• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Nasa Astronauts

Shubhanshu Shukla
Shubhanshu Shukla: ଆସନ୍ତାମାସ ପ୍ରଥମ ଭାରତୀୟ ଭାବେ ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାଇ ଇତିହାସ ରଚିବେ ଶୁଭାଂଶୁ ଶୁକ୍ଳା !

ଆସନ୍ତା ମାସ ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନକୁ ଯାଇପାରନ୍ତି ପ୍ରଥମ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ମେ' ମାସରେ ଆକ୍ସିଅମ୍-୪ ମିଶନ ଲଞ୍ଚ୍ ହୋଇପାରେ । ଏଥିରେ ମିଶନ୍ ପାଇଲଟ୍ ବନିବେ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା ।

NASA
Special Story: ମାଡ଼ି ଆସୁଛି ବିରାଟ ଗ୍ରହାଣୁ, ମାଡ଼ ହେଲେ ହେବ ବିଶାଳ ବିସ୍ଫୋରଣ

ନାସା କହିଛି ଯେ ଏହି ଗ୍ରହାଣୁ ଅତ୍ୟନ୍ତ ବିପଦପୂର୍ଣ୍ଣ ଥିଲା। ଯଦି ଏହା ପୃଥିବୀ ସହିତ ଧକ୍କା ହୋଇଥାନ୍ତା, ତେବେ ଏକ ବିରାଟ ବିସ୍ଫୋରଣ ହୋଇଥାନ୍ତା। ଯାହା ଜାପାନର ହିରୋସିମାରେ ପକାଯାଇଥିବା ପରମାଣୁ ବୋମା ଅପେକ୍ଷା 500 ଗୁଣ ଅଧିକ ଶକ୍ତିଶାଳୀ ହୋଇଥାନ୍ତା

Sunita Williams Opinions On India
Sunita Williams Opinion About India: ପୁଣି ତାଜାହେଲା ଇତିହାସ; ଭାରତୀୟଙ୍କ ହୃଦୟ ଜିତିଲା ସୁନୀତାଙ୍କ ଉତ୍ତର

ସାମ୍ବାଦିକ ସମ୍ମିଳନୀରେ ସୁନୀତାଙ୍କୁ ମଧ୍ୟ ରାକେଶଙ୍କୁ ପଚରାଯାଇଥିବା ପ୍ରଶ୍ନ ଜଣେ ସାମ୍ୱାଦିକଙ୍କ ଦ୍ୱାରା ପୁଣିଥରେ ପଚରାଯାଇଥିଲା । ଏହାର ଉତ୍ତରରେ ଭାରତକୁ ପ୍ରଶଂସା କରିଥିଲେ ସୁନୀତା। ସାମ୍ବାଦିକ ସମ୍ମିଳନୀରେ ସୁନୀତା କହିଛନ୍ତି, ଭାରତ ଏକ ସୁନ୍ଦର ରାଷ୍ଟ୍ର । ମହାକାଶରୁ ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଥିଲି ।

Sunita Williams
Sunita Williams Latest News: ସୁନୀତାଙ୍କ ଅନ୍ତରୀକ୍ଷ କାହାଣୀକୁ ନେଇ ଚର୍ଚ୍ଚା; ପ୍ରଥମେ ନାସା ଗ୍ରହଣ କରିନଥିଲା ଆବେଦନ

ଆଜି ଯେଉଁ ସୁନୀତାଙ୍କୁ ସାରା ବିଶ୍ବ ସାବାସୀ ଦେଉଛି ଓ ପ୍ରଶଂସାରେ ପୋତି ପକାଉଛି ଦିନେ ତାଙ୍କ ମହାକାଶ ଯାତ୍ରା ଆବେଦନକୁ ଗ୍ରହଣ କରିନଥିଲା ନାସା । ଏଥର ୨୮୬ ଦିନ ମହାକାଶ ରହଣିରେ ୧୧ ଘଣ୍ଟା ୨୬ ମିନିଟ୍ ସ୍ପେସ ୱାକ୍ କରି ରେକର୍ଡ କରିଛନ୍ତି ସୁନୀତା ।

