• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Goutam Adani
ହିଣ୍ଡେନବର୍ଗ ମାମଲାରେ ଆଦାନୀ ଗ୍ରୁପକୁ କ୍ଲିନ୍‌ ଚିଟ୍‌

ଏହି ମାମଲାରେ SIT ତଦନ୍ତକୁ ମନା କରିଛନ୍ତି କୋର୍ଟ। ତଦନ୍ତକୁ SEBI ଠାରୁ ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (SIT)କୁ ନେବାର କୌଣସି କାରଣ ନାହିଁ।

Murder
କୋଟିଏ ଟଙ୍କାର ଇନସୁରାନ୍ସ ପାଇଁ ସାଙ୍ଗକୁ ହତ୍ୟା, ପୋଲିସ୍‌ କଲା ଭୟଙ୍କର ଖୁଲାସା

ତାମିଲନାଡୁର ଜଣେ ବ୍ୟକ୍ତି ୧ କୋଟି ଟଙ୍କା ବୀମା ରାଶି ପାଇଁ କେବଳ ନିଜକୁ ମୃତ ଘୋଷଣା କରିନାହାନ୍ତି ବରଂ ତାଙ୍କ ବନ୍ଧୁଙ୍କୁ ମଧ୍ୟ ହତ୍ୟା କରିଛନ୍ତି।

Accident
ପିକ୍‌ନିକ୍‌ ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୧୪ ଯାତ୍ରୀଙ୍କ ଜୀବନ

୪୫ ଯାତ୍ରୀଙ୍କୁ ନେଇ ଏକ ବସ୍ ଗୋଲାଘାତରୁ ତିନସୁକିଆ ଯାତ୍ରା କରୁଥିଲା । ବିପରୀତ ଦିଗରୁ ଆସୁଥିବା କୋଇଲା ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

Arvind Kejriwal
ଦିଲ୍ଲୀ ମଦ ଦୁର୍ନୀତି ମାମଲା; ଆଜି ଇଡିରେ ହାଜର ହେବେ କି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ?

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପଚରାଉଚରା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିୱାଲଙ୍କୁ ତୃତୀୟ ଥର ଲାଗି ସମନ କରିଛି । ପୂର୍ବରୁ ନଭେମ୍ବର ଓ ଡିସେମ୍ବର ୨୧ରେ ଇଡି ସମନ କରିଥିଲେ।

Fire Mishap
ରାଜଧାନୀ ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ; ହୁତୁହୁତୁ ହୋଇ ଜଳିଲା ବିଲଡିଂ

ବୱାନା ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଛି ।

Pension Scheme
ନୂଆ ନିୟମ ! ପତ୍ନୀ ଚାହିଁଲେ ସ୍ୱାମୀ ପରିବର୍ତ୍ତେ ପିଲାଙ୍କ ନାଁରେ କରିପାରିବେ ପେନ୍‌ସନ୍‌

ମହିଳା କର୍ମଚାରୀ ଚାହିଁଲେ ନିଜର ନୋମିନି ନିଜେ ବାଛିପାରିବେ । ନୂଆ ନିୟମରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଜଣେ ମହିଳା ନିଜ ସ୍ୱାମୀଙ୍କ ପରିବର୍ତ୍ତେ ପିଲାଙ୍କୁ ପେନ୍‌ସନ୍‌ ନୋମିନି ଭାବେ ରଖିପାରିବେ ।

Ayodhya Ram Mandir
ଅଯୋଧ୍ୟା ରାମମନ୍ଦିରରେ ସ୍ଥାପନ ହେବ କେଉଁ ବିଗ୍ରହ ?

ଚୂଡ଼ାନ୍ତ ହୋଇଛି ରାମଲାଲାଙ୍କ ଦିବ୍ୟ ବିଗ୍ରହ ! ମନ୍ଦିରର ଗର୍ଭ ଗୃହରେ ଲାଗିବ ଶ୍ରୀରାମଙ୍କ ଏଭଳି ମୂର୍ତ୍ତି ! ଏଭଳି କିଛି ଖବର ଆଜି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

IRCTC Super APP
ଗୋଟିଏ ସୁପର ଆପ୍‌ ଇନ୍‌ଷ୍ଟଲ କରିବେ, ବାକି ସବୁ ଭୁଲିଯିବେ...

