• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

pollution
Most polluted City: ବିଶ୍ବର ପ୍ରଦୂଷିତ ସହର ତାଲିକାରେ ଭାରତର ୧୩ ସହର, ଏଠାରେ ନିଶ୍ବାସ ନେବା ବି କଷ୍ଟକର

୨୦୨୪ ତୁଳନାରେ ଭାରତରେ ପ୍ରଦୂଷଣର ମାତ୍ରା ହ୍ରାସ ପାଇଛି। ୨୦୨୩ରେ ଭାରତ ପ୍ରଦୂଷିତ ରାଷ୍ଟ୍ର ମାନଙ୍କ ମଧ୍ୟରେ ୩ ନମ୍ବର ସ୍ଥାନରେ ରହିଥିବା ବେଳେ ବର୍ତ୍ତମାନ ୨ଟି ସ୍ଥାନ ଉପରକୁ ଉଠିଛି। ଭାରତରେ ପ୍ରଦୂଷଣ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଦେଶ ସବୁଠାରୁ ଅଧିକ ପ୍ରଦୂଷିତ ରାଷ୍ଟ୍ର ତାଲିକାର ପଞ୍ଚମ ସ୍ଥାନରେ ରହିଛି।

 Reels
Instagram Reels Stunt: ରିଲ୍ସ ନିଶା; ଗ୍ୟାସ୍ ସିଲିଣ୍ଡର ଖୋଲି କଲେ ଏମିତି କାଣ୍ଡ

ମଧ୍ୟପ୍ରଦେଶ ଗ୍ବାଲିୟର ଗୋଲା ମନ୍ଦିର ସ୍ଥିତ ଦି ଲିଗାସି ବିଲ୍ଡିଂ। ଏଠାରେ ରୁହନ୍ତି ଅନିଲ ଜାଟ ଓ ତାଙ୍କ ଭାଉଜ ରଞ୍ଜନା ଜାଟ୍‌। ଦୁହେଁ ରିଲ୍ସ ପ୍ରେମୀ। ସବୁ ଦିନ ଭଳି ମାର୍ଚ୍ଚ ୭ ତାରିଖରେ ଏମାନଙ୍କୁ ଘାରିଥିଲା ରିଲ୍ସ ନିଶା। ରିଲ୍ସରେ ଧୂଆଁର ଇଫେକ୍ଟ ଦେଖାଇବାକୁ ଭାବିଥିଲେ ଏମାନେ।

Union Budget
Union Budget 2025: ଆଜିଠୁ ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ; ମଣିପୁର ହିଂସାକୁ ପ୍ରସଙ୍ଗ କରିପାରନ୍ତି ବିରୋଧୀ

ଫାଇନାନ୍ସ ବିଲ୍ ୨୦୨୫ ପାରିତ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ରହିଛି। ଏହାଛଡ଼ା ଆହୁରି ୩୦ରୁ ଅଧିକ ବିଲ୍ ରହିଛି ଯାହାକୁ କେନ୍ଦ୍ର ସରକାର ଏହି ଅଧିବେଶନରେ ପାରିତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ୨୬ଟି ବିଲ୍ ରାଜ୍ୟସଭା ଏବଂ ୯ଟି ବିଲ୍ ଲୋକସଭାରେ ଅଟକି ରହିଛି। ସେହିପରି ନୂଆ ଆୟକର ବିଲ୍ ମଧ୍ୟ ଏହି ଅଧିବେଶନରେ ପାରିତ ହୋଇପାରେ।

Karnataka Rape And Murder
Karnataka Tragedy: ଶୋକରେ ବୁଡିଲା ଦାରିଙ୍ଗବାଡି; ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି

