କେନ୍ଦ୍ରାପଡା ରାଜନଗର ଅଞ୍ଚଳ ଗସ୍ତରେ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।
ବିଧାନସଭା ନିର୍ବାଚନରେ ବିଜେପି ୨୧ଜଣ ସାଂସଦଙ୍କୁ ମୈଦାନକୁ ଓହ୍ଲାଇଥିଲା। ସେଥିମଧ୍ୟରୁ ୧୨ଜଣ ଜିତିଛନ୍ତି ଏବଂ ୯ ଜଣ ସାଂସଦ ହାରିଛନ୍ତି। ତେବେ ନିର୍ବାଚନରେ ଜିତିଥିବା ଅନ୍ୟ ଦୁଇ ସାଂସଦ ବାବା ବାଲକନାଥ ଏବଂ ରେଣୁକା ସିଂ ଆଜି ଇସ୍ତଫା ଦେଇନାହାନ୍ତି।
ବିଜେଡିକୁ ପୁଣି ଟାର୍ଗେଟ୍ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସୋସିଆଲ ମିଡିଆରେ ଅପରାଜିତା କଡ଼ା ସମାଲୋଚନା କରିଛନ୍ତି।
ଜନତାଙ୍କ ସେବା କରିବା ନେତା, ମନ୍ତ୍ରୀଙ୍କର ଧର୍ମ ବୋଲି ସେମାନେ ଖୁବ ପ୍ରଚାର ପ୍ରସାର କରିଥାନ୍ତି । ହେଲେ ଏମିତି ପ୍ରଚାର ପ୍ରସାର ଭିତରେ ନିଜ ସେବା ସହ ନିଜ ଖାନଦାନିର ସେବା କେମିତି କରିଥାନ୍ତି ତାହା ସମସ୍ତେ ଜାଣନ୍ତି। କିନ୍ତୁ ଏ ନେତାଙ୍କୁ ଦେଖନ୍ତୁ ତ ଥରେ ! ୟାଙ୍କ କାମ ଦେଖିଲେ ଆପଣ ନିଶ୍ଚୟ ବିଶ୍ୱାସ କରିବେ ଯେ ନେତାମାନେ ବେଳେବେଳେ ଜନତାଙ୍କ ସେବା କରିଥାନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି ଓଡ଼ିଶାର ବିଜେପି ସାଂସଦ। ଏହି ଅବସରରେ ସଂଗଠନ କେମିତି ସୁଦୃଢ ହେବ ସେନେଇ ପ୍ରଧାନମନ୍ତ୍ରୀ ଗୁରୁମନ୍ତ୍ର ଦେଇଥିଲେ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରାଜ୍ୟ ବିଜେପି ସାଂସଦ ବ୍ରେକ୍ଫାଷ୍ଟ କରିବେ। ରାଜ୍ୟର ସବୁ ବିଜେପି ସାଂସଦଙ୍କୁ ବ୍ରେକ୍ଫାଷ୍ଟ ପାଇଁ ପ୍ରଧାନମନ୍ତ୍ରୀ ଡାକିଥିବା ସୂଚନା ମିଳିଛି।
ହିନ୍ଦୁ ସମାଜରେ ସେସବୁ ଦରକାର ନାହିଁ ବୋଲି ସାଂସଦ କହିଛନ୍ତି।
କେନ୍ଦ୍ର ସରକାରଙ୍କ ମନମୁଖୀ ପଦକ୍ଷେପକୁ ନେଇ ଉଦବେଗ ପ୍ରକାଶ କରିବା ସହିତ ଓଡ଼ିଶାରୁ ବଳକା ଉଷୁନା ଚାଉଳ ତୁରନ୍ତ ଉଠାଇବାକୁ ପଦକ୍ଷେପ ନିଆଯାଉ ବୋଲି ଦାବି କରିଛନ୍ତି ବିଜେଡି ସାଂସଦମାନେ
ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ସୋର ମାଣତ୍ରି ଗାଁର ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗ ଦେଇ ଏମିତି କଲେ ଯାହାକୁ ଦେଖି ଲୋକେ ତାଜୁବ। ଦେଖନ୍ତୁ ସେହି ନିଆରା ଦୃଶ୍ୟ...