IRCTCର ଏହି ନୂଆ ‘ସୁପର ଆପ୍‌’ ଯଦି ଜଣେ ଯାତ୍ରୀ ଡାଉନ୍‌ଲୋଡ୍‌ କରିବେ ତେବେ ଖୁବ୍‌ ସହଜରେ ସବୁ ସେବା ପାଇପାରିବେ । ଏନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

Rape
ବୟଫ୍ରେଣ୍ଡ ସହ ବୁଲିବାକୁ ଯାଇଥିଲେ ନାବାଳିକା, ୧୩ ଜଣ କଲେ ଦୁଷ୍କର୍ମ...

ନିଜ ସାଙ୍ଗ ସାଥି ଫଟୋଗ୍ରାଫର ମାନଙ୍କୁ ମଧ୍ୟ ଡାକିଥିଲେ । ଏମିତି ମୋଟ ୧୧ ଜଣ ସେହି ନାବାଳିକାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଥିଲେ । 

Petrol Pump
ଦେଶବ୍ୟାପୀ ଡ୍ରାଇଭରଙ୍କ ହାଲ୍ଲାବୋଲ, ପେଟ୍ରୋଲ ପମ୍ପରେ ଅସଂଭାଳ ଭିଡ଼

ନୂଆ ବର୍ଷରେ ପେଟ୍ରୋଲ ପମ୍ପରେ ଟ୍ରାଫିକ୍ ଜାମ୍ .. ଲମ୍ବା ଧାଡି । କାରଣ ଜାଣି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ । ନୂଆ କରି ହିଟ୍ ଆଣ୍ତ ରନ୍ ନିୟମ ପାଇଁ ପୂରା ଦେଶରେ ଟ୍ରକ ଡ୍ରାଇଭର ମାନଙ୍କର ଆନ୍ଦୋଳନ ଜାରି ରହିଛି । ଏହାକୁ ନେଇ ଦେଶବ୍ୟାପୀ ପେଟ୍ରୋଲ ପମ୍ପରେ ଭିଡ଼ ଦେଖିବାକୁ ମିଳିଛି ।

Arun Yogiraj
ଦେଶର ସବୁଠୁ ଚର୍ଚ୍ଚିତ ସ୍ଥପତି, କିଏ ଏହି ଅରୁଣ ଯୋଗୀରାଜ

କିଏ ଏହି ଅରୁଣ ଯୋଗୀରାଜ । ରାତାରାତି ଷ୍ଟାର ପାଲଟିଥିବା ଏହି ସ୍ଥପତିଜଣକ କିଏ .. ପ୍ରଭୁଙ୍କ ବିଗ୍ରହ ନିର୍ମାଣ କରିଥିବା ସେ ହାତ କାହାର .. ଏପରି ଅନେକ ପ୍ରଶ୍ନ ବର୍ତ୍ତମାନ ସମସ୍ତଙ୍କ ମନରେ ।

Manipur violence
ଜୀବନ ନେଉଛି ମଣିପୁର ହିଂସା, ଶାନ୍ତି ରକ୍ଷା ଲାଗି ଅପିଲ୍ କଲେ ମୁଖ୍ୟମନ୍ତ୍ରୀ

ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ପୁଣି ଜଳିଲା ହିଂସା ଓ ଅଶାନ୍ତିର ନିଆଁ । ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ପରେ ଦେଖାଦେଇଛି ଉତ୍ତେଜନା ।

  • Tuesday, 02 January 2024
  • Peace
Ram Mandir
ଅରୁଣ ଯୋଗୀରାଜଙ୍କ ସ୍ପର୍ଶରେ ପ୍ରଭୁ, ଚୂଡ଼ାନ୍ତ ହେଲା ରାମଲାଲାଙ୍କ ବିଗ୍ରହ

ଚୂଡ଼ାନ୍ତ ହୋଇଛି ରାମଲାଲାଙ୍କ ଦିବ୍ୟ ବିଗ୍ରହ । କର୍ଣ୍ଣାଟକ ମହିଶୂରର ସ୍ଥପତି ଅରୁଣ ଯୋଗୀରାଜଙ୍କ ହାତ ତିଆରୀ ମୂର୍ତ୍ତି ଲାଗିବ ଶ୍ରୀରାମଙ୍କ ମନ୍ଦିରର ଗର୍ଭ ଗୃହରେ ।

New Year in space
ମହାକାଶରେ ଗୋଟିଏ ଦିନରେ ନୂଆବର୍ଷକୁ ୧୬ ଥର ସ୍ୱାଗତ, ଜାଣନ୍ତୁ ଏହା ପଛର କାରଣ ?