ବାଲିଗୁ଼ଡାର ତେରବାଡିରେ ବିଭାସଙ୍କ ପୈତୃକ ଗାଁ। ପରିବାର ସହ ବିଭାସ ଦିଲ୍ଲୀରେ ରହୁଥିଲେ। ସେ ଏକ ଘରୋଇ ହସ୍ପିଟାଲରେ HR ଭାବେ ଚାକିରି କରୁଥିଲେ। ଦେଶ ବିଦେଶର ବିଭିନ୍ନ ସ୍ଥାନ ବୁଲିବାକୁ ପସନ୍ଦ କରୁଥିଲେ ବିଭାସ। ହେଲେ ସେହି ପସନ୍ଦ ହିଁ ତାଙ୍କ ଶେଷ ଯାତ୍ରା ପାଲଟିଛି।

  • Sunday, 09 March 2025
Vimal Pan Masala Ad
Vimal Pan Masala Ad: ବଢ଼ିଲା ଅଜୟ ଦେବଗନ,ଶାହରୁଖ ଏବଂ ଟାଇଗର ଶ୍ରଫଙ୍କ ଅଡ଼ୁଆ

ପାନ ମସଲା ବିଜ୍ଞାପନ ଯୋଗୁଁ ଆଇନଗତ ସମସ୍ୟା ଜାଲରେ ଫସିଛନ୍ତି ବଲିଉଡର ତିନିଜଣ ଲୋକପ୍ରିୟ ଅଭିନେତା। ପାନ ମସଲାର ଏକ ବିଜ୍ଞାପନରେ ଭ୍ରମ ସୃଷ୍ଟି କରୁଥିବା ନେଇ ଶାହରୁଖ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ବିରୋଧରେ ଜୟପୁରର ଜିଲ୍ଲା ଉପଭୋକ୍ତା କମିଶନ ନୋଟିସ୍ ଜାରି କରିଛନ୍ତି।

 Rohini Khadse
Rohini Khadse: 'ଗୋଟିଏ ମର୍ଡର ପାଇଁ ଅନୁମତି ମିଳୁ...' ରାଷ୍ଟ୍ରପତିଙ୍କୁ କାହିଁକି ଏମିତି କହିଲେ ମହାରାଷ୍ଟ୍ର ନେତ୍ରୀ ?

ଅନ୍ତର୍ଜାତୀୟ ମହିଳା ଦିବସରେ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ମହିଳାଙ୍କୁ ଗୋଟିଏ ମର୍ଡର କରିବାର ଅଧିକାର ଦେବା ପାଇଁ ଦାବି କଲେ ଏନସିପି(ଶରଦ ଗୋଷ୍ଠୀ) ନେତ୍ରୀ ରୋହିଣୀ ଖଡସେ । ଏହା ପଛରେ ଦେଲେ ବଡ଼ କାରଣ । ପଢନ୍ତୁ ପୁରା ଖବର

Jagdeep Dhankhar
Jagdeep Dhankhar: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଅସୁସ୍ଥ, ଛାତିରେ ଯନ୍ତ୍ରଣା ହେବାରୁ ଏମ୍ସରେ ଭର୍ତ୍ତି

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି । ଧନଖଡ଼ଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ଜେପି ନଡ୍ଡା ।

Karnataka Horror
Odia Youth Murdered: ଓଡ଼ିଆ ଯୁବକଙ୍କୁ ମାରିଦେଲେ, ସାଙ୍ଗରେ ଥିବା ବିଦେଶିନୀଙ୍କୁ ଗଣଦୁଷ୍କର୍ମ କଲେ

କର୍ଣ୍ଣାଟକରେ ଓଡ଼ିଆ ଯୁବକଙ୍କୁ ହତ୍ୟା । ସାଙ୍ଗରେ ଥିବା ମହିଳା ବନ୍ଧୁଙ୍କୁ ଗଣଦୁଷ୍କର୍ମ କରିବା ସହ ଓଡ଼ିଆ ଯୁବକଙ୍କୁ କେନାଲକୁ ଠେଲି ମାରିଦେଲେ ଦୁଷ୍କର୍ମକାରୀ । ଗତ ଗୁରୁବାର ବିଳମ୍ବିତ ରାତିରେ ଘଟିଛି ଏହି ବର୍ବରକାଣ୍ଡ ।

Moon
Water Mining on the Moon: ଚନ୍ଦ୍ରରେ ମିଳିଲା ପାଣି !