Sunita Williams
Sunita Williams: ସୁନୀତାଙ୍କ ଘରବାହୁଡ଼ା ପରେ ଆଶ୍ୱସ୍ତ ବିଶ୍ୱ; ଏମିତି କଟିବ ସୁନୀତାଙ୍କ ଆଗାମୀ ୪୫ ଦିନ

ସୁନୀତା ୱିଲିୟମ୍ସ ଓ ଅନ୍ୟ ୩ ମହାକାଶଚାରୀଙ୍କୁ ଧରି ଉଲ୍‌କା ଭଳି ଖସିଥିଲା କ୍ରୁ ଡ୍ରାଗନ୍ ସ୍ପେଶ୍ କ୍ୟାପସୁଲ୍ । ଆକାଶର ଛାତି ଚିରି କ୍ଷୀପ୍ର ଗତିରେ ଅଗ୍ନିପିଣ୍ଡ ଭଳି ଖସିଥିଲା ପ୍ରାୟ ୧ ଟନ୍ ଓଜନର ମହାକାଶଯାନ ।

Sunita Williams Return
Sunita Williams Return: ଆସିଲା ବଡ଼ ଅପଡେଟ୍, ବୁଧବାର ପୃଥିବୀକୁ ଫେରିବେ ସୁନୀତା ୱିଲିୟମ୍ସ

ସୁନିତା ୱିଲିୟମ୍ସଙ୍କ ପ୍ରତ୍ୟାବର୍ତ୍ତନ ତାରିଖ ନିଶ୍ଚିତ କଲା NASA । ଆସନ୍ତା ବୁଧବାର ଭୋର ୩ଟା ୨୭ ମିନିଟ୍‌ରେ ମହାକାଶରୁ ଫେରି ପୃଥିବୀରେ ପହଞ୍ଚିବେ ସୁନିତା ୱିଲିୟମ୍ସ ଓ ବୁଚ୍‌ ୱିଲମୋର୍ ।

Sunita William Latest News
Sunita Williams Return: ସ୍ପେସ୍ ଷ୍ଟେସନରେ ମହାକାଶଯାନ 'ଡ୍ରାଗନ୍' ପହଞ୍ଚିବାପରେ ଖୁସିରେ ଝୁମିଲେ ସୁନୀତା

ପୃଥିବୀରୁ ଯାଇଥିବା ନୂଆ ୪ ମହାକାଶଚାରୀଙ୍କୁ ସ୍ବାଗତ କରିଥିଲେ ସୁନୀତା ଓ ତାଙ୍କ ସାଥି ଆଷ୍ଟ୍ରନଟ୍ ବୁଚ୍ ୱିଲମୋର । ଆଜି ଦିନ ପ୍ରାୟ ୧୦ଟା ବେଳେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିଛି ସ୍ପେଶ୍ ଏକ୍ସ କ୍ରୁ-ଟେନ୍ ମିଶନର ଡ୍ରାଗନ୍ ସ୍ପେଶକ୍ରାଫ୍ଟ ।

New Year in space
ମହାକାଶରେ ଗୋଟିଏ ଦିନରେ ନୂଆବର୍ଷକୁ ୧୬ ଥର ସ୍ୱାଗତ, ଜାଣନ୍ତୁ ଏହା ପଛର କାରଣ ?

ବାସ୍ତବରେ ପୃଥିବୀରେ ୧୨ ଘଣ୍ଟା ଦିନ ଓ ୧୨ ଘଣ୍ଟା ରାତି ହୋଇଥାଏ। କିନ୍ତୁ ମହାକାଶରେ ଏହାର ବିପରୀତ ଅର୍ଥାତ ୪୫ ମିନିଟ୍‌ ଦିନ ଓ ୪୫ ମିନିଟ୍‌ ରାତି ହୋଇଥାଏ।