ବାସ୍ତବରେ ପୃଥିବୀରେ ୧୨ ଘଣ୍ଟା ଦିନ ଓ ୧୨ ଘଣ୍ଟା ରାତି ହୋଇଥାଏ। କିନ୍ତୁ ମହାକାଶରେ ଏହାର ବିପରୀତ ଅର୍ଥାତ ୪୫ ମିନିଟ୍‌ ଦିନ ଓ ୪୫ ମିନିଟ୍‌ ରାତି ହୋଇଥାଏ।

Borewell Tragedy
ପୁଣି ବୋରୱେଲରେ ଖସିଲା ଶିଶୁ, ଉଦ୍ଧାର କାର୍ଯ୍ୟରେ ସାମିଲ ହେଲେ ଯବାନ

ଖେଳୁଥିବା ସମୟରେ ଶିଶୁଟି ବୋରୱେଲରେ ଖସିପଡ଼ିଛି। ଶିଶୁଟିକୁ ସୁରକ୍ଷିତ ଉଦ୍ଧାର କରିବାକୁ ଯୁଦ୍ଧାକାଳୀନ ଭିତ୍ତିରେ ପ୍ରୟାସ କରାଯାଉଛି ।

Surya Namaskar
ସୂର୍ଯ୍ୟ ନମସ୍କାରରେ ଗିନିଜ୍ ରେକର୍ଡ, ୧୦୮ଟି ସ୍ଥାନରେ ସୂର୍ଯ୍ୟ ନମସ୍କାର କଲେ ୪ ହଜାର ବ୍ୟକ୍ତି

୪ ହଜାର ବ୍ୟକ୍ତି ଗୋଟିଏ ସାଙ୍ଗରେ ୧୦୮ଟି ସ୍ଥାନରେ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରିଛନ୍ତି ।

stealing gas from cylinders
ନୂଆ ଟାଙ୍କିରୁ ଗ୍ୟାସ୍ ଚୋରି କରି ବଢ଼ିଆ ରୋଜଗାର, ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ୍

ଚୋରମାନେ ଅତି ଚତୁରତାର ସହ ଗ୍ୟାସ୍ ସିଲିଣ୍ଡରରୁ ଗ୍ୟାସ୍ ଖଲାସ କରିବାରେ ଲାଗିଥିଲେ। ତେବେ ସବୁଠୁ ବଡ଼ କଥା ହେଉଛି, ସେମାନେ ଗ୍ୟାସ୍ ଚୋରି କରିବା ବେଳେ ସିଲ୍‌ର କୌଣସି କ୍ଷତି ହେଉନଥିଲା।

Cyber Fraud
ସାଇବର ଲୁଟେରାଙ୍କ ନୂଆ ଫନ୍ଦି...ମହିଳାଙ୍କୁ ପ୍ରେଗନାଣ୍ଟ କଲେ ମିଳିବ ୧୩ ଲକ୍ଷ ଟଙ୍କା !

ଏହି ଠକମାନେ କହିଥିଲେ, ଯଦି ସେମାନେ ମହିଳାମାନଙ୍କୁ ଗର୍ଭବତୀ କରନ୍ତି ତେବେ ସେମାନଙ୍କୁ ୧୩ ଲକ୍ଷ ଟଙ୍କା ମିଳିବ। କିନ୍ତୁ ଯଦି ସେମାନେ ଗର୍ଭବତୀ ନ କରିପାରନ୍ତି ତେବେ ସେମାନଙ୍କୁ ସାନ୍ତ୍ୱନା ମୂଳକ ଭାବରେ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ।

Crisis
ଶିକ୍ଷାରେ ପିଏଚ୍‌ଡିଧାରୀ, ବର୍ତ୍ତମାନ ପରିବା ବିକାଳୀ

ପରିବା ବିକୁଛନ୍ତି.. କିନ୍ତୁ ପାଖରେ ଚାରୋଟି ମାଷ୍ଟର ଡିଗ୍ରୀ ଏବଂ ଗୋଟେ ପିଏଚଡି ଡିଗ୍ରୀ । କଥାଟି ବିଶ୍ୱାସ ନହେଲେ ବି ସତ ।

Jalandhar
ଉଇଁଲାନି ନୂଆବର୍ଷର ସୂର୍ଯ୍ୟ; ସକାଳ ହେବା ଆଗରୁ ଝୁଲିପଡ଼ିଲେ ପରିବାରର ୫ ସଦସ୍ୟ

ମୃତ ମନମୋହନ ସିଂଙ୍କ ପୁତୁରା କହିଛନ୍ତି ଯେ, କିଛି ସମୟ ଧରି ପରିବାରକୁ ବାରମ୍ବାର ଫୋନ୍‌ ଲଗାଇଥିଲେ । ହେଲେ ବହୁ ରିଂଗ ହେବାପରେ ମଧ୍ୟ କେହି ଫୋନ୍‌ ଉଠାଇନଥିଲେ ।

