• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Property Dispute

Saif Ali Khan
Enemy Property: ୧୦ ହଜାର କୋଟିର ସମ୍ପତ୍ତିକୁ କାହିଁକି ଘୋଷଣା କରାଗଲା ଶତ୍ରୁ ସମ୍ପତ୍ତି ? ରହିଛି ସୈଫ ଅଲ୍ଲୀ ଖାନ କନେକ୍ସନ

ବଲିଉଡର ଲୋକପ୍ରିୟ ଅଭିନେତା ସୈଫ ଅଲ୍ଲୀ ଖାନଙ୍କର ଶନିଦଶା ଚାଲିଥିବା ପରି ଲାଗୁଛି । ପଟୌଦି ପରିବାର ଉପରେ ଗୋଟିଏ ପରେ ଗୋଟିଏ ସଙ୍କଟ ଘନେଇ ଆସୁଛି । ନିକଟରେ ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଗୁରୁତର ଆହତ ହୋଇ ୫ଦିନ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ସେ ଘରକୁ ଫେରିଛନ୍ତି । ଏହାରି ମଧ୍ୟରେ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଗୋଟିଏ ନିର୍ଦ୍ଦେଶରେ ଭୋପାଳର ତତ୍କାଳୀନ ରାଜପରିବାର ସହ ସଂପୃକ୍ତ ବିବାଦ ପୁଣି ଚର୍ଚ୍ଚାକୁ ଆସିଛି, ଯାହାର ମୁଖ୍ୟ ସଦସ୍ୟ ଅଛନ୍ତି ସୈଫ ଅଲ୍ଲୀ ଖାନ ।

ଏହି ବାସ୍ତୁଦୋଷ ଆଣିବ ମାମଲା
Vastu: ଏହି ବାସ୍ତୁଦୋଷର ସମାଧାନ ତୁରନ୍ତ କରନ୍ତୁ , ନହଲେ ମାଲିମୋକଦ୍ଦମାରେ ଛନ୍ଦି ହେବେ

ଦେଖା ଯାଇଛି ବାସ୍ତୁ ସିଦ୍ଧାନ୍ତର ନିୟମକୁ ପାଳନ କରିବାଦ୍ୱାରା ମଣିଷର ଜୀବନ ସରସ ସୁନ୍ଦର ଓ ସୁଖମୟ ହୋଇପାରିଛି । ତେବେ ଏହି ବାସ୍ତୁର ବିଭିନ୍ନ ନିୟମ ଭିତରୁ  ଆଜି ଜାଣିବା କେଉଁ ନିୟମକୁ  ଗୃହ ନିର୍ମାଣ  ସମୟରେ ଅଣଦେଖା କଲେ ବା ସେହି ସ୍ଥାନରେ ବାସ୍ତୁ ନିୟମ ଉଲଘଂନ କଲେ ସେହି ଗୃହରେ ବସବାସର କିଛି ସମୟ ପରେ ଏହି ପରି ପରିସ୍ଥିତି ସୃଷ୍ଟି ହୋଇଥାଏ  ଯାହା ଦ୍ୱାରା ସେହି ଗୃହର ଗୃହକର୍ତ୍ତା ଓ ନିବାସୀମାନେ  ବିଭିନ୍ନ ମୟରେ କୋର୍ଟ-କଚେରୀ ପରି ସମସ୍ୟା ଭିତରେ ଫସିଯାଇଥାନ୍ତି ।

ଦାଉଦ୍ ସମ୍ପତ୍ତି ନିଲାମ ନେଇ ଲଢୁଛନ୍ତି
Dawood Ibrahim Property: ଦାଉଦ୍ ଇବ୍ରାହିମ୍ ଗୁଣ୍ଡାଙ୍କ ସହ ଲଢୁଛନ୍ତି ଗାଁରୁ ଆସିଥିବା ହେମନ୍ତ, ଦୋକାନ ଦଖଲ ନେବାକୁ କରୁଛନ୍ତି ଲଢ଼େଇ

ଆଇନଗତ ଲଢେଇରେ ଜିତିବା ପରେ ବି ହେମନ୍ତଙ୍କ ସମସ୍ୟାର ଅନ୍ତ ଘଟିନାହିଁ । ଏହି ଦୋକାନକୁ ନିଜ ଦଖଲକୁ ନେବା ପାଇଁ ପୁଣି ତାଙ୍କୁ କସରତ କରିବାକୁ ପଡ଼ିବ । ଏହି ଦୋକାନଟି ଏବେ ଦାଉଦ୍ ଇବ୍ରାହିମର ଗୁଣ୍ଡାମାନଙ୍କ କବଜାରେ ରହିଛି । ନିଜ ନାଁକୁ ଆସିବା ପରେ ଏବେ ପୁଣି ଏହି ଗୁଣ୍ଡାମାନଙ୍କ ସହ ଲଢେଇ କରିବାକୁ ପଡ଼ିବ ।

Man Beats His Mothe
ଏମିତି ପୁଅ କାହାକୁ ନମିଳୁ, ସମ୍ପତ୍ତି ପାଇଁ ମାଆକୁ ମାରୁଛି ପୁଅ

ତିନି ତିନିଟା ପୁଅ ଜନ୍ମକରି ଏ ମା’ଟା ବୃଦ୍ଧା କାଳରେ ଟିକେ ଖୁସିରେ ରହିବ ବୋଲି ଭାବିଥିଲା । ହେଲେ ସବୁ ଇଚ୍ଛା ଯେମିତି ଏବେ ମରିଯାଇଛି ।

Invalid Marriage
ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ; ହଇରାଣ ହେବେନି ଅବୈଧ ସନ୍ତାନ

ଅବୈଧ ବିବାହରୁ ଜନ୍ମିତ ସନ୍ତାନଙ୍କୁ ମିଳିବ ପିତାମାତାଙ୍କ ସମ୍ପତ୍ତିରୁ ଭାଗ ।