣ ଭୁଲ କରିଥିଲେ ନୀରଜ ? ଏତେ ଦିନ ପରେ କହିଲେ ସତ...

ନୂଆ ଟ୍ରାକ୍‌ରେ ନିଜକୁ ଆଡ୍‌ଜଷ୍ଟ କରିବାକୁ କଠିନ ସଂଘର୍ଷ କରୁଥିଲେ । ଯେଉଁଥିପାଇଁ ତାଙ୍କୁ ଥ୍ରୋ କରିବାରେ କଷ୍ଟ ହେଉଥିଲା ।

cockroach found in food
ଏୟାର ଇଣ୍ଡିଆ ବିମାନ ଖାଇବାରେ ମିଳିଲା ଅସରପା, ଭିଡିଓ ହେଲା ଭାଇରାଲ

ଯାତ୍ରୀ ଜଣକ କହିଛନ୍ତି, ଉଡ଼ାଣ ସମୟରେ ତାଙ୍କୁ ଦିଆଯାଇଥିବା ଓମଲେଟ୍‌ରେ ଏକ ଅସରପା ବାହାରିଛି । ଏହାର ଭିଡିଓ ମଧ୍ୟ କରି ସେ ସୋସିଆଲ ମିଡିଆରେ ଅପଲୋଡ୍‌ କରିଛନ୍ତି ।

Smita Sabarwal
ଆଉ ଜଣେ ମହିଳା, ଯିଏ କମ୍‌ ବୟସରେ UPSC କ୍ଲିୟର କରିଥିଲେ ! ତାଙ୍କର 12th ମାର୍କସିଟ୍ ଭାଇରାଲ

ସିଭିଲ ସର୍ଭିସେସ୍ ପରୀକ୍ଷାରେ ପ୍ରଥମ ପ୍ରୟାସରେ ସ୍ମିତା ବିଫଳ ହୋଇଥିଲେ । ହେଲେ ତାଙ୍କର ଦୃଢ଼ ମନୋବଳ ପାଇଁ ସେ ପରେ ସଫଳତା ହାସଲ କରିଥିଲେ । ସେ ପୁଣି ଥରେ ଚେଷ୍ଟା କରିଥିଲେ ।

China Garlic
ସାବଧାନ ଗ୍ରାହକ ! ବଜାରରେ ମିଳୁଛି ଚାଇନା ରସୁଣ

୨୦୧୪ରୁ ଭାରତ ବଜାରରେ ବ୍ୟାନ୍‌ ହୋଇଥିବା ଚାଇନା ରସୁଣ ପୁଣି ଏବେ ମାର୍କେଟ୍‌ରେ ଉପଲବ୍ଧ ହେଲାଣି । ଯାହାକି ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

Special Story
ବେଦିରେ ଝିଅ...ନାଚିଲେ ବାପା ମା’

ଆଜିକାଲି ବାହାଘରରେ ଯଦି ନାଚଗୀତ ନାହିଁ, ତେବେ ସେ କି ବାହାଘର କହିଲେ । ଆଉ ଯଦି ବରକନ୍ୟାଙ୍କ ବାପା ମା’ ନିଜ ପୁଅ-ଝିଅଙ୍କ ବାହାଘରରେ ଠୁମକା ଲଗାନ୍ତି, ତାବେ ତ କଥା ସରିଲା । କାରଣ ବାହାଘରର ଖୁସି ଦୁଇଗୁଣା ହୋଇଯାଏ । ଏଇ ଦେଖୁନାହାନ୍ତି ଏମାନଙ୍କ ଡ୍ୟାନ୍ସକୁ ।

S Jaishanakar
ଜାତିସଂଘରେ ପାକିସ୍ତାନକୁ କଡ଼ା ଚେତାବନୀ ! 'ପାକିସ୍ତାନର ସୀମାପାର୍ ଆତଙ୍କବାଦ କେବେ ସଫଳ ହେବ ନାହିଁ'

