ମଦ ଚୋରା କାରବାର ରୋକିବାକୁ ଚାଲେଞ୍ଜ ଭାବେ ନେଲେ ନୂଆ ସରକାର । ବିଧାନସଭାରେ ଅବକାରୀ ମନ୍ତ୍ରୀଙ୍କ ବଡ଼ ଘୋଷଣା ।
ସିମି ଏକ ଇସଲାମିକ ସଂଗଠନ। ଏହାର ପ୍ରଥମ ଅଫିସ ଅଲ୍ଲୀଗଡ଼ ମୁସଲିମ ୟୁନିଭର୍ସିଟି ନିକଟରେ ଥିବା ଶାମଶାଦ ମାର୍କେଟରେ ରହିଥିଲା। ପ୍ରଥମ କରି ଏହା ଏକ ଛାତ୍ର ସଂଗଠନ ଭାବେ ଆରମ୍ଭ କରାଯାଇଥିଲା।
ବ୍ୟାନ୍ ହେଲା ବହୁଚର୍ଚ୍ଚିତ ମହାଦେବ ବୁକ୍ ବେଟିଂ ଆପ୍ । ୨୨ଟି ମୋବାଇଲ୍ ଆପ୍ଲିକେସନ ଓ ୱେବସାଇଟ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର ।
ମିଛ କହୁଥିଲା ତାଲିବାନ। ପଦାକୁ ଆସିଲା ପ୍ରକୃତ ରୂପ। ଆଫଗାନିସ୍ତାନକୁ ଦଖଲ କରିବା ପରେ ତାଲିବାନ ଯାହା କହିଥିଲା, ତାହା ମିଛ ପ୍ରମାଣିତ ହୋଇଛି। ଆଉ ଏବେ ପଦାକୁ ଆସୁଛି ତାଲିବାନୀଙ୍କ ଅସଲ ଚେହେରା। ଆଫଗାନିସ୍ତାନରେ ପୁରୁଣା ଫତୱା ଜାରି କରିଛି ତାଲିବାନ। ଦାଢି କାଟିଲେ ମିଳିବ କଠୋର ଦଣ୍ଡ।