• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Meta

Odia content creators disgruntled
ଅସୁବିଧାରେ ପକାଉଛି କି ଫେସ୍‌ବୁକ୍‌ ଓଡ଼ିଆ ଟ୍ରାନ୍ସଲେଟର...ଜାଣନ୍ତୁ କାରଣ...

୨୦୨୦ ଫେବ୍ରୁଆରୀ ୨୮ରେ ଗୁଗଲ ସର୍ଚ୍ଚ ଇଞ୍ଜିନ୍‌ ଓଡ଼ିଆ ଭାଷାକୁ ଅନ୍ୟ ଭାଷାରେ ଅନୁବାଦ କରିବାକୁ ଅନୁମତି ଦେଇଥିଲା । ଯେତେବେଳେ ଜଣେ ଉପଭୋକ୍ତା ଗୁଗଲର ଫାଷ୍ଟ୍‌ ପେଜ୍‌ ଓପନ୍‌ କରନ୍ତି, ସେହି ସମୟରେ କିଛି ଭାଷା ସହିତ ଓଡ଼ିଆ ଭାଷାର ଅପ୍‌ସନ୍‌ ଦେଖାଇଥାଏ ।

 whatsapp chat
ମେଟାର ନୂଆ ପ୍ଲାନ୍‌; Whatsappରେ ଗୋଟିଏ ମେସେଜ୍‌ କଲେ ଦେବେ ୪୦ ପଇସା !

ଦୁନିଆର ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ମେସେଜିଂ ଆପ୍‌ ହେଉଛି Whatsapp । ଏହି ପ୍ଲାଟଫର୍ମକୁ ୨ଶହ କୋଟି ଲୋକ ପ୍ରତିଦିନ ବ୍ୟବହାର କରିଥା’ନ୍ତି ।

Meta Company
ସୋସିଆଲ ମିଡିଆରେ କରୁଛନ୍ତି କି ଚାକିରି ? ଛଟେଇ ହେବେ ୧୦ ହଜାର କର୍ମଚାରୀ

ମେଟା ପକ୍ଷରୁ ୧୦ ହଜାର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରାଯିବା ନେଇ କୁହାଯାଇଛି । ଫଳରେ କର୍ମଚାରୀମାନଙ୍କୁ ଶକ୍ତ ଝଟକା ଲାଗିଛି । ଦିଆଯାଇଥିବା ସୂଚନା ଅନୁସାରେ ଦ୍ୱିତୀୟ ଥର ପାଇଁ ମେଟା ଏହିପରି ପଦକ୍ଷେପ ନେବାକୁ ଯାଉଛି ।

Meta
ଟ୍ୱିଟର୍‌ ପରେ ଏବେ ମେଟା; ଛଟେଇ ହେବେ ୧୧ ହଜାର କର୍ମଚାରୀ!

ବିଗତ ୧୮ ବର୍ଷର କମ୍ପାନୀ ଇତିହାସରେ ମେଟା ପ୍ରଥମ ଥର ପାଇଁ ଏତେ ସଂଖ୍ୟାରେ କର୍ମଚାରୀଙ୍କୁ ଏଇବର୍ଷ ଚାକିରିରୁ ଛଟେଇ କରିବାକୁ ଯାଉଛି ।

facebook name changed to meta
ଏଣିକି ଫେସବୁକ୍‌ର ନୂଆ ନାଁ ମେଟା

ଫେସବୁକ୍ କଂପାନୀର ନାଁ ବଦଳିଲା । ଏଣିକି ଫେସବୁକ୍ କଂପାନୀର ନାଁ ରହିବ ମେଟା । ଗତକାଲି ଏନେଇ ଫେସବୁକ୍ ମୁଖ୍ୟ ମାର୍କ ଜୁକରବର୍ଗ ଘୋଷଣା କରିଛନ୍ତି । କଂପାନୀର ନାଁ ବଦଳୁଥିଲେ ମଧ୍ୟ ଫେସବୁକ ସହ ଜଡିତ ସୋସିଆଲ ମିଡିଆ ଗୁଡିକର ନାଁ ଅପରିବର୍ତ୍ତିତ ରହିବ । ଯେପରିକି ଫେସବୁକ, ଇନଷ୍ଟାଗ୍ରାମ୍ ଓ ହ୍ୱାଟସଆପର ନାଁ ବଦଳିବ ନାହିଁ ।