'ପରର ମନ୍ଦ ପାଞ୍ଚୁଥିବା ପାକିସ୍ତାନ ଏବେ ନିଜର କର୍ମଫଳ ଭୋଗୁଛି' । ପାକିସ୍ତାନର ଜିଡିପିକୁ କଟ୍ଟରବାଦ ଓ ଆତଙ୍କବାଦ ରପ୍ତାନୀରେ ମପାଯାଇପାରିବ ।

  • Sunday, 29 September 2024
Viral Video
ଉପମୁଖ୍ୟମନ୍ତ୍ରୀଙ୍କ ପୁଅର ରିଲ୍ସ ଭିଡିଓ ଭାଇରାଲ୍, ପୋଲିସ୍ ସୁରକ୍ଷା ନେଇ ତେଜିଲା ରାଜନୀତି...

ବାପା କହିଲେ ମୁଁ ଉପମୁଖ୍ୟମନ୍ତ୍ରୀ ନଥିବା ବେଳୁ ମୋ ପୁଅ ବଡ଼ ଗାଡ଼ି ଚଢ଼ୁଛି । ସେ ପିଲା ଦିନୁ ବିଳାସପୂର୍ଣ୍ଣ ଗାଡ଼ି ଦେଖିଛି ଆଉ ବୁଲୁଛି ।

Father Killed 4 Daughter
ବାପା ପ୍ରଥମେ ୪ ଦିବ୍ୟାଙ୍ଗ ଝିଅଙ୍କୁ ଦେଲା ବିଷ, ତାପରେ ନିଜେ ଖାଇଲା...!

ହିରାଲାଲ ଜଣେ ବଢ଼େଇ । ସେ କାଠ କାମ କରି ପରିବାର ପ୍ରତିପୋଷଣ କରନ୍ତି । ବର୍ଷେ ତଳେ ତାଙ୍କ ପତ୍ନୀ କ୍ୟାନ୍‌ସରରେ ମୃତ୍ୟୁ ବରଣ କରିଛନ୍ତି ।

  • Saturday, 28 September 2024
  • Suicide
Marriage
ଅଜବ ଏକ ପରମ୍ପରା!! ଏଠି ଝିଅ ନୁହେଁ ପୁଅ ଯାଏ ଶାଶୁଘର ...

ମେଘାଳୟରେ ଯେଉଁ ପ୍ରକାର ବିବାହ କରାଯାଏ, ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ନହୋଇ ରହିପାରିବେନି । ମେଘାଳୟରେ ଖାସି ଜନଜାତିଙ୍କ ମଧ୍ୟରେ ଏକ ଲୋକପ୍ରିୟ ବିବାହ ପରମ୍ପରା ରହିଛି ।

Railways Minister Ashwini Vaishnaw
ପାର୍ବଣ ଋତୁ ପାଇଁ ରେଳ ମନ୍ତ୍ରଣାଳୟର ବ୍ୟାପକ ବ୍ୟବସ୍ଥା; ଯାତ୍ରୀଙ୍କ ପାଇଁ ବଢିଲା ୧୨ ହଜାର ୫ଶହ କୋଚ୍

୧୦୮ ଟ୍ରେନରେ ସାଧାରଣ ବଗି ସଂଖ୍ୟା ବୃଦ୍ଧି କରାଯାଇଛି । ଛଟ ପୂଜା ଓ ଦୀପାବଳି ପାଇଁ ୧୨ ହଜାର ୫ଶହ କୋଚ ବଢ଼ାଇବାକୁ ଅନୁମତି ମିଳିଛି। 

theft
କିଣିବାର ଥିଲା iPhone; ପ୍ରେମିକାର ଇଚ୍ଛା ପୂରଣ ପାଇଁ ଚୋର ସାଜିଲା ଆଇନ୍‌ ଛାତ୍ର...