Bihar Case
ପୋଲ ଓ ଟ୍ରେନ ପରେ ରାତାରାତି ଉଭାନ ହୋଇଗଲା ପୋଖରୀ

ପ୍ରଥମେ ପୋଲ ପରେ ଟ୍ରେନ ଚୋରି ହେଲା । ପରେ ପରେ ପୋଖରୀ ମଧ୍ୟ ଅଦୃଶ୍ୟ ହୋଇଗଲା । ଆଉ ପୋଖରୀ ଥିବା ଜାଗାରେ ନିର୍ମାଣ କରା ଯାଇଥିଲା ଘର ।

Accident
ପିକନିକ କରିବାକୁ ଯାଉଥିଲେ, କିନ୍ତୁ ଶବ ହୋଇ ଫେରିଲେ

ନୂଆ ବର୍ଷ ଆଣିଦେଲା ଦୁଃଖ । ବର୍ଷର ପ୍ରଥମ ଦିନରେ ଛକି ରହିଥିଲା ମୃତ୍ୟୁ । ଖୁସି ମନରେ ପିକନିକ କରିବାକୁ ଯାଉଥିଲେ । କିନ୍ତୁ ଶବ ହୋଇ ଫେରିଲେ ।

ISRO
ନୂଆ ବର୍ଷରେ ଇସ୍ରୋର ନୂଆ ମିଶନ, ଉତକ୍ଷେପଣ ହେବ ଏକ୍ସପୋସାଟ୍

ନୂଆବର୍ଷରେ ଦେଶକୁ ନୂଆ ଉପହାର ଦେବ ଇସ୍ରୋ । ଆରମ୍ଭ ହେବ ଆଉ ଏକ ଐତିହାସିକ ଅଭିଯାନ ତଥା ୨୦୨୪ର ପ୍ରଥମ ମିଶନ । ଆଜି ସକାଳ ୯ଟା ୧୦ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟର ୧ନମ୍ବର ଲଞ୍ଚ ପ୍ୟାଡରୁ ଉତକ୍ଷେପଣ ହେବ ଭାରତର ପ୍ରଥମ ପୋଲାରିମେଟ୍ରି ମିଶନ୍ ଏକ୍ସପୋସାଟ୍ ।

  • Monday, 01 January 2024
  • ISRO
Cybercrime
ରାମଭକ୍ତଙ୍କୁ ଲୁଟିବାକୁ ସାଇବର ଠକଙ୍କ ନୂଆ ଫନ୍ଦି

କେନ୍ଦ୍ର ଗୃହ ମନ୍ତ୍ରାଳୟ ଏବଂ ଉତ୍ତରପ୍ରଦେଶ ପୋଲିସ ଡିଜିଙ୍କୁ ଅଭିଯୋଗ ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିନୋଦ । ଅଯୋଧ୍ୟାର ନବନିର୍ମିତ ଭବ୍ୟ ରାମମନ୍ଦିର ପ୍ରାଣପ୍ରତିଷ୍ଠା ଜାନୁଆରୀ ୨୨ରେ ହେବାକୁ ଅଛି ।

Tehreek-E-Hurriyat
ତେହରିକ୍-ଏ-ହୁରିୟତକୁ ବ୍ୟାନ୍‌ ଘୋଷଣା କଲେ କେନ୍ଦ୍ର ସରକାର

ଭାରତ ସରକାର ଏକ ନୋଟିଫିକେସନ୍‌ ଜାରି କରି ତେହରିକ୍-ଏ-ହୁରିୟତ ସଂଗଠନ ବିଷୟରେ କହିଛନ୍ତି କି, ଏହି ସଂଗଠନ ଜାମ୍ମୁ କାଶ୍ମୀରରେ ବିଚ୍ଛିନ୍ନତାବାଦୀ ଚିନ୍ତାଧାରା ବିସ୍ତାର କରୁଛି। ଏହି ସଂଗଠନର ଲୋକମାନେ ଆତଙ୍କବାଦୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ଏବଂ ପଥର ଫିଙ୍ଗିବାକୁ ଉତ୍ସାହିତ କରୁଛନ୍ତି।