• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Big Boss

Munawar Faruqui
ମୁନାୱର ଫାରୁକୀ ଜିତିଲେ ‘ବିଗ୍‌ ବସ୍‌’; ମିଳିଲା ୫୦ ଲକ୍ଷ ସହ ନୂଆ କାର୍‌

‘ବିଗ୍‌ ବସ୍‌’ ସୋ’ ହୋଷ୍ଟ ତଥା ବଲିଉଡ ଅଭିନେତା ସଲମାନ ଖାନ ୩୨ ବର୍ଷିୟ ଫାରୁକୀଙ୍କୁ ବିଜେତା ଭାବେ ଘୋଷଣା କରିଛନ୍ତି । ପୁରସ୍କାର ଆକାରରେ ମୁନାୱର ଫାରୁକୀଙ୍କୁ ନଗଦ ୫୦ ଲକ୍ଷ ଟଙ୍କା ସହ ଏକ କାର୍‌ ମିଳିଛି ।

Salman khan contract over with Big Boss
‘Big Boss’ କୁ ଆଉ ହୋଷ୍ଟ୍ କରିବେ ନାହିଁ ସଲମାନ୍ ଖାନ! କିଏ କରିବେ ଜାଣନ୍ତୁ…

‘ବିଗ୍ ବସ୍’ର ଆଗାମୀ ସିଜନ୍‌କୁ ଆଉ ହୋଷ୍ଟ୍ କରିବେ ନାହିଁ ସଲମାନ୍ ଖାନ! ତାଙ୍କ ସ୍ଥାନରେ ନୂଆ ଷ୍ଟାର୍‌ଙ୍କୁ ରିପ୍ଲେସ୍ କରାଯାଇଛି। ହେଲେ ଏମିତି କ’ଣ ହେଲା, ଯାହା ଫଳରେ ସଲମାନ ଏହି ଶୋ’ରୁ ଦୂରେଇଯିବାକୁ ଚାହୁଁଛନ୍ତି? ଜାଣନ୍ତୁ…

bigg boss host Salman Khan
ସଲମାନ୍‌ଙ୍କ ବଡ଼ ଖୁଲାସା-ବିଗ୍‌ ବସ୍‌-୧୬ରୁ ପାଇବେ କି ହଜାରେ କୋଟି

ବିଗ୍‌ ବସ୍‌-୧୬ରେ ସଲମାନଙ୍କ ଚାର୍ଜକୁ ନେଇ ଅନେକ କଥା ଶୁଣିବାକୁ ମିଳୁଛି। ସଲମାନ ଏହି ସୋ ପାଇଁ କୁଆଡେ ୧୦୦୦ କୋଟି ଦାବି କରୁଥିବା କୁହାଯାଉଛି। ସଲମାନ ଏହି ପ୍ରେସ୍‌ ମିଟ୍‌ରେ ଏହାର ସତ୍ୟତା ସାମ୍ନାକୁ ଆଣିଛନ୍ତି।

Tejasswi Prakash Bigg Boss 15 Winner
ତେଜସ୍ୱୀ ପ୍ରକାଶ ‘ବିଗ୍‌ ବସ୍‌ ୧୫’ ବିଜେତା, ପୁରସ୍କାରରେ ମିଳିଲା ୪୦ ଲକ୍ଷ ସହ ଗୋଲ୍ଡେନ ଟ୍ରଫି

ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ ଟିଭି ରିୟାଲିଟି ଶୋ’ “ବିଗ୍ ବସ୍-୧୫” ର ବିଜେତା ହୋଇଛନ୍ତି। ଶୋ’ର ବିଜେତା ଭାବେ ପୁରସ୍କାର ସ୍ୱରୂପ ତାଙ୍କୁ ୪୦ ଲକ୍ଷ ଟଙ୍କା ଓ ଗୋଲ୍ଡେନ ଟ୍ରଫି ପ୍ରଦାନ କରାଯାଇଛି।

Bigg Boss Fame Arshi Khan
ହସ୍ପିଟାଲ୍‌ରେ ବିଗ୍‌ ବସ୍‌ ଫେମ୍‌ ଅଭିନେତ୍ରୀ ଅର୍ଶୀ ଖାନ୍

‘ବିଗ୍ ବସ୍ ସିଜନ୍‌ ୧୪’ରେ ଚର୍ଚ୍ଚାରେ ଥିବା ଅଭିନେତ୍ରୀ ଅର୍ଶୀ ଖାନ୍‌ ଦୁର୍ଘଟଣାର ଶିକାର ହୋଇଛନ୍ତି। ଦିଲ୍ଲୀର ମାଲଭିୟା ନଗରରେ ତାଙ୍କର ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି।

Salman Khan sings manike mage hithe with Yohani
ୟୋହାନୀଙ୍କ ‘ମନିକେ ମଗେ ହିଥେ’ ସଲମାନଙ୍କୁ ବିଭ୍ରାନ୍ତ କଲା

ଆଜିକାଲି ସଲମାନ ଖାନ ତାଙ୍କ ରିୟଲିଟି ଶୋ ‘ବିଗ୍ ବସ୍ ୧୫’କୁ ନେଇ ଚର୍ଚ୍ଚାର ପରିସରରେ ଅଛନ୍ତି। ପୂର୍ବ ମାସରେ ସଲମାନ୍‌ ‘ଟାଇଗର୍ ୩’ର ଇଣ୍ଟରନେସ୍‌ନାଲ୍ ସୁଟିଂ ଶେଷ କରି ମୁମ୍ବାଇ ଫେରିଥିଲେ। ଏବେ ସେ ବିଗ୍ ବସ୍‌କୁ ନେଇ ଖୁବ୍ ବ୍ୟସ୍ତ ରହୁଥିବା ଦେଖାଯାଏ। ଏହି ଶୋ’ରେ ପ୍ରାୟ ସମୟରେ କେହି ନା କେହି ନୂଆ କଳାକାର ଯୋଗ ଦିଅନ୍ତି ଓ ସଲମାନଙ୍କ ସହ ମସ୍ତି କରନ୍ତି। ଏଥର ମଧ୍ୟ ସେମିତି ହୋଇଥିଲା। ଏହି ଶନିବାର ସଲମାନ ଖାନ୍ ସିଜନ୍‌ର ପ୍ରଥମ ୱିକେଣ୍ଡ କା ଭାର୍‌କୁ ହୋଷ୍ଟ କରିଥିଲେ। ଏଥିରେ ଶ୍ରୀଲଙ୍କା କଣ୍ଠଶିଳ୍ପୀ ୟୋହାନୀ ଅଂଶଗ୍ରହଣ କରିଥିଲେ।