ଚନ୍ଦ୍ରପୃଷ୍ଠର ତାପମାତ୍ରାକୁ ନେଇ ଲ୍ୟାଣ୍ଡର ବିକ୍ରମ ଦ୍ୱାରା ସଂଗୃହିତ ତଥ୍ୟରୁ ଅନୁମାନ କରାଯାଉଛି ଯେ, ଚନ୍ଦ୍ରପୃଷ୍ଠ ତଳେ ପ୍ରଚୁର ପରିମାଣରେ ବରଫ ଥାଇପାରେ। ପୂର୍ବରୁ ଯେତିକି ଅନୁମାନ କରାଯାଉଥିଲା, ତା’ ଠାରୁ ଅଧିକ ସ୍ଥାନରେ ବରଫ ଥାଇପାରେ ବୋଲି ଆଶା କରାଯାଉଛି।

IFS Officer Jumps From Building
IFS Officer Jumps From Building: ମାରିଦେଲା ମାନସିକ ଚାପ: ବିଲଡିଂରୁ ଡେଇଁ ଜୀବନ ହାରିଲେ IFS ଅଧିକାରୀ...

ବିଲଡିଂରୁ ଡେଇଁ ଜୀବନ ହାରିଲେ IFS ଅଧିକାରୀ । ଜଣେ IFS ଅଧିକାରୀ ଏମିତି ଜୀବନ ହାରିବା ନେଇ ଏବ ସବୁଠି ଚର୍ଚ୍ଚାର ବିଷୟ ପାଲିଟିଛି। ଏଭଳି ଅଭାବନୀୟ ଘଟଣା ଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଘଟିଛି ।

PM Modi's Security Cover
Women’s Day: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ କେବଳ ମହିଳା ପୋଲିସ୍, ଇତିହାସରେ ପ୍ରଥମ

ଭାରତ ଇତିହାସରେ ପ୍ରଥମ ଥର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ପୂରା ସୁରକ୍ଷା ବ୍ୟବସ୍ଥାରେ ମହିଳା ପୋଲିସ କର୍ମଚାରୀ ମୁତୟନ ରହିବେ। ସୁରକ୍ଷା ଦାୟିତ୍ବରେ ମୁତୟନ ହେବାକୁ ଥିବା ଆଇପିଏସ୍ ଅଫିସରଙ୍କଠାରୁ କନଷ୍ଟେବଳ ଯାଏଁ ସମସ୍ତେ ମହିଳା।

Murder
ବିଳାଶ ଜୀବନ ସଜେଇଲା ସୈତାନ

ଋଣ ଭାରରୁ ସାମୂହିକ ଜୀବନ ହାରିବାର ଯୋଜନା, ଆଉ ଏହି ଯୋଜନାରୁ ଗଣହତ୍ୟା। କୋଲକାତା ଟ୍ରିପଲ୍ ମର୍ଡର କେସର ପର୍ଦ୍ଦାଫାସ କରିଛି ପୋଲିସ।

kedarnath yatra
Kedarnath Ropeway Project: ୯ ଘଣ୍ଟାର ଯାତ୍ରା ମାତ୍ର ୩୬ ମିନିଟରେ ହେବ ପୂରଣ; କେଦାରନାଥ ରୋପ୍ ୱେ ପ୍ରୋଜେକ୍ଟକୁ ମଞ୍ଜୁରୀ

୧୨.୯ କିଲୋମିଟରର କେଦାରନାଥ ରୋପ୍ ୱେ ପ୍ରକଳ୍ପ ପାଇଁ ୪ ହଜାର ୮୧ କୋଟି ଟଙ୍କା ବ୍ୟୟ ଅଟ୍ଟକଳ ରଖାଯାଇଛି। ସେହିପରି  ହେମକୁଣ୍ଡ ସାହିବ ରୋପ୍ ୱେ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ୨ ହଜାର ୭୩୦ କୋଟି ଟଙ୍କା। କେନ୍ଦ୍ର କ୍ୟାବିନେଟରେ ଏନେଇ  ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।

