ଘରେ ଲାଗିଲା ନିଆଁ, ଜଜ୍ଙ୍କ ମୁଖା ଖୋଲିଲା
ଆଇନ ବୃତ୍ତିରେ ଥାଇ ବି ଚଳାଇଥିଲେ ବେଆଇନ କାମ। ଆବାସିକ କୋଠାରେ ଅଗ୍ନିକାଣ୍ଡ ପରେ ଖୋଲିଛି ଜଣେ ହାଇକୋର୍ଟ ଜଜଙ୍କ ମୁଖା। ଜାଣିଲେ ଆଶ୍ଚର୍ଯ୍ୟ ହେବେ ନିଆଁ ଲିଭାଇବାକୁ ଯାଇଥିବା ଅଗ୍ନିଶମ କର୍ମଚାରୀ ଜଜଙ୍କ ଘରୁ ଠାବ କରିଛନ୍ତି ପୁଳା ପୁଳା ଟଙ୍କା। ଏ ଜଜ୍ ହେଉଛନ୍ତି ଦିଲ୍ଲୀ ହାଇକୋର୍ଟର ଜଜ୍ ଜଷ୍ଟିସ୍ ଯଶୱନ୍ତ ବର୍ମା। ଏପରି ସଙ୍ଗୀନ ମାମଲା ପରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ତାଙ୍କୁ ତୁରନ୍ତ ଟ୍ରାନ୍ସଫର କରିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)