ପ୍ରେମିକା ପାଇଁ ଚୋର ସାଜିଲା ପ୍ରେମିକ । ଘର ଘର ବୁଲି ରାତି ଅଧରେ କଲା ଚୋରି । ପ୍ରେମିକାକୁ ଖୁସି କରିବା ପାଇଁ ପ୍ରତିଦିନ ରାତିରେ କରୁଥିଲା ଚୋରି ।

Petrol Diesel
Petrol-Diesel Price: ଖୁସି ଖବର, ଗ୍ରାହକଙ୍କୁ ମିଳିବ ଆଶ୍ବସ୍ତି; କମିବ ପେଟ୍ରୋଲ ଓ ଡିଜେଲ ଦର ! 

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଗତ କିଛି ସପ୍ତାହ ହେଲା କମିଛି । ଏହାଦ୍ବାରା ‌ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୨ରୁ ୩ ଟଙ୍କା କମିପାରେ  ।

Parliaments Standing Committees
ଗଠନ ହେଲା ସଂସଦୀୟ ଷ୍ଟାଣ୍ଡିଂ କମିଟି; ବାଣିଜ୍ୟ କମିଟିରେ ସ୍ଥାନ ପାଇଲେ ସାଂସଦ ବୈଜୟନ୍ତ ପଣ୍ଡା

ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଛି। ଅର୍ଥ କମିଟିରେ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ସ୍ଥାନ ମିଳିଛି।

Daily Wages
ଅଣକୁଶଳୀଙ୍କ ଦୈନିକ ପ୍ରାପ୍ୟ ୭୮୩, ଅର୍ଦ୍ଧ କୁଶଳୀଙ୍କ ୮୬୮, କୁଶଳୀ ପାଇବେ ୯୫୪ ଟଙ୍କା

ଏହି ବୃଦ୍ଧି ଫଳରେ ଅଣ କୁଶଳୀ ଶ୍ରମିକ ଏଣିକି ମାସିକ 20 ହଜାର 358 ଟଙ୍କା, ଅର୍ଦ୍ଧକୁଶଳୀ ଶ୍ରମିକ 22 ହଜାର 568, କୁଶଳୀ 24 ହଜାର 804 ଏବଂ ଉଚ୍ଚ କୁଶଳୀ ଶ୍ରମିକ ମାସିକ 26 ହଜାର 910 ଟଙ୍କା ପାଇବେ।

46 Drown, During 'Jivitputrika' Festival In Bihar Districts
ଜିଉଁତିଆ ବ୍ରତ ପାଳନ ବେଳେ ଅଘଟଣ ! ମୃତକଙ୍କ ମଧ୍ୟରେ ୩୭ ଶିଶୁ-୭ ମହିଳା

ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ମୃତକଙ୍କ ପରିବାର ପ୍ରତି ୪ ଲକ୍ଷ ଲେଖାଏଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

  • Thursday, 26 September 2024
  • Bihar
Super Computer Param Rudra
ସୁପର କମ୍ପ୍ୟୁଟର 'ପରମ ରୁଦ୍ର'ର ଲୋକାର୍ପଣ, କିଛି ମିନିଟରେ ୫ ଶହ ବର୍ଷର କାଲକୁଲେସନ୍

ଏହାକୁ ପୁଣେ, ଦିଲ୍ଲୀ ଏବଂ କୋଲକାତାରେ ନିୟୋଜିତ କରାଯିବ। ପରିବେଶ ଓ ଜଳବାୟୁ ସହ ବିଜ୍ଞାନ, ସ୍ବାସ୍ଥ୍ୟ ଓ ମହାକାଶ ବିଜ୍ଞାନ କ୍ଷେତ୍ରରେ ଏହି ସୁପର କମ୍ପ୍ୟୁଟର ସହଯୋଗ କରିବ। ଏକାସଙ୍ଗେ ହଜାରେ କମ୍ପ୍ୟୁଟରର କାମ କରିବ ସୁପର କମ୍ପ୍ୟୁଟର ପରମ ରୁଦ୍ର।

  • Thursday, 26 September 2024
Bangluru murder
ମାରିଥିଲା ବେଙ୍ଗାଳୁରୁରେ, ଜୀବନ ହାରିଦେଲା ଭଦ୍ରକରେ