Viral Application
Constable's Shocking Claim: ଭାଇରାଲ ହେଉଛି କନଷ୍ଟେବଳଙ୍କ ଅଜବ ଆପ୍ଲିକେସନ

'ସ୍ୱପ୍ନରେ ମୋ ସ୍ତ୍ରୀ ଆସି ମୋ ରକ୍ତ ପିଉଛି, ସେଥିପାଇଁ ମୁଁ ଠିକ୍ ଟାଇମରେ ଅଫିସ୍ ଆସିପାରୁନି ।' ଭାଇରାଲ୍ ହେଉଛି ଜଣେ କନଷ୍ଟେବଳଙ୍କ ଏହି ଆପ୍ଲିକେସନ୍ । କାହିଁକି ବିଳମ୍ବରେ ଅଫିସ୍ ଆସୁଛନ୍ତି, ପଚାରିବାରୁ କନଷ୍ଟେବଳ ଜଣକ ଏପରି ଅଜବ ପ୍ରତିକ୍ରିୟା ରଖିଛନ୍ତି ।

Tobacco Banned In UP Assembly
Tobacco Banned In UP Assembly: ବ୍ୟାନ୍‌ ହେଲା ଗୁଟଖା-ପାନ ମସଲା; ଧରାପଡ଼ିଲେ ହେବ ଜରିମାନା !

ତମାଖୁ ଖାଇଲେ କିମ୍ବା ଛିପ ପକାଇଲେ ଦେବାକୁ ପଡ଼ିବ ଜରିମାନ। ତୁରନ୍ତ କାର୍ଯ୍ୟକାରୀ କରିବାକୁ ସରକାର ଦେଲେ ନିର୍ଦ୍ଦେଶ । ଯାହାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ହେଉଛି । 

Actress Ranya Rao
Actress Ranya Rao: ବାପା ଡିଜିପି, ଝିଅ ସ୍ମଗଲର୍; ବେଲ୍ଟ ଷ୍ଟ୍ରାପରେ ଲୁଚାଇଥିଲେ ୧୪ କିଲୋ ସୁନା...

ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବିଲକୁଲ୍ ସତ ଘଟଣା। ପୋଲିସ୍ ବି ଏମିତି ସେମିତି ନୁହେଁ, ଡିଜିପି। କର୍ଣ୍ଣାଟକ ପୋଲିସ୍ ହାଉସିଂ କର୍ପୋରେସନ୍ ଡିଜି କେ.ରାମଚନ୍ଦ୍ର ରାଓଙ୍କ ଝିଅ ରନୟା ରାଓ ୧୪ କେଜି ସୁନା ସହ ଧରାପଡ଼ିଛନ୍ତି। 

Sunil Mittal Success Story
Success Story: ବାପାଙ୍କଠୁ ୨୦ ହଜାର ନେଇ ଆରମ୍ଭ କରିଥିଲେ ବ୍ୟବସାୟ, ଆଜି ଦେଶର ୪ର୍ଥ ବଡ଼ କମ୍ପାନୀର ମାଲିକ

ବେପାର କରିବାକୁ ବାପାଙ୍କଠାରୁ ନେଇଥିଲେ ୨୦ ହଜାର ଟଙ୍କା । ସାଇକେଲ ପାର୍ଟ୍ସ ତିଆରିରୁ ଆରମ୍ଭ ହେଲା ବ୍ୟବସାୟିକ ଯାତ୍ରା । ଆଜି ସେ ଦେଶର ଦ୍ୱିତୀୟ ସର୍ବବୃହତ୍ ଟେଲିକମ୍ କମ୍ପାନୀ 'ଏୟାରଟେଲ' ମାଲିକ । ପଢନ୍ତୁ ଏୟାରଟେଲ ପ୍ରତିଷ୍ଠାତା ସୁନୀଲ ଭାରତୀ ମିତ୍ତଲଙ୍କ ସଫଳତାର କାହାଣୀ ସମ୍ପର୍କରେ...

PM Modi interacted with lions and tigers, played with cubs at Jamnagar's Vantara
Jamnagar's Vantara: ବନ୍ତାରା ପଶୁ ଉଦ୍ଧାର କେନ୍ଦ୍ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମନଗରରେ ବନ୍ତାରା ପଶୁ ଉଦ୍ଧାର ଏବଂ ପୁନର୍ବାସ କେନ୍ଦ୍ରର ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ତିନି ଦିନିଆ ଗୁଜରାଟ ଗସ୍ତରେ ଥିଲେ। ବନ୍ତାରା ୨,୦୦୦ରୁ ଅଧିକ ପ୍ରଜାତି ଏବଂ ୧.୫ ଲକ୍ଷରୁ ଅଧିକ ପ୍ରାଣୀ ଉଦ୍ଧାର ହୋଇଥିବା, ଲୁପ୍ତପ୍ରାୟ ଏବଂ ବିପଦପୂର୍ଣ୍ଣ ପ୍ରାଣୀଙ୍କ ବାସଗୃହ। ପ୍ରଧାନମନ୍ତ୍ରୀ ଏଠାରେ ପୁନଃଥଇଥାନ ହୋଇଥିବା ବିଭିନ୍ନ ପ୍ରଜାତିର ପ୍ରାଣୀମାନଙ୍କ ସହିତ ମିଶିଥିଲେ।

mughal
Mughal Heiress Poverty: ଦାରିଦ୍ର୍ୟ ମଧ୍ୟରେ ମୋଗଲଙ୍କ ବଂଶଧର, ଜାଣନ୍ତୁ କେଉଁଠି ଅଛନ୍ତି

ଏକଦା ତାଙ୍କ ପରିବାର ସମଗ୍ର ଦେଶ ଉପରେ ରାଜ କରୁଥିଲା। ହେଲେ ଆଜି ସେମାନଙ୍କ ବଂଶଧର ଦୁଇ ଓଳି ଖାଇବାକୁ ପାଉ ନ ଥିବା ବେଳେ ଝୁମ୍ପୁଡି ଘରେ କାଳ କାଟୁଛନ୍ତି।

IIT Baba tandav dance
IIT Baba: ଟିଭି ସୋ'ରେ ମାଡ଼ ପରେ ତାଣ୍ଡବ ନୃତ୍ୟ କଲେ ଆଇଆଇଟି ବାବା, ଭିଡ଼ିଓ ଭାଇରାଲ

ପୁଣି ଚର୍ଚ୍ଚାରେ ଆଇଆଇଟି ବାବା (ଅଭୟ ସିଂହ) । ଟିଭି ଚ୍ୟାନେଲରେ ମାଡ଼ ଖାଇବାର ଭିଡିଓ ଭାଇରାଲ ପରେ ଏବେ ବାବାଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଦେହରେ କଳା ଧୋତି, ବେକରେ ମାଳା ପକାଇ ତାଣ୍ଡବ ନୃତ୍ୟ କରିଛନ୍ତି ବାବା ।

Marriage
Groom Beat Bride: ବର ମାଗିଲା ବୋଲେରୋ: ବେଦିରେ ଉଡ଼ିଲା ଚେୟାର୍‌

ଉତ୍ତରପ୍ରଦେଶର ରାମପୁର ସ୍ଥିତ ଶୁମାଲି ଅଞ୍ଚଳ। ଏଠାକାର ତ୍ରିଲୋକି ସିଂହ ଦିବାକରଙ୍କ ଝିଅର ବାହାଘର ୬ ମାସ ପୂର୍ବେ ଶାହଜାହାଦ ନଗର ଥାନା ସ୍ଥିତ ଦୁଦାଇରେ ରହୁଥିବା ସୁଭାଷଙ୍କ ସହ ସ୍ଥିର ହୋଇଥିଲା। ଯୌତୁକ ବାବଦକୁ ୧୦ ଲକ୍ଷ ଟଙ୍କା ନଗଦ ଓ ଜିନିଷ ପତ୍ର ଦେବାକୁ କନିଆଁ ପକ୍ଷ ରାଜି ହୋଇଥିଲେ।