୫୯ ଖଣ୍ଡ କରି ହତ୍ୟା ପରେ ମହାଲକ୍ଷ୍ମୀଙ୍କ କଟା ଶରୀର ରଖିଥିଲା ଫ୍ରିଜରେ । ବଡ଼ଭାଇ ଦ୍ବାରା କେମିତି ହୋଇଥିଲା ମର୍ଡର, ଷ୍ଟୋରୀ କହିଲା ସାନଭାଇ ।

  • Thursday, 26 September 2024
  • Murder
Orange Warning
ବର୍ଷାରେ ବେହାଲ ମାୟାନଗରୀ ମୁମ୍ବାଇ, କାଲି ଯାଏ ସ୍ଥିତିରେ ନାହିଁ ସୁଧାର

ଲଗାଣ ବର୍ଷାରେ ବେହାଲ ମାୟାନଗରୀ ମୁମ୍ବାଇ । ଆସନ୍ତାକାଲି ଯାଏ ସ୍ଥିତିରେ ସୁଧାର ଆଶା କରାଯାଉନଥିବା ବେଳେ ପାଲଘର ପାଇଁ ରେଡ୍ ଆଲର୍ଟ ଏବଂ ରାଇଗଡ଼ ଜିଲ୍ଲା ଲାଗି ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ ।

Wooden Treadmill
ଆବଶ୍ୟକତା ସାଜିଲା ଉଦ୍‌ଭାବନର ଜନନୀ, କାଠରେ ତିଆରି ହେଲା ଟ୍ରେଡମିଲ୍

ଆଜି କାଲିର ଜୀବନଶୈଳୀରେ ଜିମ୍ ଯିବା ଏକ ଫ୍ୟାସନ ପାଲଟିଗଲାଣି । ଅନେକ ମଧ୍ୟ ସୁସ୍ଥ ରହିବା ପାଇଁ ଜିମ୍ ଯିବା ପସନ୍ଦ କରୁଛନ୍ତି ।

  • Thursday, 26 September 2024
Sanjay Raut
ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଜେଲଦଣ୍ଡ; ମାନହାନୀ ମାମଲାରେ ହେଲେ ଦୋଷୀ ସାବ୍ୟସ୍ତ

ବିଜେପି ନେତା କିରିଟ ସୋମାୟାଙ୍କ ପତ୍ନୀ ମେଧା ସୋମାୟା ଦାଖଲ କରିଥିବା ମାନହାନୀ ମକଦମାର ଶୁଣାଣି କରି ସଞ୍ଜୟଙ୍କୁ ଜେଲ ଦଣ୍ଡ ଶୁଣାଇଛନ୍ତି ମୁମ୍ବାଇ ମାଜାଗାଓଁର ମେଟ୍ରୋପଲିଟାନ କୋର୍ଟ। 

Delhi Assembly
ବଦଳିଲା ଦାୟିତ୍ବ, ବଦଳିଲା ସିଟ୍‌; ବିଧାନସଭାର ଶେଷ ଧାଡ଼ିରେ ବସିଲେ କେଜ୍ରିଓ୍ୱାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିଧାନସଭାରେ ଅରବିନ୍ଦ କେଜରିୱାଲଙ୍କ ଚେୟାର ମଧ୍ୟ ବଦଳିଛି । ବର୍ତ୍ତମାନ କେଜରିୱାଲଙ୍କ ସିଟ୍‌ ନମ୍ବର ୧ ରୁ ୪୧କୁ ବଦଳିଛି । 

bans liquor tobacco
ଗାଁ ହେବ ତ ଏମିତି; ନିଶା ସେବନ କଲେ ଦେବାକୁ ପଡ଼ିବ ୫ ହଜାର ଜରିମାନା...

ଏଣିକି ଗାଁରେ ଆଉ କେହି କରିପାରିବେନି ନିଶା ସେବନ । ନିଶା ସେବନ କଲେ ଦେବାକୁ ପଡ଼ିବ ଜରିମାନା । ଯିଏ ନିୟମ ଭାଙ୍ଗିବ ୫ ହଜାର ଟଙ୍କା ଜରିମାନା ଦେବ ।