Donald trump
Trump-Zelensky Fight: ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ବଡ଼ ପଦକ୍ଷେପ; ସେନା ସହାୟତା ବନ୍ଦ କଲେ ଟ୍ରମ୍ପ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ଟ୍ରଂପ ପ୍ରଶାସନ କହିଛି। ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମୟରେ ୨୦୨୨ ମସିହାରୁ ଏପର୍ଯ୍ୟନ୍ତ ୟୁକ୍ରେନକୁ ୬୦ ବିଲିୟନ ଡଲାରରୁ ଅଧିକ ସହାୟତା ଦେଇଆସିଛି ଆମେରିକା।

ରୋହିତଙ୍କୁ ମୋଟା କହିଲା କଂଗ୍ରେସ
ଟିମ୍‌ ଇଣ୍ଡିଆ କ୍ୟାପ୍‌ଟେନ୍‌କୁ କଂଗ୍ରେସର କମେଣ୍ଟ

ଦିନେ ଖେଳ ପାଇଁ ଚର୍ଚ୍ଚରେ ରହୁଥିଲେ। ହିଟ୍‌ ମ୍ୟାନ୍‌ଙ୍କ ହିଟ୍‌ ଷ୍ଟ୍ରୋକ ରହୁଥିଲା ହେଡ୍‌ଲାଇନ୍‌। ଏବେ କିନ୍ତୁ ତାଙ୍କ ଫିଟ୍‌ନେସ୍‌କୁ ନେଇ ଆରମ୍ଭ ହୋଇଛି ପଲିଟିକ୍ସ।

Bengaluru
Bengaluru Odia Name Controversy: ବେଙ୍ଗାଲୁରୁ ରେସ୍ତୋରାଁରେ ଓଡ଼ିଆରେ ନାମଫଳକ ଲେଖି ହଟହଟା ହେଲେ ମାଲିକ

ଓଡ଼ିଆ ରେସ୍ତୋରାଁ ମାଲିକଙ୍କୁ ତାଗିଦ ପରେ ତାଗିଦ କରି ଚାଲିଛନ୍ତି ବେଙ୍ଗାଳୁରୁର ଜଣେ ସ୍ଥାନୀୟ ଯୁବକ । ଖୋଲାଖୋଲି ଧମକ ଦେଉଛନ୍ତି । ଓଡ଼ିଆରେ ନେମ୍ ପ୍ଲେଟ୍ କାହିଁକି ଲେଖିଛ? କିଏ କହିଲା ଲେଖିବାକୁ? କର୍ଣ୍ଣାଟକରେ ରହି ଓଡ଼ିଆ ପ୍ରେମ କାହିଁକି?

ମନ୍ତ୍ରୀଙ୍କ ଝିଅକୁ ବି ଛାଡ଼ିଲେନି
ମନ୍ତ୍ରୀଙ୍କ ଝିଅକୁ ବି ଛାଡ଼ିଲେନି

ମୁଁ ମନ୍ତ୍ରୀ ରୂପେ ନୁହେଁ ଜଣେ ମା’ ରୂପେ ଆସିଛି। ମୋ ଝିଅ ଓ ତା’ସାଙ୍ଗ ସାଥୀଙ୍କ ସହ ଯାହା ଘଟିଲା ତାହା ବେଶ୍ ନିନ୍ଦନୀୟ। ଏଭଳି କିଛି ଅଭିଯୋଗ ଆଣି ଥାନାକୁ ଯାଇଛନ୍ତି ଖୋଦ କେନ୍ଦ୍ରମନ୍ତ୍ରୀ।